Ten sheep killed, ten more seriously injured in cholera-related tiger attack

କଲରା ପତରିଆ ବାଘ ଆକ୍ରମଣରେ ଦଶ ମେଣ୍ଢା ମୃତ, ଦଶରୁ ଅଧିକ ଗୁରୁତର

 05-01-2025

ନୂଆପଡ଼ା: ବହୁ ଦିନର ନୀରବତା ପରେ କଲରା ପଥରିଆ ବାଘ ଆଜି ପୁଣି ଏକ ବ୍ୟକ୍ତିଙ୍କ ଛେଳି ଗୁହାଳରେ ପଶି ମେଣ୍ଡା କୁ ମାରିଖାଇଛି । ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ଅନ୍ତର୍ଗତ ସୁନାପୁର ଗ୍ରାମ ପଂଚାୟତର ବାଗବାହାଲ ଗ୍ରାମ ଭୋଇ ପଡ଼ାର ଭଜ ହଂସ ଙ୍କ ଗୁହାଳରେ ପଶି କଲରା ପତରିଆ ବାଘ ଆକ୍ରମଣରେ ଦଶ ଗୋଟି ମେଣ୍ଢା ମୃତ ହୋଇଥିବା ବେଳେ ଦଶ ଗୋଟି ମେଣ୍ଢା ଗୁରୁତର ହୋଇ ମୃତ୍ୟୁ ସହ...

South Odisha Development Council to be formed covering 7 districts

୭ ଜିଲ୍ଲାକୁ ନେଇ ଗଠନ ହେବ ଦକ୍ଷିଣ ଓଡିଶା ବିକାଶ ପରିଷଦ

 04-01-2025

ଭୁବନେଶ୍ୱର, 4 ଜାନୁୟାରୀ - ୭ ଜିଲ୍ଲାକୁ ନେଇ ଗଠନ ହେବ ଦକ୍ଷିଣ ଓଡିଶା ବିକାଶ ପରିଷଦ । ଦକ୍ଷିଣ ଓଡିଶା ବିକାଶ ପରିଷଦ ଟାସ୍କଫୋର୍ସର ପ୍ରଥମ ବୈଠକରେ ପ୍ରାଥମିକ ରୂପରେଖ ନେଇ ଆଲୋଚନା ହୋଇଛି । ବୈଠକରେ ଟ୍ୟାକ୍ସଫୋର୍ସ ବହୁତ ସଦସ୍ୟ ମାନେ ଉପସ୍ଥିତ ଥିଲେ । ପରିଷଦର ରୂପରେଖ ନେଇ ବିଧାୟକ ଓ ସାଂସଦ ମାନେ ସେମାନଙ୍କର ମତାମତ ଦେଇଛନ୍ତି । ଦକ୍ଷିଣ ଓଡ଼ିଶା ବି...

Study at Talcher Medical College Demanded

ତାଳଚେର ମେଡିକାଲ୍ କଲେଜ୍ ତୁରନ୍ତ କାର୍ଯ୍ୟକ୍ଷମ ନହେଲେ ଜୋରଦାର ହେବ ଆନ୍ଦୋଳନ : କ୍ରିୟାନୁଷ୍ଠାନ କମିଟି

 04-01-2025

By Priyamadhav Dash (FMNews):--ତାଳଚେର ସରକାରୀ ମେଡିକାଲ୍ କଲେଜ୍ କ୍ରିୟାନୁଷ୍ଠାନ କମିଟିର ବୈଠକ ତାଳଚେର ପ୍ରେସ୍ କ୍ଲବ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କମିଟିର ଆବାହକ ପଦ୍ମ ଚରଣ ସାମଲ ସଭାପତିତ୍ୱ କରିଥିଲେ ଏବଂ ଉପସ୍ଥିତ ସଦସ୍ୟ ମାନେ ତାଳଚେର ମେଡିକାଲ୍ କଲେଜ୍ ର ଶିକ୍ଷାଦାନ ଅନୁଗୋଳ ଠାରେ ହେବାକୁ ଥିବା ପ୍ରସ୍ତାବକୁ ଘୋର ନିନ୍ଦା କରିବା ସହ...

Elephants destroyed 78 bags of paddy bags from procure centre in Badasaimara

ବଡ଼ସାଇମରା ଧାନମଣ୍ଡି ପାଚେରୀ ଭାଙ୍ଗି ହାତୀପଲଙ୍କ ୧୪ଚାଷୀଙ୍କ ୭୮ବସ୍ତା ଧାନ ନଷ୍ଟ

 04-01-2025

ବଲାଙ୍ଗିର, 4 ଜାନୁଆରି :ବଲାଙ୍ଗିର ଜିଲ୍ଲା ମୁରିବାହାଲ ରେଞ୍ଜ ତିଖାଲି ସଂରକ୍ଷିତ ଜଙ୍ଗଲରେ କିଛି ଦିନ ହେଲା ପୁଣି ୧୩ ଟିକିଆ ହାତୀପଲଙ୍କ ଆତଙ୍କ ଜାରି ରହିଥିବା ବେଳେ ଏବେ ଏହି ହାତୀପଲ ଜନବସତି ମୁହାଁ ହୋଇଥିବା ଦେଖିବାକୁ ମିଳିଛି । ଗୁରୁବାର ରାତିରେ ଏହି ହାତୀପଲ ବଡ଼ସାଇମରା ପଞ୍ଚାୟତ ପଛପଟେ ଥିବା ଧାନମଣ୍ଡିର ପୁରୁଣା ପାଚେରୀ ଭାଙ୍ଗି ଭିତରକୁ ପଶି ୧୪ଜଣ ଚାଷୀଙ...