- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ପାଇଁ ବାଚସ୍ପତିଙ୍କୁ ଚିଠି ଲେଖିଲେ ରାମ ଚନ୍ଦ୍ର କାଡାମ
29-04-2025
ଭୁବନେଶ୍ୱର,୨୯ ଏପ୍ରିଲ - ଓଡ଼ିଶା କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡାକିବା ଲାଗି ବାଚସ୍ପତି ସୁରମା ପାଢ଼ୀଙ୍କ ନିକଟକୁ ଚିଠି ଲେଖିଛନ୍ତି। ପହଲଗାମ୍ ଆତଙ୍କୀ ଆକ୍ରମଣ ନେଇ ଆଲୋଚନା କରିବାକୁ ସେ ପ୍ରସ୍ତାବ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ପହଲଗାମ ଆତଙ୍କୀ ଆକ୍ରମଣ ଓ ଭାରତର ଆଗାମୀ ରଣନୀତି ପ୍ରସଙ୍ଗରେ ସଂସଦରେ ସ୍ୱ...
ୱକେନାଲ ଭିତରକୁ ପସିଲା ବସ, ଅଳ୍ପକେ ବର୍ତିଲେ ଯାତ୍ରୀ
29-04-2025
ଜୟପୁର, ୨୯ ଅପ୍ରେଲ - କେନାଲ ଭିତରକୁ ପସିଗଲା ଯାତ୍ରୀବାହି ବସ । ଜୟପୁର ଠାରୁ ଗଡପଦର ଯାଇ ପୁଣି ଗଡପଦର ଠାରୁ ଜୟପୁର ଅଭିମୁଖେ ଆସୁଥିବା ଲକ୍ଷ୍ମୀ ବସ କେନାଲ ଭିତରକୁ ପଶିଯାଇଥିଲା । ଯାତ୍ରୀଙ୍କ ସୂଚନା ଅନୁସାରେ, ବସ ଡ୍ରାଇଭର ନରହରି ଭତ୍ରା ହଟାତ୍ ଅସୁସ୍ଥ ଅନୁଭବ କରିବା ଦ୍ୱାରା ଭାରସାମ୍ୟ ହରାଇ ଆଜି ଦିନ ୧୨ଟା ୩୦ ମିନିଟ ସମୟରେ ବସ ଟି କେନାଲ ଭିତରକୁ ପସି ଯ...
ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ମିଶ୍ରଣ ପର୍ବ
28-04-2025
ଭୁବନେଶ୍ବର ତା. ୨୮.୪- ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟକ୍ରମରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ପିସିସି ସଭାପତି ଶ୍ରୀଯୁକ୍ତ ଭକ୍ତ ଚରଣ ଦାସ, ଓଡ଼ିଶା ପ୍ରଭାରୀ ଅଜୟ କୁମାର ଲଲ୍ଲୁ, ସହ ପ୍ରଭାରୀ ସାହାନଓ୍ୱାଜ ଚୌଧୁରୀଙ୍କ ଉପସ୍ଥିତିରେ ଜଗତସିଂହପୁର ଜିଲ୍ଲାର ପସ୍କୋ ବିରୋଧ ଆନ୍ଦୋଳନର ମୁଖ୍ୟ ପୁରୋଧା ଅଭୟ ସାହୁ ଓ ତାଙ୍କ ବହୁ ସମର୍ଥକଙ୍କ ସହ ଆଜି କଂଗ୍ରେସ ଦ...
ଡବଲ ଇଞ୍ଜିନ ସରକାର ଲୋକଙ୍କ ସାମ୍ବିଧାନିକ ଅଧୂକାର ଛଡ଼େଇ ନେଉଛନ୍ତି– ଭକ୍ତ ଦାସ
28-04-2025
ଭୁବନେଶ୍ବର ତା.୨୮.୪- ଆଜି ସଂନ୍ଧ୍ୟାରେ ପ୍ରଦେଶ କଂଗ୍ରେସ ପକ୍ଷରୁ ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସଙ୍କ ନେତୃତ୍ବରେ ରାଜମହଲ ଛକଠାରୁ ମାଷ୍ଟରକ୍ୟାଣ୍ଟିନ ଛକ ପର୍ଯ୍ୟନ୍ତ ସମ୍ବିଧାନ ବଞ୍ଚାଅ ଯାତ୍ରା କରାଯାଇଥିଲା । ଏହାପରେ ମାଷ୍ଟରକ୍ୟାଣ୍ଟିନ ଛକରେ ଶ୍ରୀ ଦାସଙ୍କ ନେତୃତ୍ୱରେ ସମ୍ବିଧାନ ବଞ୍ଚାଅ ସମାବେଶ ଆୟୋଜିତ ହୋଇଥିଲା। ଏହି ଅବସରରେ ପିସିସି ସଭାପତି ଶ୍ରୀ ଦ...