157 men have also applied for Subhadra Yojana: Parvathi Parida

ସୁଭଦ୍ରା ଯୋଜନାରେ ୧୫୭ ପୁରୁଷ ମଧ୍ୟ କରିଛନ୍ତି ଆବେଦନ : ପ୍ରଭାତୀ ପରିଡା

 22-01-2025

(FMNews):ମହିଳା ମାନଙ୍କର ସଶକ୍ତିକରଣ ପାଇଁ ବିଜେପି ସରକାର ଦ୍ୱାରା ଆରମ୍ଭ କରାଯାଇଥିବା ସୁଭଦ୍ରା ଯୋଜନାରେ କେବଳ ମହିଳା ମାନେ ନୁହନ୍ତି ବରଂ ପୁରୁଷ ମାନେ ମଧ୍ୟ ଆବେଦନ କରିଛନ୍ତି । ଏହି ଯୋଜନା ପାଇଁ ୧୫୭ ପୁରୁଷ ମଧ୍ୟ ଆବେଦନ କରିଥିବା ନେଇ ସୂଚନା ଦେଇଛନ୍ତି ଓଡିଶାର ଉପମୁଖ୍ୟମନ୍ତ୍ରୀ ଏବଂ ମହିଳା ଓ ଶିଶୁ ବିକାଶ ବିଭାଗର ମନ୍ତ୍ରୀ ପ୍ରଭାତୀ ପରିଡା । ସେ କହି...

Odisha Assembly Budget Session from February 13

ଓଡିଶା ବିଧାନସଭାର ବଜେଟ ଅଧିବେଶନ ଫେବୃଆରୀ 13ରୁ

 22-01-2025

(FMNews):-- ଓଡିଶା ବିଧାନସଭାର ବଜେଟ୍ ଅଧିବେଶନ ଫେବ୍ରୁଆରୀ 13ରୁ ଆରମ୍ଭ ହେବ । ବଜେଟ ଅଧିବେଶନ ଏପ୍ରିଲ୍ 5 ଯାଏଁ ଚାଲିବ । ଅଧିବେଶନର ପ୍ରଥମ ଦିନରେ ରାଜ୍ୟପାଳ ଅଭିଭାଷଣ ପ୍ରଦାନ କରିବେ । ସେହିପରି ଫେବ୍ରୁଆରୀ 17ରେ 2025-26ର ଆର୍ଥିକ ବଜେଟ୍ ଉପସ୍ଥାପନ ହେବ ଏହି ଅଧିବେଶନ ଦୁଇଟି ପର୍ଯ୍ୟାୟରେ ଚାଲିବ । ପ୍ରଥମ ପର୍ଯ୍ୟାୟ ଫେବ୍ରୁଆରୀ 13ରୁ ଆରମ୍ଭ ହୋଇ 21ରେ...

State government responsible for 4 deaths due to diarrhea: BJD

ଡାଇରିଆରେ ୪ ଜଣଙ୍କ ମୃତ୍ୟୁ ଘଟଣାରେ ରାଜ୍ୟ ସରକାର ଦାୟୀ: ବିଜେଡି

 22-01-2025

(FM News):--ପୁରୀ ଜିଲ୍ଲାର କଣାସ ଅଞ୍ଚଳରେ ଡାଇରିଆରେ ୪ ଜଣଙ୍କ ମୃତୁ୍ୟ ଘଟଣାରେ ଆଜି ବିଜୁ ଜନତା ଦଳ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି । ଶଙ୍ଖ ଭବନ ଠାରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ବରିଷ୍ଠ ବିଜେଡି ନେତା ତଥା ସତ୍ୟବାଦୀର ପୂର୍ବତନ ବିଧାୟକ ଶ୍ରୀ ଉମାକାନ୍ତ ସାମନ୍ତରାୟ ଓ ବିଜେଡି ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡ଼ ଲେନିନ ମହାନ୍ତି ଘଟଣାରେ ୪ ଜଣଙ୍କ ମ...

State Youth Congress holds youth protest rally near CM's official residence

ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ଯୁବ ଅସନ୍ତୋଷ ସମାବେଶ’ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ଘେରାଉ

 20-01-2025

ଭୁବନେଶ୍ୱର, ୨୦ ଜାନୁଆରୀ - ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ରଣଜିତ ପାତ୍ରଙ୍କ ଆବାହକତ୍ୱରେ ମାଷ୍ଟର କ୍ୟାଂଟିନ ଛକଠାରେ ଏକ ବିଶାଳ ଜନ ଅସନ୍ତୋଷ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଏହି ସମାବେଶରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ହଜାର ହଜାର ସଂଖ୍ୟାରେ ଯୁବକଂଗ୍ରେସ କର୍ମୀମାନେ ଅଂଶଗ୍ରହଣ କରିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଅଖିଳ ଭାରତ ଯୁବ କଂଗ୍ରେସ...