Matric exam results released: 94.93% overall pass rate in the state, top student with 96% pass rate

ପ୍ରକାଶ ପାଇଲା ମାଟ୍ରିକ୍ ପରୀକ୍ଷା ଫଳ :ରାଜ୍ୟରେ ୯୪.୯୩ % ମୋଟ୍ ପାସ୍ ହାର , ୯୬ % ପାସ୍ ହାରରେ ଆଗୁଆ ଛାତ୍ରୀ

 02-05-2025

ମେ ୧୪ ରୁ ସପ୍ଲିମେଂଟାରୀ ପରୀକ୍ଷା ପାଇଁ ଆବେଦନ ଭୁବନେଶ୍ୱର, ୦୨ ମଇ - ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ। ରାଜ୍ୟରେ ଚଳିତ ବର୍ଷ ୫ ଲକ୍ଷ ୨ ହଜାର ୪୧୭ ଜଣ ରେଗୁଲାର୍ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଥିବା ବେଳେ ୪ ଲକ୍ଷ ୮୪ ହଜାର ୮୬୩ ଜଣ ପାସ୍ ହୋଇଛନ୍ତି । ଚଳିତଥର ପାସ୍ ହାର ୯୪.୯୩ % ରହିଛି । ସେହିପରି ଛାତ୍ରଙ୍କ ପାସ୍ ହାର ୯୪...

'Jagannath Dham is only in Puri, where else can it be' - KV Singhdeo

'ଜଗନ୍ନାଥଧାମ କେବଳ ପୁରୀରେ, ଆଉ କେଉଁଠି ହୋଇପାରିବନି'- କେଭି ସିଂହଦେଓ

 02-05-2025

ଭୁବନେଶ୍ୱର, 2 ମେ - ଦୀଘାମନ୍ଦିରବିବାଦକୁନେଇଉପମୁଖ୍ୟମନ୍ତ୍ରୀକେଭିସିଂହଦେଓପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଏ ସଂପର୍କରେଅବଗତଅଛନ୍ତି ।ପରବର୍ତ୍ତୀପଦକ୍ଷେପନିଆଯିବ। ଦେଶରେ୪ଧାମଅଛି, ଏହାବାଦ୍ଆଉଧାମକରିବାଠିକ୍ନୁହେଁ। ଜଗନ୍ନାଥଧାମକେବଳପୁରୀରେ, ଆଉକେଉଁଠିହୋଇପାରିବନିବୋଲି ସେ କହିଛନ୍ତି ।...

Rath Yatra first coordination meeting: Huge uproar over sanitation, electricity, health services and road irregularities

ରଥଯାତ୍ରା ପ୍ରଥମ ସମନ୍ବୟ ବୈଠକ : ପରିମଳ, ବିଦ୍ୟୁତ, ସ୍ବାସ୍ଥ୍ୟ ସେବା ଓ ରାସ୍ତାଘାଟ ଅବ୍ୟବସ୍ଥାକୁ ନେଇ ପ୍ରବଳ ହଟ୍ଟଗୋଳ

 01-05-2025

ପୁରୀ, ୧ ମଇ - ଚଳିତବର୍ଷ ରଥଯାତ୍ରା ପାଇଁ ପ୍ରଥମ ସମ୍ବନୟ ବୈଠକ ଗୁରୁବାର ପୂର୍ବାହ୍ନରେ ଟାଉନହଲ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ ବି.ପରମେଶ୍ବରନ ଅଧ୍ୟକ୍ଷତା କରିଥିଲେ । ସହର ପରିମଳ, ସ୍ବାସ୍ଥ୍ୟ ସେବାରେ ଅବ୍ୟବସ୍ଥା, ବିଦ୍ୟୁତ ବିଭାଗର ଅବହେଳା, ସାହିଗଳି କନ୍ଦିର ରାସ୍ତାଘାଟ ଅବ୍ୟବସ୍ଥାକୁ ନେଇ ପ୍ରବଳ ହଟ୍ଟଗୋଳ ହୋଇଥିଲ...

Congress celebrates victory as central government accepts Rahul Gandhi's casteist demands

ରାହୁଲ ଗାନ୍ଧୀଙ୍କ ଜାତିଭିତିକ ଦାବିକୁ କେନ୍ଦ୍ର ସରକାର ଗ୍ରହଣ କରିଥିବାରୁ କଂଗ୍ରେସ ପାଳିଲା ବିଜୟ ଉତ୍ସବ

 01-05-2025

ଭୁବନେଶ୍ବର ତା. ୧.୫(FM News):-- ଦେଶରେ ଜାତିଭିତିକ ଜନଗଣନା ପାଇଁ ସଂସଦରେ ବିରୋଧୀ ଦଳ ନେତା ତଥା ଆମର ପ୍ରିୟ ନେତା ଶ୍ରୀ ରାହୁଲ ଗାନ୍ଧୀ ଓ ଏଆଇସିସି ଅଧ୍ଯକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ଦାବି ଆଗରେ କେନ୍ଦ୍ର ସରକାର ଗ୍ରହଣ କରିଥିବାରୁ ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ବିଜୟ ଉତ୍ସବ ପାଳନ କରାଯାଇଛି । ଏହି ଉପଲକ୍ଷେ କଂଗ୍ରେସ ଭବନ ପରିସରରେ ପିସିସ...