Netaji Subhas Chandra Bose's birth anniversary celebrated

ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ପାଳିତ

 23-01-2025

ଭୁବନେଶ୍ୱର, 23 ଜାନୁଆରି:- ଓଡିଶା ବିଧାନସଭା ପରିସରରେ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ୧୨୮ ତମ ଜନ୍ମ ଜୟନ୍ତୀ ପାଳିତ ହୋଇଛି । କାର୍ଯ୍ୟକ୍ରମରେ ବାଚସ୍ପତି ସୁରମା ପାଢ଼ୀ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସହ ଅନ୍ୟ ଅତିଥିମାନେ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାର୍ଲ୍ୟାପଣ କରିଛନ୍ତି । ଏହି ଅବସର...

ଜାତୀୟ ଶିକ୍ଷା ନୀତି ୨୦୨୦ ଜାତୀୟସ୍ତରୀୟ କର୍ମଶାଳାର ଦ୍ବିତୀୟ ଦିନ

 22-01-2025

* ଶିକ୍ଷାଦାନ ପଦ୍ଧତିର ଉନ୍ନତିକରଣ ଉପରେ ଗୁରୁତ୍ବ * ଓଡ଼ିଶାର ବିଦ୍ୟାଳୟଗୁଡ଼ିକରେ ଦକ୍ଷତା ଶିକ୍ଷା ପାଇଁ କାର୍ଯ୍ୟାନ୍ୱୟନ ସମ୍ପର୍କରେ ଆଲୋଚନା ଭୁବନେଶ୍ୱର, 22 ଜାନୁଆରି- କର୍ମଶାଳାର ଦ୍ୱିତୀୟ ଦିନରେ ଗ୍ରୁପ୍ ଗୁଡ଼ିକ ବାକି ଥିବା ବିଭିନ୍ନ କାର୍ଯ୍ୟ, ସମୟସୀମା, କାର୍ଯ୍ୟ ଯୋଜନା, ଏବଂ ଶିଶୁ ବାଟିକାଗୁଡ଼ିକୁ କାର୍ଯ୍ୟକ୍ଷମ କରିବା ଏବଂ ଦ୍ୱିତୀୟ ଶ୍ରେଣୀ ପର...

State Cabinet approves 10 proposals from 9 departments

ରାଜ୍ୟ କ୍ୟାବିନେଟରେ 9 ଟି ବିଭାଗର 10 ଟି ପ୍ରସ୍ତାବକୁ ଅନୁମୋଦନ

 22-01-2025

FM News ଭୁବନେଶ୍ୱର, 22 ଜାନୁଆରି :ଆଜି ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା l ବୈଠକ ପରେ ମୁଖ୍ୟମନ୍ତ୍ରୀ କ୍ୟାବିନେଟ ବୈଠକରେ ହୋଇଥିବା ନିଷ୍ପତ୍ତି ସମ୍ପର୍କରେ ଗଣ ମାଧ୍ୟମ କୁ ସୂଚନା ଦେଇଛନ୍ତି l ମୋଟ 9 ଟି ବିଭାଗର 10 ଟି ପ୍ରସ୍ତାବ ଆଗତ କରାଯାଇଥିଲା ଓ ସମ...

ଅର୍ଥ କମିଶନଙ୍କୁ ଦିଆଯିବାକୁ ଥିବା ମେମୋରେଣ୍ଡମକୁ ରାଜ୍ୟ କ୍ୟାବିନେଟରେ ଅନୁମୋଦନ

 22-01-2025

ଭୁବନେଶ୍ୱର, 22 ଜାନୁଆରି: ଷୋଡଶ ଅର୍ଥ କମିଶନ ଫେବୃଆରୀ ମାସରେ ଆମ ରାଜ୍ୟକୁ ଗସ୍ତ କରିବେ । ଏହି ଗସ୍ତ ଅବସରରେ କମିଶନଙ୍କୁ ରାଜ୍ୟର ବିଭିନ୍ନ ପ୍ରସ୍ତାବ ସମ୍ବଳିତ ଗୋଟିଏ ମେମୋରାଣ୍ଡମ ପ୍ରଦାନ କରାଯିବ । ଆଜି ରାଜ୍ୟ କ୍ୟାବିନେଟ ଉକ୍ତ ମେମୋରାଣ୍ଡମକୁ ଅନୁମୋଦନ କରିଛନ୍ତି । ଏ ସମ୍ପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଫେବ୍ରୁଆରି ୫, ୬ ଓ ୭ରେ...