- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ବିଜୟୱାଦାରେ ମରି ପଡ଼ିଥିବା ଶ୍ରମିକ ଜିଲ୍ଲା ଆସିବାସୀ କଲ୍ୟାଣ ସଂଘ ହସ୍ତକ୍ଷେପ ପରେ ମରଶରୀର ଗାଁକୁ ଫେରିଲା
23-01-2025
ବଲାଙ୍ଗୀର, ୨୩ ଜାନୁଆରୀ ପୁଇଁତଲା ବ୍ଲକ ଆଟଗାଁ ଗ୍ରାମ ପଂଚାୟତ ଆଟଗାଁର ରଜନୀ କାଂଟା କୁଅଁର ବୟସ(୨୬) ଆଦିବାସୀ ସମ୍ପ୍ରଦାୟର ଏଠି କାମ ଧନ୍ଦା ନମିଳିବାରୁ ଦୁଇଟି ଝିଅ ଗୋଟିଏ ପୁଅ ବାପା ମାକୁ ପରିପୋଷଣ ନକରିପାରିବାରୁ ଆନ୍ଧ୍ରପ୍ରଦେଶର ବିଜୟୱାଡ଼ାରେ ଶ୍ରମିକ ଭାବେ କାମ କରୁଥିଲେ ହଠାତ ୨୦ ତାରିଖ ଖବର ଆସିଲା ତୋ ସ୍ୱାମୀର ମୃତଦେହ ରେଲୱେ ଷ୍ଟେସନ ପା...
ଲୋୟର ସୁକତେଲ ବୁଡି ଅଂଚଳ ବିସ୍ଥାପିତ ମାନଙ୍କ ସର୍ଵ ନିମ୍ନ ଆବଶ୍ୟକତା ପୂରଣ କରାଯାଉ : ସଂଗ୍ରାମ ପରିଷଦ
23-01-2025
ବଲାଙ୍ଗିର, ୨୩ ଜାନୁଆରି (FMNews):-- ନେତାଜୀ ସୁବାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ଦିବସରେ ବଲାଙ୍ଗିର ସାମ୍ବାଦିକ ଭବନ ଠାରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଉକ୍ତ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଓଡିଶା ସରକାର ଭୁବନେଶ୍ୱରଙ୍କୁ ଲୋୟର ସୁକତେଲ ବୁଡି ଅଂଚଳ ସଂଗ୍ରାମ ପରିଷଦ ବଲାଙ୍ଗିର ପକ୍ଷରୁ ଦିଆଯାଇଥିବା ୧...
ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ଆଦିବାସୀ ମହିଳାଙ୍କ ପ୍ରତି ପୋଲିସ ଜୁଲମ ସୀମୀ ଟପିଲା: କମ୍ପାନୀର ଏଜେଣ୍ଟ ସାଜିଲା ପୋଲିସ ଓ ପ୍ରଶାସନ
23-01-2025
(FMNews):--କେନ୍ଦୁଝରରେ ଖେିବାକୁ ମିଳିଛି ଏକ ଅଜବ ଘଟଣା । ଏହି ଅଜବ ଘଟଣା ଖେିବାକୁ ମିଳିଛି ଏସାର ମୀନମେଟ କମ୍ପାନୀର ଜନଶୁଣାଣୀ କାର୍ଯ୍ୟକ୍ରମରେ । ଯେଉଁଠାରେ କମ୍ପାନୀ ସମର୍ଥନରେ ଆିବାସୀ ମହିଳାଙ୍କ ପ୍ରତି ପୋଲିସର ବର୍ବରତା ସୀମୀ ଟପିଥିବା ଖେିବାକୁ ମିଳିଛିିା ଅବଶ୍ୟ ଏହା ପଛରେ କୌଣସି ରାଜନୈତିକ କିମ୍ବା ଉପରମହଲର ସମର୍ଥନ ଅଛି କି ନାହିଁ ତାହା ସ୍ଫଷ୍ଟ ହୋଇ ନ...
ଜାନୁଆରୀ ୨୭ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି
23-01-2025
ଭୁବନେଶ୍ୱର, 23 ଜାନୁଆରି- ଆଗାମୀ ଜାନୁଆରୀ ୨୭ ତାରିଖ (ସୋମବାର ) ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ l ମୁଖ୍ୟମନ୍ତ୍ରୀଙ୍କ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଥିବାରୁ ଜାନୁଆରୀ ୨୭ତାରିଖରେ ୟୁନିଟ୍ -୫ ,ଭୁବନେଶ୍ୱରସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଠାରେ ଜନ ଶୁଣାଣି ବନ୍ଦ ରହିବ । ପରବର୍ତ୍ତୀ ଅଭିଯୋଗ ଶୁଣାଣିର ତାରିଖ ସ...