Cabinet approves 11.25% reservation in education for SEBC category students: Odisha government's historic decision will empower SEBC category people - Dharmendra Pradhan

ଏସଇବିସି ବର୍ଗର ଛାତ୍ରଛାତ୍ରୀଙ୍କୁ ଶିକ୍ଷା କ୍ଷେତ୍ରରେ ୧୧.୨୫% ସଂରକ୍ଷଣକୁ କ୍ୟାବିନେଟର ମଞ୍ଜୁରୀ : ଓଡ଼ିଶା ସରକାରଙ୍କ ଐତିହାସିକ ନିଷ୍ପତି ଏସଇବିସି ବର୍ଗର ଲୋକମାନଙ୍କୁ ସଶକ୍ତ କରିବ- ଧର୍ମେନ୍ଦ୍ର ପ୍ରଧାନ

 15-05-2025

ଭୁବନେଶ୍ୱର :- ସାମାଜିକ ଆର୍ଥିକ ଦୃଷ୍ଟିରୁ ପଛୁଆ ବର୍ଗ ତଥା ଏସଇବିସି ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ନାମଲେଖାରେ ଉଚ୍ଚ ଶିକ୍ଷା ଓ ଉଚ୍ଚ ମାଧ୍ୟମିକ ଶିକ୍ଷା କ୍ଷେତ୍ରରେ ୧୧.୨୫% ଆସନ ସଂରକ୍ଷଣ ଦେବା ପାଇଁ ଓଡ଼ିଶା ରାଜ୍ୟ କ୍ୟାବିନେଟ୍ ମଞ୍ଜୁର ଦେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ର ଶି...

Block grant employees cannot be transferred, important verdict of two-judge bench in High Court

ବ୍ଲକଗ୍ରାଂଟ କର୍ମଚାରୀଙ୍କ ବଦଳି ହୋଇପାରିବ ନାହିଁ , ହାଇକୋର୍ଟରେ ଦୁଇଜଣିଆ ଖଣ୍ଡପୀଠଙ୍କ ଗୁରୁତ୍ୱପୂର୍ଣ୍ଣ ରାଏ

 15-05-2025

ଭଦ୍ରକ- ଓଡ଼ିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ର ବିଜ୍ଞପ୍ତି ସଂଖ୍ୟା- ଏଚଇ- ଏନ୍ ସି ଇ ଟି - ଆଇ - ପଲିସି - ୦୦୨-୨୦୨୧-୧୫୫୨୧ / ୧୬-୪-୨୦୨୨ ଅନୁଯାୟୀ ବେସରକାରୀ ଅନୁଦାନ ପ୍ରାପ୍ତ କଲେଜରେ ବ୍ଲକ ଗ୍ରାଂଟ ପାଉଥିବା କମର୍ଚାରି ମାନଙ୍କୁ ଗୋଟେ ଶିକ୍ଷାନୁଷ୍ଠାନ ରୁ ଅନ୍ୟ ଏକ ଅନୁଷ୍ଠାନ କୁ ବଦଳି କରାଯାଇ ପାରିବ ନାହିଁ । ଜି ଆଇ ଏ ନଂ - ୨୦୦୪/୨୦୦୮/୨୦୦୯/୨୦୧୪ ଅନୁଯ...

Severe heat wave continues in Sambalpur: Normal life severely affected

ସମ୍ବଲପୁରରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି : ସାଧାରଣ ଜୀବନଯାତ୍ରା ଗୁରୁତର ପ୍ରଭାବିତ

 13-05-2025

ସମ୍ବଲପୁର, ୧୩ ମେ - ସମ୍ବଲପୁର ଜିଲ୍ଳାରେ ଏପ୍ରିଲ ମାସ ପରେ ଦ୍ୱିତୀୟ ପର୍ଯ୍ୟାୟ ଗ୍ରୀଷ୍ମ ଲହରୀ ଜାରି ରହିଛି । ଗତ କିଛି ଦିନ ହେଲା ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁଁ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି। ସକାଳ ପରେ ଅସହ୍ୟ ଖରା ଓ ତାତି ଯୋଗୁଁ ଲୋକେ ଜରୁରୀ କାମ ନ ଥିଲେ ବାହାରକୁ ବାହାରିବା ପାଇଁ ସାହସ ଜୁଟାଇ ପାରୁ ନାହାଁନ୍ତି । ଆଜି ସର୍ବୋଚ୍ଚ ତାପମ...

Terrible explosion in Chhatia: 2 dead on the spot: Locals are scared

ଛତିଆଠାରେ ଭୟଙ୍କର ବିସ୍ପୋରଣ : ଘଟଣାସ୍ଥଳରେ ୨ ମୃତ : ସ୍ଥାନୀୟ ଲୋକେ ଭୟଭିତ

 13-05-2025

ଧର୍ମଶାଳା,୧୩ ମଇ- ଯାଜପୁର ଜିଲା ୧୬ ନମ୍ବର ଜାତୀୟ ରାଜପଥ ବଡଚଣା ଥାନା ଅଧିନ ଛତିଆ ନିକଟରେ ଭୟଙ୍କର ବିସ୍ପୋରଣ । ଛତିଆ ପାଶ୍ୱର୍ ସର୍ଭିସ ରୋଡ ବଜାର ଅଂଚଳରେ ଏହି ବିସ୍ପୋରଣ ଘଟିଛି । ଫଳରେ ଘଟଣାସ୍ଥଳରେ ୨ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇ ମେଡିକାଲରେ ଭର୍ତି ହୋଇଥିବା ଜଣାପଡିଛି । ଏହି ଘଟଣାରେ ଗୋଟିଏ ପଲସର ବାଇକ ଓ ଗୋଟିଏ ସ୍କୁଟି ପୋଡ...