ପୂର୍ବତନ ପଟିଆଲା ମେୟର ସଞ୍ଜୀବ ଶର୍ମା ବିଟ୍ଟୁ କଂଗ୍ରେସକୁ ଫେରିଲେ, ଭେଣୁଗୋପାଳ ଏବଂ ବଘେଲ ତାଙ୍କୁ ଦଳରେ ସାମିଲ୍ କଲେ
19-10-2025
ନୂଆଦିଲ୍ଲୀ, ୧୯ ଅକ୍ଟୋବର- ପୂର୍ବତନ ପଟିଆଲା ମେୟର ସଞ୍ଜୀବ ଶର୍ମା (ବିଟ୍ଟୁ) ରବିବାର କଂଗ୍ରେସ ଦଳରେ ପୁନର୍ବାର ଯୋଗ ଦେଇଛନ୍ତି । ଏଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କଂଗ୍ରେସ ମହାସଚିବ କେସି ଭେଣୁଗୋପାଳ ଏବଂ ପଞ୍ଜାବ ପ୍ରଭାରୀ ଭୂପେଶ ବଘେଲ ତାଙ୍କୁ ଆନୁଷ୍ଠାନିକ ଭାବରେ ଦଳରେ ସାମିଲ୍ କରିଥିଲେ । ଉଲ୍ଲେଖନୀୟ ଯେ, ବିଟ୍ଟୁ ୨୦୧୮ ରୁ ୨୦୨୧ ପର୍ଯ୍ୟନ୍ତ ପଟିଆଲା...
ବିହାରରେ ମହାଗଠବନ୍ଧନ ସରକାର ଗଠନ ହେଲେ ରାଜ୍ୟକୁ ମାଫିଆ-ମୁକ୍ତ କରିବ : କଂଗ୍ରେସ
12-10-2025
(FM News):-- କଂଗ୍ରେସର ବରିଷ୍ଠ ନେତା ଏବଂ ରାଜ୍ୟସଭା ସାଂସଦ ଡକ୍ଟର ଅଖିଲେଶ ପ୍ରସାଦ ସିଂହ ଶୁକ୍ରବାର କହିଛନ୍ତି ଯେ, ଏନ୍ଡିଏର ସରକାର ଆଜି ବିହାରରେ ଚାରିଆଡେ ଲୁଟ୍ ହିଁ ଲୁଟ୍ ଏବଂ ମାଫିଆମାନେ ପ୍ରଭୁତ୍ୱବାନ ହୋଇପଡିଛନ୍ତି। ସେ କହିଛନ୍ତି ଯେ, ବିହାରରେ ଚାଲିଥିବା ମାଫିଆରାଜକୁ ମହାଗଠବନ୍ଧନ ସରକାର ଗଠନ ହେବା ପରେ ରାଜ୍ୟକୁ ମାଫିଆ-ମୁକ୍ତ କରିବେ।...
ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଧନ-ଧାନ୍ୟ କୃଷି ଯୋଜନା, ଡାଲି ଜାତୀୟ ଫସଲରେ ଆତ୍ମନିର୍ଭରତା ମିଶନର ଶୁଭାରମ୍ଭ
11-10-2025
କନ୍ଧମାଳ, ମାଲକାନଗିରି, ସୁନ୍ଦରଗଡ ଓ ନୂଆପଡ଼ା ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଧନ-ଧାନ୍ୟ କୃଷି ଯୋଜନା କାର୍ଯ୍ୟକାରୀ ସମ୍ୱଲପୁରର ବସନ୍ତପୁର ଠାରେ ୧୦୦ କୋଟି ଟଙ୍କା ବିନିଯୋଗରେ ଏକ ଅତ୍ୟାଧୁନିକ ସମନ୍ୱିତ ଆକ୍ୱା ପାର୍କ ଭୁବନେଶ୍ୱରର ପାଣ୍ଡରା ଠାରେ ପ୍ରାୟ ୬୦ କୋଟି ଟଙ୍କାରେ ଅତ୍ୟାଧୁନିକ ମାଛ ମାର୍କେଟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ଧନ-ଧାନ୍ୟ କୃଷି ଯୋଜନା, ଡ...
ନକ୍ସଲଙ୍କ ଆଇଇଡି ବିସ୍ଫୋରଣରେ କୋବ୍ରା ବାଟାଲିଅନର ଜଣେ ଯବାନ ଆହତ
11-10-2025
ବିଜାପୁର, ୧୧ ଅକ୍ଟୋବର - ଛତିଶଗଡ଼ ରାଜ୍ୟ ବିଜାପୁରର ତାଡାପଲ୍ଲା ଅଂଚଳରେ ନକ୍ସଲବାଦୀଙ୍କ ଦ୍ୱାରା ବିଛାଯାଇଥିବା ଆଇଇଡି ବିସ୍ଫୋରଣରେ ଶନିବାର କୋବ୍ରା ବାଟାଲିଅନ ୨୦୬ର ଟିମ୍ ନମ୍ବର ୧୧ର ହେଡ୍ କନଷ୍ଟେବଲ୍ (ଜିଡି) ଦୀପକ ଦୁଲେ ଆହତ ହୋଇଛନ୍ତି । ପ୍ରାଥମିକ ଚିକିତ୍ସା ପରେ ଅନ୍ୟ ନିୟୋଜିତ ଯବାନମାନେ ତୁରନ୍ତ ଆହତ ଯବାନଙ୍କୁ ବିଜାପୁର ଡାକ୍ତରଖାନାକୁ ସ୍ଥାନାନ୍ତରିତ କର...