- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ଓଡିଶାରେ ପୁଂଜି ବିନିଯୋଗର ଅପାର ସମ୍ଭାବନା – ମୋହନ ମାଝି
08-01-2025
(FMNews) -ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି 18ତମ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନ ସମୟରେ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ଓ ଓଡିଶା ସରକାରଙ୍କ ମିଳିତ ବିଜନେସ ସେସନରେ ଓଡିଶାର ପୁଂଜି ବିନିଯୋଗ ସମ୍ଭାବନା ବିଷୟ ଉଲ୍ଲେଖ କରିଥିଲେ । ଏହି ଅଧିବେଶନରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ ବୈଦେଶିକ କାର୍ଯ୍ୟ ମନ୍ତ୍ରୀ ଡ଼ଃ ଏସ. ଜୟଶଙ୍କର, ଓଡିଶାର ଶିଳ୍ପ...
ପ୍ରବାସୀ ଭାରତୀୟ କାର୍ଯ୍ୟକ୍ରମର ଆୟୋଜନ ଓଡ଼ିଶା ପାଇଁ ଗର୍ବର ବିଷୟ- ମୁଖ୍ୟମନ୍ତ୍ରୀ
08-01-2025
ଭୁବନେଶ୍ୱର, 8 ଜାନୁଆରି:- ପ୍ରବାସୀ ଭାରତୀୟ କାର୍ଯ୍ୟକ୍ରମର ଆୟୋଜନ ଓଡ଼ିଶା ପାଇଁ ଗର୍ବର ବିଷୟ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି । ଓଡିଶାବାସୀଙ୍କ ତରଫରୁ ସମସ୍ତଙ୍କୁ ସ୍ଵାଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆପଣ ମାନଙ୍କ ଉପସ୍ଥିତି ଭୁବନେଶ୍ଵର ପାଇଁ ଆଣିଛି ଖୁସିର ଲହରୀ । ଏହି ସମୟ ଆପଣ ମାନଙ୍କ ସ୍ମୃତିରେ ରହିବ ବୋଲି କହିଲେ ମୁ...
ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୬୫ତମ ପ୍ରତିଷ୍ଠା ଦିବସ ପାଳିତ
07-01-2025
ନନ୍ଦନକାନନକୁ ବିଶ୍ବସ୍ତରୀୟ ପ୍ରାଣୀ ଉଦ୍ୟାନ କରିବାପାଇଁ ସଙ୍କଳ୍ପବଦ୍ଧ ଉଦ୍ୟମ ଜାରୀ ରହୁ : ଜଙ୍ଗଲମନ୍ତ୍ରୀ ଶ୍ରୀ ସିଂଖୁଣ୍ଟିଆ ଭୁବନେଶ୍ୱର, ୦୭ ଜାନୁଆରୀ -ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୬୫ତମ ପ୍ରତିଷ୍ଠା ଦିବସ ଆଜି ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ...
ପ୍ରବ।ସୀ ଭ।ରତୀୟ ଦିବସ ସମ୍ମିଳନୀରେ ବିଶ୍ଵର ପ୍ରତିନିଧିମ।ନେ ପୁଷ୍ପପ୍ରଦର୍ଶନୀକୁ ପରିଦର୍ଶନ କରିବେ : ମୁଖ୍ୟମନ୍ତ୍ରୀ
07-01-2025
ଭୁବନେଶ୍ବର, 07 ଜାନୁଆରୀ - ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ର, ଏକ।ମ୍ର କ।ନନ, ଭୁବନେଶ୍ବର, ପ୍ଳ।ଣ୍ଟ ଲଭର୍ସ ଆସୋସିଏସନ ସହ ମିଶି ପ୍ରତିବର୍ଷ ରାଜ୍ୟସ୍ତରୀୟ ବାର୍ଷିକପୁଷ୍ପ ପ୍ରଦର୍ଶନୀ ଆୟୋଜନ କରିଥ।ନ୍ତି । ଏହି ବର୍ଷ ଜ।ନୁୟ।ରୀ ୭ ରୁ ୧୧ ପର୍ଯ୍ୟନ୍ତ ଦୀର୍ଘ ୫ ଦିନ ଧରି ଏହ। ଚ।ଲିବ। ପ୍ରବ।ସୀ ଭ।ରତୀୟ ଦିବସ ସମ୍ମିଳନୀରେ ଯୋଗଦେବ।କୁ ଆସିଥିବ। ବିଶ୍ଵର ବିଭିନ୍ନ ଦ...