Old students demand central recognition for Sambalpur University

ସମ୍ବଲପୁର ବିଶ୍ଵବିଦ୍ୟାଳୟକୁ କେନ୍ଦ୍ରୀୟ ମାନ୍ୟତା ପାଇଁ ପୁରାତନ ଛାତ୍ରଛାତ୍ରୀଙ୍କ ଦାବୀ

 04-01-2025

ସମ୍ବଲପୁର:-ସମ୍ବଲପୁର ବିଶ୍ୱବିଦ୍ୟାଳୟ ପରିସରରେ ୧୯୯୦ ବ୍ୟାଚ୍ ଛାତ୍ରଛାତ୍ରୀଙ୍କ ଜ୍ୟୋତି ବିହାର ଠାରେ ଏକ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଏହି ବାର୍ଷିକ ଉତ୍ସବରେ ବିଭିନ୍ନ ବିଭାଗରେ ପଢିଥିବା ଦେଶ ତଥା ବିଦେଶରେ ଅବସ୍ଥାପିତ ଛାତ୍ରଛାତ୍ରୀ ଯୋଗଦେଇଥିଲେ। ସଭାକୁ କେନ୍ଦ୍ରୀୟ ବିଦ୍ୟାଳୟ ୯୦ ସଂଘର ଆବାହକ ସୁରେଶ କର ସ୍ଵାଗତ ଭାଷଣ ସହ ପ୍ରାରମ୍ଭ କରିଥିଲେ । ପୁର...

Aparajita Sarangi meets odisha cm Mohan Majhi

ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ କଲେ ସାକ୍ଷାତ

 04-01-2025

(FMNews):-ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରି ନବବର୍ଷ ଶୁଭେଚ୍ଛା ଜଣାଇବା ସହିତ ଭୁବନେଶ୍ୱର ର ଉନ୍ନତି କଳ୍ପେ ୬ଟି ପ୍ରସ୍ତାବ ପ୍ରଦାନ କରିଛନ୍ତି । ଏହି ଅବସରରେ ଭୁବନେଶ୍ବର ସଂସଦୀୟ କ୍ଷେତ୍ରର ବିକାଶ ନେଇ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିଥିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ । ଗତ ୧୪-୯-...

Demand to shift liquor shops gains momentum, women's group blocks road

ମଦ ଦୋକାନ ସ୍ଥାନାନ୍ତର ଦାବୀ ଜୋର ଧରିଲା, ରାସ୍ତା ଅବରୋଧ କଲେ ମହିଳା ଗୋଷ୍ଠୀ

 04-01-2025

ଭଦ୍ରକ: - ଦୀର୍ଘ ବର୍ଷ ଧରି ବନ୍ତ ବାରିକପୁର ରାସ୍ତାର ଗଣ୍ଡଗରା ନିକଟରେ ଚାଲିଥିବା ସରକାରୀ ବିଦେଶୀ ଓ ଦେଶୀ ମଦ ଦୋକାନ ସ୍ଥାନାନ୍ତର ନିମନ୍ତେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ସଭ୍ୟାମାନେ ଆଜି ସକାଳ ୬ ଘଟିକା ଠାରୁ ବନ୍ତ-ବାରିକପୁର ରାସ୍ତା ଅବରୋଧ କରି ଗଣ୍ଡଗରା ଛକରେ ବସି ରହିଛନ୍ତି। ଖବର ଲେଖା ହେବା ପର୍ଯ୍ୟନ୍ତ କୌଣସି କିଛି ସମାଧାନ ହୋଇ ପାରି ନଥିବା ଜଣାଯାଇ...

NGT Notice To Singareni colliery at Chhendipada

ନୟନୀ କୋଇଲା ଖଣିର ଜଂଗଲ ଜମିକୁ ନେଇ ଏନ୍.ଜି.ଟିର ନୋଟିସ୍

 03-01-2025

୬୪୩ ହେକ୍ଟର ଜଂଗଲ ଜମିରୁ ଏକ ଲକ୍ଷ ୭ ହଜାର ଗଛ କଟାଯିବ ସିଂଘାରେଣୀ କମ୍ପାନୀର ବେଆଇନ୍ କାର୍ଯ୍ଯ ନେଇ ଏନ୍.ଜି.ଟିରେ ଆବେଦନ (FMNews):-- ଅନୁଗୋଳ ଜିଲ୍ଲାର ଛେଣ୍ଡିପଦା ଠାରେ ସିଂଘାରେଣୀ କଲିୟାରୀ କମ୍ପାନୀ ପକ୍ଷରୁ ନୟନୀ ଖୋଲା ମୁହଁ କୋଇଲା ଖଣି ପାଇଁ ୯୧୨ ହେକ୍ଟର ଜମି ବ୍ଯବହାର ହେବା ପାଇଁ ଧାର୍ଯ୍ଯ ହୋଇଛି । ଏହି ଖଣି ପାଇଁ ପ୍ରଥମ ପର୍ଯ୍ଯାୟରେ ୬୪୩ ହେକ...