PCC President Bhakta Das on two-day visit to Mayurbhanj

ଦୁଇ ଦିନିଆ ମୟୁରଭଞ୍ଜ ଗସ୍ତରେ ପିସିସି ସଭାପତି ଭକ୍ତ ଦାସ

 19-04-2025

ଦାଣ୍ଡବୋଷ ଏୟାରଷ୍ଟ୍ରିପ ବିସ୍ଥାପିତଙ୍କୁ ଭେଟିଲେ ଭକ୍ତ ରାୟରଙ୍ଗପୁର କଚେରୀ ପଡ଼ିଆ ଠାରେ ଅନୁଷ୍ଠିତ ବିଶାଳ ଜନସଭାରେ ଉଦ୍ବୋଧନ ଦେଲେ ଭକ୍ତ ଦାସ ଭୁବନେଶ୍ଵର ତା. ୧୯.୪(FMNews):--- ପିସିସି ସଭାପତି ଭକ୍ତ ଚରଣ ଦାସ ଦୁଇଦିନିଆ ମୟୁରଭଞ୍ଜ ଜିଲ୍ଲା ଗସ୍ତରେ ଅଛନ୍ତି । ପ୍ରଥମ ଦିନରେ ଶ୍ରୀଯୁକ୍ତ ଦାସ ମୟୁରଭଞ୍ଜ (ପଶ୍ଚିମ) ସାଂଗଠନିକ ଜିଲ୍ଲା କଂଗ...

CM inaugurates new trainee accommodation, training centre at Women and Children's Institute

ମହିଳା ଓ ଶିଶୁ ପ୍ରତିଷ୍ଠାନରେ ନୂତନ ପ୍ରଶିକ୍ଷାର୍ଥୀ ନିବାସ, ତାଲିମ ଗୃହ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

 19-04-2025

ଭୁବନେଶ୍ୱର, 19 ଏପ୍ରିଲ୍ - ରାଜ୍ୟ ସ୍ତରୀୟ ପୋଷଣ ପକ୍ଷ ୨୦୨୫ ପାଳନ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏହି ଅବସରରେମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ସ୍ଥିତ ରାଜ୍ୟ ମହିଳା ଓ ଶିଶୁ ପ୍ରତିଷ୍ଠାନରେ ନୂତନ ପ୍ରଶିକ୍ଷାର୍ଥୀ ନିବାସ, ତାଲିମ ଗୃହ ଏବଂ ପାଠାଗାରର ଶୁଭ ଉଦ୍ଘାଟନ କରିଛନ୍ତି । ଏହାସହ ମୁଖ୍ୟମନ୍ତ୍ରୀ ୮୪ ଶଯ୍ୟା ବିଶିଷ୍ଟ ହ...

The Double Engine Government has taken responsibility for the development of education in Balangir district by investing more than Rs. 120 crore - Dharmendra Pradhan

କେନ୍ଦ୍ରୀୟ ବିଦ୍ୟାଳୟ ଟିଟିଲାଗଡ଼ ଓ ପାଟଣାଗଡ଼ର ଅସ୍ଥାୟୀ କ୍ୟାମ୍ପସର ଉଦଘାଟନ ଏବଂ ସ୍ଥାୟୀ କ୍ୟାମ୍ପସ ପାଇଁ ଭୂମିପୂଜନ

 19-04-2025

ଟିଟିଲାଗଡ଼/ପାଟଣାଗଡ଼/ଭୁବନେଶ୍ୱର, 19 ଏପ୍ରିଲ୍ - ବଲାଙ୍ଗିର ଜିଲ୍ଲାରେ ଶିକ୍ଷାର ବିକାଶ ପାଇଁ ପାଖାପାଖି ୧୨୦ କୋଟିରୁ ଅଧିକ ଟଙ୍କାର ଦାୟିତ୍ୱ ଡବଲ ଇଞ୍ଜିନ ସରକାର ନେଇଛନ୍ତି ବୋଲି ଶନିବାର କେନ୍ଦ୍ରୀୟ ବିଦ୍ୟାଳୟ, ଟିଟିଲାଗଡ଼ ଏବଂ ପାଟଣାଗଡ଼ର ଅସ୍ଥାୟୀ କ୍ୟାମ୍ପସର ଉଦଘାଟନ ଏବଂ ସ୍ଥାୟୀ କ୍ୟାମ୍ପସ ପାଇଁ ଭୂମିପୂଜନ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷ...

Joint meeting to protest against ED court transfer: Let the voice of protest reach the ears of the government - Braj

ଇଡି କୋର୍ଟ ସ୍ଥାନାନ୍ତର ନକରିବା ପ୍ରତିବାଦରେ ମିଳିତ ବୈଠକ : ସରକାରଙ୍କ କାନରେ ପ୍ରତିବାଦର ସ୍ବର ବାଜୁ - ବ୍ରଜ

 19-04-2025

ପୁରୀ, ୧୯ ଅପ୍ରେଲ - ପୁରୀ କୋର୍ଟ ସ୍ଥାନାନ୍ତର ପ୍ରତିବାଦରେ ଆଜି ପୁରୀ ବାର ଆସୋସିଏସନ ସଭାଗୃହରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ସଂଘର ସଭାପତି ପ୍ରେମାନନ୍ଦ ମହାନ୍ତି ଅଧ୍ୟକ୍ଷତା କରିଥିବା ବେଳେ ସାଧାରଣ ସମ୍ପାଦକ ଶରତ ରାୟଗୁରୁ ଏଜେଣ୍ଡା ସମ୍ପର୍କରେ ଆଲୋକପାତ କରିଥିଲେ । କୋର୍ଟ ନଉଠିବା ପାଇଁ ଆନ୍ଦୋଳନକୁ ଜୋରଦାର କଲେ ସରକାରଙ୍କ କାନରେ ପ୍ରତିବ...