White T-shirt Movement organized by State Students Congress

ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ହ୍ବାଇଟ୍ ଟି-ସାର୍ଟ ମୁଭମେଣ୍ଟ ଆୟୋଜିତ

 01-05-2025

(FM News):-- ଲୋକସଭାର ବିରୋଧଦଳ ନେତା ତଥା ଜନନାୟକ ଶ୍ରୀଯୁକ୍ତ ରାହୁଲ ଗାନ୍ଧୀଙ୍କ ଆହ୍ୱାନକ୍ରମେ ସାରା ଦେଶରେ ଛାତ୍ର ଓ ଯୁବକ ମାନଙ୍କର ହ୍ଵାଇଟ୍ ଟି-ସାର୍ଟ ମୁଭମେଣ୍ଟ ନାମରେ ଏକ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି। ସେହି କ୍ରମରେ ଓଡ଼ିଶା ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ଆଜି ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଉଦିତ୍ ପ୍ରଦାନଙ୍କ ନେତୃତ୍ୱରେ...

Congress celebrates victory after Cabinet approves decision to conduct caste census

ଜାତି ଜନଗଣନା ହେବା ନିଷ୍ପତି ର କ୍ୟାବିନେଟ୍ ମଞ୍ଜୁରୀ ନେଇ ବିଜୟ ଉତ୍ସବ ପାଳିଲା କଂଗ୍ରେସ

 01-05-2025

(FM News):--ଆଜି ଜାତି ଜନଗଣନା ହେବ ବୋଲି କ୍ୟାବିନେଟ୍ ରେ ମଞ୍ଝୁରି ପାଇଛି।ଏହି ଜାତି ଜନଗଣନା କରିବା ପାଇଁ ବିରୋଧୀଦଳ ନେତା ତଥା ଜନନାୟକ ରାହୁଲ ଗାନ୍ଧୀ ସଂସଦ ଭିତରେ ଓ ବାହାରେ କ୍ରମାଗତ ଲଢେଇ ଜାରି ରଖିଥିଲେ।ବିଜେପି ଜାତି ଜନଗଣନା ସପକ୍ଷରେ ନଥିଲା।ରାହୁଲ ଗାନ୍ଧୀଙ୍କ ସ୍ୱର, ସଂଗ୍ରାମ ଓ ଆନ୍ଦୋଳନ କେନ୍ଦ୍ରର ମୋଦି ସରକାରଙ୍କ ପ୍ରବଳ ଚାପ ପକାଇଥିଲା।ଯାହାଫଳରେ...

Congress's state-level support is favorable: Congress will fight for the rights of farmers with determination, struggle and dedication on the path of justice

କଂଗ୍ରେସ ପକ୍ଷରୁ ରାଜ୍ୟସ୍ତରୀୟ ଅକ୍ଷିମୁଠି ଅନୁକୂଳ :ନ୍ୟାୟ ପଥରେ ସଂକଳ୍ପ, ସଂଘର୍ଷ ଓ ସମର୍ପଣ ଦ୍ବାରା ଚାଷୀଙ୍କ ହକ ପାଇଁ ଲଢ଼େଇ କରିବ କଂଗ୍ରେସ

 30-04-2025

(FM News):--- ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ଆହ୍ବାନକ୍ରମେ ଆଜି ରାଜ୍ୟର ସମସ୍ତ ଜିଲ୍ଲାରେ ଜିଲ୍ଲା କଂଗ୍ରେସ କମିଟି ଓ ଜିଲ୍ଲା କିଷାନ କଂଗ୍ରେସର ମିଳିତ ଆନୁକୂଲ୍ୟରେ ପାରମ୍ପରିକ ରୀତିରେ କ୍ଷେତରେ ଅଖୁମୁଠି ଅନୁକୂଳ କରାଯାଇଛି। ସେହିପରି ଖୋର୍ଦ୍ଧା ଜିଲ୍ଲା ଭୁବନେଶ୍ୱର ବ୍ଲକ ଅନ୍ତର୍ଗତ ଟିକରପଡ଼ା ଗ୍ରାମପଞ୍ଚାୟତର କଲ୍ୟାଣପୁର...

Today is the holy Akshaya Tritiya.

ଆଜି ପବିତ୍ର ଅକ୍ଷୟ ତୃତୀୟା

 30-04-2025

ଭୁବନେଶ୍ୱର, 30 ଏପ୍ରିଲ୍ - ଆଜି ପବିତ୍ର ଅକ୍ଷୟ ତୃତୀୟା । ଓଡ଼ିଶାର କୃଷିପ୍ରଧାନ ସାମାଜିକ, ଆଧ୍ୟାତ୍ମିକ, ସାଂସ୍କୃତିକ ଜୀବନରେ ଅକ୍ଷୟ ତୃତୀୟା ବା ଅକ୍ଷିତୃତୀୟାର ଭୂମିକା ଗୁରୁତ୍ବପୂର୍ଣ୍ଣ। ମାଙ୍ଗଳିକ କାର୍ଯ୍ୟ କରିବା ପାଇଁ ଆଜିର ଦିନ ବିଶେଷ ଶୁଭ ହୋଇଥାଏ । ଲୋକେ ଅକ୍ଷୟ ତୃତୀୟାରେ ଗୃହ ପ୍ରବେଶ କରିବା, ନୂତନ ବାହନ କିଣିବା, ସୁନା ଗହଣା କ୍ରୟ ଆଦି କାର୍ଯ୍ୟ...