Preparatory meeting for organizing the world famous Joranda Magh Mela

ବିଶ୍ବ ପ୍ରସିଦ୍ଧ ଯୋରନ୍ଦା ମାଘ ମେଳା ଆୟୋଜନ ନିମନ୍ତେ ପ୍ରସ୍ତୁତି ବୈଠକ

 10-01-2025

Dhenkanal(FMNews):--ପୂର୍ବାହ୍ନରେ ଜିଲ୍ଲା କାର୍ଯ୍ୟାଳୟ ସ୍ଥିତ ସହଭାବନା ସଭା ଗୃହଠାରେ ଜିଲାପାଳ ଶ୍ରୀ ସୋମେଶ କୁମାର ଉପାଧ୍ୟାୟଙ୍କ ଅଧ୍ୟକ୍ଷତାରେ ବିଶ୍ବ ପ୍ରସିଦ୍ଧ ଯୋରନ୍ଦା ମାଘମେଳା ଆୟୋଜନ ନିମନ୍ତେ ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଶ୍ଵପ୍ରସିଦ୍ଧ ମାଘମେଳା କିଭଳି ଶାନ୍ତିଶୃଙ୍ଖଳା ଓ ଧାର୍ମିକ ଭାବନା ମଧ୍ୟରେ ଆୟୋଜିତ ହେବ ସେଥିପାଇଁ ସେ...

Ration card will be cancelled if e-KYC is not done by January 31

ଜାନୁୟାରୀ 31 ସୁଦ୍ଧା ଇ-କେୱାଇସି ନଦେଲେ କଟିଯିବ ରାସନ କାର୍ଡ

 09-01-2025

ଭୁବନେଶ୍ୱର, 9 ଜାନୁଆରି- ଜାନୁୟାରୀ 31 ସୁଦ୍ଧା ଇ-କେୱାଇସି ନଦେଲେ କଟିଯିବ ରାସନ କାର୍ଡ । ଏନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ ଦେଇଛନ୍ତି ଡେଡଲାଇନ୍ । 31 ଜାନୁଆରୀ ସୁଦ୍ଧା ଇ-କେୱାଇସି ନ କଲେ କଟିଯିବ ରାସନ କାର୍ଡ । ବର୍ତମାନ ସୁଦ୍ଧା 49 ଲକ୍ଷ ହିତାଧିକାରୀ କରିନାହାନ୍ତି ଇ-କେୱାଇସି । ବାହାର୍ ରାଜ୍ୟରେ ଥିବା ଲୋକଙ୍କ ଇ-କେୱାଇସିଅଫିସର ମାନେ କରୁଛନ୍ତି । ଇ-କେୱାଇସ...

Odisha will become the best state of India this year: CM

ଭାରତ ବର୍ଷର ଶ୍ରେଷ୍ଠ ରାଜ୍ୟରେ ପରିଣତ ହେବ ଓଡ଼ିଶା- ମୁଖ୍ୟମନ୍ତ୍ରୀ

 09-01-2025

ଭୁବନେଶ୍ୱର, 9 ଜାନୁଆରି - ଭାରତ ବର୍ଷର ଶ୍ରେଷ୍ଠ ରାଜ୍ୟରେ ପରିଣତ ହେବ ଓଡ଼ିଶା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସେ କହିଛନ୍ତି ଯେ, ଓଡ଼ିଶାର ଦାବି ନେଇ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଙ୍ଗେ ସଙ୍ଗେ ପୁରା କରି ଦେଉଛନ୍ତି । ନରେନ୍ଦ୍ର ମୋଦୀଙ୍କ ଆଜିର ବାର୍ତା ଦ୍ଵାରା ବିକାଶ କାମରେ ଆଜି ଇଞ୍ଜିନର ଷ୍ଟାର୍...

18th Pravasi Bharatiya Divas Conference kicks off in Bhubaneswar

ଭୁବନେଶ୍ୱରରେ ୧୮ତମ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀର ଶୁଭାରମ୍ଭ

 08-01-2025

ଭୁବନେଶ୍ୱର, 08 ଜାନୁଆରୀ - ତିନି ଦିନିଆ ୧୮ତମ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନ ବୁଧବାର ଭୁବନେଶ୍ୱରର ଜନତା ମୈଦାନରେ ଧୂମଧାମ ସହ ଆରମ୍ଭ ହୋଇଛି । ଏହି ସମ୍ମିଳନୀର ଉଦ୍ଘାଟନ ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, ବୈଦେଶିକ କାର୍ଯ୍ୟ ମନ୍ତ୍ରୀ ଏସ. ଜୟଶଙ୍କର ଓ କେନ୍ଦ୍ରୀୟ ଯୁବ ମାମଲା ଓ ଖେଳ ମନ୍ତ୍ରୀ ମନସୁଖ ମଣ୍ଡାବିୟା ଦୀପ ପ୍ରଜ୍ଜ୍ୱଳନ କରି କରିଥିଲେ। ଉଦ୍ଘ...