ପିଓକେରେ ହାଇ ଆଲର୍ଟ ପରେ ଧାମରା ସ୍ଥଳପଥ ଏବଂ ଜଳପଥରେ ସୁରକ୍ଷା କଡାକଡି

 04-05-2025

ଭଦ୍ରକ, ୪ ମଇ - ପାକିସ୍ଥାନ ଅଧିକୃତ କାଶ୍ମୀରରେ ହାଇ ଆଲର୍ଟ ପରେ ରାଜ୍ୟରେ ସୁରକ୍ଷା ବ୍ୟବସ୍ଥା ସଂପୂର୍ଣ କଡାକଡି ହୋଇଛି। କେନ୍ଦ୍ର ଗୃହମନ୍ତ୍ରୀ ଙ୍କ ନିର୍ଦେଶରେ ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଓଡିଶା ସୀମାନ୍ତ ଅଂଚଳରେ ଅନୁପ୍ରବେଶ କୁ ରୋକିବା ପାଇଁ ରାଜ୍ୟ ସରକାର ଙ୍କ ଗୃହ ବିଭାଗ ପକ୍ଷରୁ ହାଇ ଆଲର୍ଟ ଜାରୀ କରାଯାଇଛି। ଧାମରା ରୁ ଉତର ରେ ବାଲେଶ୍ୱ...

A family of three lost their lives in a tractor: A mournful atmosphere prevails in the area

ଟ୍ରାକ୍ଟର ନେଲା ଗୋଟିଏ ପରିବାର ୩ ମୁଣ୍ଡ : ଅଂଚଳରେ ଶୋକାକୂଳ ପରିବେଶ

 04-05-2025

ଧର୍ମଶାଳା,୪ମଇ - ଯାଜପୁର ଜିଲା ବାଲିଚନ୍ଦ୍ରପୁର ଥାନା ଅଧିନ ଚାରନଙ୍ଗଳ (ବାହାଦୂର ନଗର) ଗ୍ରାମରେ ଅଘଟଣ । ଏହି ଅଂଚଳରେ ଏକ ହୃଦୟ ବିଦାରକ ଘଟଣା ଘଟିଛି । ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର । ଫଳରେ ଗୋଟିଏ ପରିବାରର ୩ ମୁଣ୍ଡ ନେଲା ଟ୍ରାକ୍ଟରେ । ଏଭଳି ଘଟଣା ଘଟିବା ପରେ ସ୍ଥାନୀୟ ଅଂଚଳରେ ଶୋକରଛାୟା ଖେଳିଯାଇଛି । ମୃତକ ହେଲେ ବେଙ୍ଗ ଦଳାଇ(୫୫)ସ୍ୱାମୀ ଉତ୍ସବ ଦଳା...

The results of the Plus 2 exam will be announced by the 3rd week of May.

ମେ ୩ୟ ସପ୍ତାହ ସୁଦ୍ଧା ପ୍ରକାଶ ପାଇବ ଯୁକ୍ତ 2ରେଜଲ୍ଟ

 04-05-2025

ଭୁବନେଶ୍ୱର- ମେ ୩ୟ ସପ୍ତାହ ସୁଦ୍ଧା ପ୍ରକାଶ ପାଇବ ଯୁକ୍ତ 2ରେଜଲ୍ଟ । ଏନେଇ ସୂଚନା ଦେଇଛନ୍ତି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରୀକ୍ଷା ନିୟନ୍ତ୍ରକ । ଚଳିତ ମାସ ତୃତୀୟ ମାସ ସୁଦ୍ଧା ରେଜଲ୍ଟ ପ୍ରକାଶ ପାଇବା ନେଇ ସେ ସୂଚନା ଦେଇଛନ୍ତି ।...

The chariot race is in full swing, the construction of the tomb is underway.

ରଥଖଳା ଚଳଚଞ୍ଚଳ, ଚାଲିଛି ତୁମ୍ବ ନିର୍ମାଣ

 04-05-2025

ପୁରୀ:- ପବିତ୍ର ଅକ୍ଷୟ ତୃତୀୟାରେ ରଥ ନିର୍ମାଣ କାର୍ଯ୍ଯର ଶୁଭ ଅନୁକୂଳ ହୋଇଥିଲା । ଅକ୍ଷୟ ତୃତୀୟା ପର ଦିନ ରଥଖଳାର ତିନୋଟି ଚାଳି ବା ବାଡରେ ବିଶ୍ବକର୍ମା ମହାରଣା ମାନେ ଚକର ତୁମ୍ବ କଟା ଆରମ୍ଭ କରିଥିଲେ । ରଥ ଅମିନ ତୁମ୍ବ କାଠରେ ମାପଚୁପ ଦେବା ପରେ ସୂତା ବାଡିଆ ହୋଇ ବଡ କାଠ ଗଣ୍ଡିରୁ ତୁମ୍ବ କାଟିଥିଲେ । ଏହି ତୁମ୍ବ ଗୁଡିକ ଫାଶି କାଠରେ ନିର୍ମିତ ହେଉଛି । ସୂତ...