- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ଗଣତନ୍ତ୍ର ପରେ ବର୍ତମାନ ସାମ୍ବିଧାନିକ ବ୍ୟବସ୍ଥାକୁ ହତ୍ୟା କରିବାର ପ୍ରୟାସ କରୁଛି ବିଜେଡି : ବାବୁ ସିଂ
11-01-2025
ଆଇନ ନିଜ ବାଟରେ ଯାଉଥିବାବେଳେ ବିଜେଡି ତାକୁ ବିରୋଧ କରୁଛି ସିବିଆଇ ତଦନ୍ତ ଦାବି କରି ମୁଖମନ୍ତ୍ରୀଙ୍କୁ ନିଜ ବାପାଙ୍କ ହତ୍ୟାର ତଦନ୍ତ ପାଇଁ ଚିଠି ଲେଖନ୍ତୁ ଦୀପାଲି ଦାସ ପ୍ରବାସୀ ଭାରତୀୟ ଦିବସ ପରିପ୍ରେକ୍ଷୀରେ ବିଜେଡିର ବକ୍ତବ୍ୟ ଓଡିଶାର ଭାବାବେଗକୁ କୁଠାରଘାତ କରିବା ସହ ଓଡିଶାର ସମ୍ମାନକୁ କ୍ଷତି ଆଣିଛି ଭୁବନେଶ୍ଵର 11: ଜାନୁଆରି:ବିଜେଡି ମୁଖପାତ୍ର...
କିର୍ମିରା ଅନାସ୍ଥା ଭୋଟ ଘଟଣାବିଜେପି ପୋଲିସକୁ ହାତବାରିସୀ କରି ଗଣତନ୍ତ୍ରକୁ ହତ୍ୟା କରିଛି: ବିଜେଡି
11-01-2025
-ପରାଜୟରୁ ବର୍ତ୍ତିବା ପାଇଁ ପୋଲିସକୁ ଗୁଣ୍ଡା ସଜାଇଲେ ସରକାର -ଚବିଶ ଘଣ୍ଟା ଧରି ପଞ୍ଚାୟତ ପ୍ରତିନିଧିଙ୍କୁ ଅଟକ ଭୁବନେଶ୍ଵର 11 ଜାନୁଆରି:କିର୍ମିରା ଅନାସ୍ଥା ଭୋଟ ଘଟଣାରେ ଆଜି ବିଜୁ ଜନତା ଦଳ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି । ଶଙ୍ଖ ଭବନ ଠାରେ ଆଜି ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ରାଜ୍ୟସଭା ସାଂସଦ ଡଃ ସସ୍ମିତ ପାତ୍ର ଓ ଝାରସୁଗୁଡାର ପୂର୍ବତନ ବିଧାୟି...
ବାଲି ଚୋରି ରୋକିବା ପାଇଁ ବ୍ୟବସ୍ଥା କରୁଛନ୍ତି ସରକାର- ସୁରେଶ ପୂଜାରୀ
11-01-2025
ଭୁବନେଶ୍ୱର, 11 ଜାନୁଆରି:- ବାଲି ଚୋରି ରୋକିବା ସହ ଆବଣ୍ଟନ ବ୍ୟବସ୍ଥିତ କରିବା ପାଇଁ ସରକାର ବ୍ୟବସ୍ଥା କରୁଛନ୍ତି ବୋଲି କହିଛନ୍ତି ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ସେ କହିଛନ୍ତି ଯେ, ବାଲି ମାଫିଆଙ୍କ ଦୌରାତ୍ମ୍ୟ ବଡ଼ ସମସ୍ୟା ହୋଇଛି । କାହିଁକି ଗତ ସରକାର ରାଜସ୍ୱ ବିଭାଗରୁ ବାଲିକୁ ଅଲଗା କରି ଖଣି ବିଭାଗକୁ ଦେଲେ ଜଣାନାହିଁ । ବ...
ସହଦେବ ନାୟକ ହତ୍ୟା ଘଟଣାରେ ବିଚାର ବିଭାଗୀୟ ତଦନ୍ତ ଦାବି କଲା ବିଜେଡି
11-01-2025
-ମୃତ ସହଦେବ ନାୟକଙ୍କ ପୂର୍ବ ଭିଡିଓ -ପୋଲିସର ଭୂମିକାକୁ ସନେ୍ଦହ ଘେରକୁ ଆଣିଛି -ଘଟଣାର ଷଡ଼ଯନ୍ତ୍ରକାରୀଙ୍କୁ ଗିରଫ କରାଯାଉ ଭୁବନେଶ୍ଵର(FMNews):--ପୋଲିସ ମିତ୍ର ଓ ସଫେଇ କର୍ମଚାରୀ ସଙ୍ଘର ସଭାପତି ସହଦେବ ନାୟକଙ୍କୁ ଦିବାଲୋକରେ ବିଭତ୍ସ ହତ୍ୟାକାଣ୍ଡ ଘଟଣାରେ ପୋଲିସର ଭୂମିକା ସନେ୍ଦହ ଘେରରେ ରହିଛି ବୋଲି ଆଜି ବିଜୁ ଜନତା ଦଳ ଅଭିଯୋଗ ବାଢିବା ସହିତ...