- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ସମ୍ବିଧାନ ବଞ୍ଚାଅ ଅଭିଯାନ ପାଇଁ କଂଗ୍ରେସ ଦଳର ପର୍ଯ୍ୟବେକ୍ଷକ ନିଯୁକ୍ତ
30-04-2025
(FM News):--- ଅତ୍କଳ ଭାରତ କଂଗ୍ରେସ କମିଟିର ପରିବର୍ଷିତ କାର୍ଯ୍ୟକାରୀ କମିଟି ବୈଠକର ନିଷ୍ପତ୍ତି ଅନୁଯାୟୀ ଦେଶବ୍ୟାପି କଂଗ୍ରେସ ଦଳ ତରଫରୁ ୪୦ ଦିନିଆ ସମ୍ବିଧାନ ବଞ୍ଚାଅ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାପାଇଁ ଅତ୍କଳ ଭାରତ କଂଗ୍ରେସ କମିଟି ପକ୍ଷରୁ ନିର୍ଦ୍ଦେଶ ଆସିଅଛି। ଏହି କ୍ରମରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ଆପଣମାନଙ୍କ ଉପସ୍ଥ...
ଶୀତଳ ଭଣ୍ଡାର ପାଇଁ ଆର୍ଥିକ ସହାୟତା ଯୋଜନା ନିମନ୍ତେ ପାଣ୍ଠି ବ୍ୟବସ୍ଥା
30-04-2025
ଗୋ-ସୁଗମ ପୋର୍ଟାଲରେ ଆବେଦନ କରିପାରିବେ ଭୁବନେଶ୍ୱର,୨୯ ଏପ୍ରିଲ - ଚାଷୀମାନଙ୍କ ସୁବିଧା ପାଇଁ ରାଜ୍ୟ ସରକାର ଏକ ନୂତନ ରାଜ୍ୟ ଯୋଜନା ଶୀତଳ ଭଣ୍ଡାର ପାଇଁ ଆର୍ଥକ ସହାୟତା ଯୋଜନା ନିମନ୍ତେ ପାଣ୍ଠି ବ୍ୟବସ୍ଥାର ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । ଶୀତଳ ଭଣ୍ଡାର ପାଇଁ ଆର୍ଥକ ସହାୟତା ଯୋଜନାରେ ରାଜ୍ୟର ୫୮...
ଝାଙ୍କରପାଲି ଲୁଚକିବନ୍ଧ ନିକଟରେ ବଣୁଆ ହାତୀଙ୍କ ଆତଙ୍କରେ ଅଞ୍ଚଳବାସୀ
30-04-2025
ସମ୍ବଲପୁର : ସମ୍ବଲପୁର ଜିଲ୍ଲା ଯୁଯୋମୁରା ବ୍ଲକ୍ ଅନ୍ତର୍ଗତ ଝାଙ୍କରପାଲି ଠାରେ ଥିବା ଲୁଚକିବନ୍ଧ ଠାରେ ଆଜି ସଂଧ୍ୟା ସାଢେ ୫ଟା ବେଳେ କେତେକ ବଣୁଆ ହାତୀ ଗ୍ରୀଷ୍ମକାଳୀନ ଜଳକ୍ରୀଡା କରୁଥିବା ଦେଖିବାକୁ ମିଳିଥିଲା। ଏମାନଙ୍କ ମଧ୍ୟରେ ପିଲା ଛୁଆ ମିଶି ୧୦ରୁ ଅଧିକ ହାତୀ ରହିଥିବା ଦେଖିବାକୁ ମିଳିଛି । ଏକ ବଣୁଆ ହାତୀ ଉପଦ୍ରବ ଅଞ୍ଚଳ ଭାବରେ ସମଗ୍ର ଜିଲ୍ଲାରେ ଝାଙ...
ମେ’ ୨ରୁ ଓଜେଇଇ ପରୀକ୍ଷା
29-04-2025
ଭୁବନେଶ୍ୱର, 29 ଏପ୍ରିଲ୍ :- ଓଜେଇଇ ପରୀକ୍ଷା ପାଇଁ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ମେ ୨ରୁ ଆରମ୍ଭ ହୋଇ ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ ପରୀକ୍ଷା । ରାଜ୍ୟ ଭିତରେ ୩୦ଟି ଓ ରାଜ୍ୟ ବାହାରେ ୩ଟି କେନ୍ଦ୍ରରେ ତିନିଟି ସିଫ୍ଟରେ ପରୀକ୍ଷା ହେବ। ସାଢ଼େ ୮ଟାରୁ ସାଢ଼େ ୧୦ଟା, ସାଢ଼େ ୧୨ଟାରୁ ସାଢ଼େ ୨ଟା, ଏବଂ ସାଢ଼େ ୪ଟାରୁ ସାଢ଼େ ୬ଟା ଯାଏ ଏହି ପରୀକ୍ଷା ଚା...