- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ମାଲକାନଗିରି ଆଇଟିଡିଏରେ ଟେଣ୍ଡର ଫିକ୍ସିଂ ଅଭିଯୋଗ
05-01-2025
ମାଲକାନଗିରି, ୫ ଜାନୁଆରି :ମାଲକାନଗିରି ଆଇଟିଡିଏ ରେ ଲେମନଗ୍ରାସ ମହା ଦୁର୍ନୀତି ପରେ ଏବେ ଟେଣ୍ଡର ଫିକ୍ସିଂ! ନିର୍ଦ୍ଦିଷ୍ଟ କିଛି ଠିକାଦାରଙ୍କୁ ଅନୁକମ୍ପା ଦେଖାଇ ପ୍ରାୟ ୫୦ କୋଟିରୁ ଅଧିକ ଟଙ୍କାର ଟେଣ୍ଡର ଦିଆଯାଇଥିବା ଅଭିଯୋଗ ହୋଇଛି। ଟେଣ୍ତର ପ୍ରକ୍ରିୟାରୁ ବାଦ ପଡ଼ିଥିବା ଠିକାଦାର ଏଭଳି ଅଭିଯୋଗ ନେଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ରାଜ୍ୟରେ ଅନୁସୁଚିତ ଜ...
ଶ୍ରୀମନ୍ଦିରରେ ବିଶୃଙ୍ଖଳା ପାଇଁ ଜଣେ ସେବକ ନିଲମ୍ବିତ
05-01-2025
ପୁରୀ, ୫ ଜାନୁଆରୀ - ଶ୍ରୀମନ୍ଦିରରେ ବିଶୃଙ୍ଖଳା ତଥା ଅନ୍ଯ ଏକ ସେବକଙ୍କୁ ମାରପିଟ୍ ପାଇଁ ଶ୍ରୀମନ୍ଦିର ଆଇନ୍ ୨୧ -କ ଧାରା ଅନୁସାରେ ମୁଖ ପଖାଳ ସେବକ ବିଶ୍ବନାଥ ଖୁଣ୍ଟଙ୍କୁ ୩ ମାସ ପାଇଁ ସେବାରୁ ନିଲମ୍ବିତ କରାଯାଇଛି। ଏହା ପୂର୍ବରୁ ଶ୍ରୀ ଖୁଣ୍ଟିଆଙ୍କୁ କୈଫିୟତ ତଲବ ହୋଇଥିଲା l ନିଲମ୍ବନ ସମୟରେ ଶ୍ରୀ ଖୁଣ୍ଟିଆ ଶ୍ରୀମନ୍ଦିର ମଧ୍ୟରେ ତାଙ୍କ ସମସ୍ତ ସେବାରୁ ନିବୃତ୍...
ଟ୍ରକ ଧକ୍କାରେ ଜଣେ ଯୁବତୀ ମୃତ, ଦୁଇଜଣ ଜଣ ଗୁରୁତର"
05-01-2025
ବଲାଙ୍ଗିର, 5 ଜାନୁଆରି:ବଲାଙ୍ଗିର ଟାଉନ ଥାନା ନିକଟରେ ବିଶାଲ ମାର୍ଟ ସାମନା ରେ ସଡ଼କ ଦୁର୍ଘଟଣାରେ ଗଲା ଯୁବତୀଙ୍କ ଜୀବନ | ଗତକାଲି ବିଳମ୍ବିତ ରାତିରେ ବାଇକରେ ଆସୁଥିବା ଦୁଇଜଣ ଯୁବତୀ ଏବଂ ଜଣେ ଯୁବକଙ୍କୁ ଟାଉନ ଥାନା ନିକଟରେ ଟ୍ରକ ପିଟିଦେଇଥିଲା | ଘଟଣାସ୍ଥଳରେ ବଲାଙ୍ଗିର କାରଗିଲ ନଗର ର ମମତା ନାମ୍ନୀ ଜଣେ ଯୁବତୀଙ୍କ ମୃତ୍ୟୁ ହୋଇଥିବା ବେଳେ, ପୁଇନ୍ତଳା ଥାନା ମେ...
ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ; ପୁଣି ଉଡିଲା ଡ୍ରୋନ କ୍ୟାମେରା
05-01-2025
ପୁରୀ, ୫ ଜାନୁଆରୀ- ରବିବାର ସକାଳୁ ପୁଣି ଶ୍ରୀମନ୍ଦିର ଉପରେ ଉଡ଼ିଛି ଡ୍ରୋନ କ୍ୟାମେରା | ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ପୁଣି ସୃଷ୍ଟି ହୋଇଛି ପ୍ରଶ୍ନବାଚୀ | ଶ୍ରୀମନ୍ଦିର ଉପରେ ଓ ଚାରିପଟେ ନୋ ଫ୍ଲାଇଙ୍ଗ ଡ୍ରୋନ୍ ଭାବେ ଘୋଷଣା ହୋଇଛି | ପୋଲିସ ଓ ଶ୍ରୀମନ୍ଦିର ପ୍ରଶାସନର ବିନା ଅନୁମତିରେ କୌଣସି ଡ୍ରୋନ କ୍ୟାମେରା ଉଡି ପାରିବ ନାହିଁ | ଆଜି ସକାଳୁ ପ୍ରାୟ ଅଧ...