- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
କଂଗ୍ରେସ ଭବନରେ ଭଞ୍ଜନଗର ନିର୍ବାଚନ ମଣ୍ଡଳୀର ମିଶ୍ରଣ ପର୍ବ
16-04-2025
ଭୁବନେଶ୍ଵର- ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସଙ୍କ ଉପସ୍ଥିତିରେ ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ନିର୍ବାଚନ ମଣ୍ଡଳୀର ସରଫଚ, ସମିତି ସଭ୍ୟ, ୱାର୍ଡ ସଭ୍ୟ, ନାଏବ ସରଫଚ, ପୂର୍ବତନ ସରପଂଚ ପ୍ରମୁଖ ବହୁ ନେତୃବୃନ୍ଦ ବିଜେଡ଼ି ଓ ବିଜେପି ଦଳ ପରିତ୍ୟାଗ କରି ଆନୁଷ୍ଠାନିକ ଭାବେ କଂଗ୍ରେସ ଦଳର...
ମୋଦୀ ଓ ଶାହାଙ୍କ ମନମୁଖ୍ୟ କାର୍ଯ୍ୟକଳାପକୁ ନେଇ ଇ.ଡ଼ି କାର୍ଯ୍ୟାଳୟକୁ ଘେରାଲା କଂଗ୍ରେସ
16-04-2025
ଭୁବନେଶ୍ୱର : ମୋଦୀ ସରକାର ଅନ୍ୟାୟ ଭାବରେ ନ୍ୟାସନାଲ ହେରାଲ୍ହ ସମ୍ବାଦ ପତ୍ରର ସମ୍ପଭିକୁ ଜବତ ଏବଂ କଂଗ୍ରେସ ଦଳର ନେତୃବର୍ଗଙ୍କ ବିରୁଦ୍ଧରେ ମନମୁଖୀ ଚାର୍ଜସିଟ୍ ଦାଖଲ କରିଛନ୍ତି । ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଭକ୍ତ ଚରଣ ଦାସଙ୍କ ଆହ୍ବାନକ୍ରମେ ସମସ୍ତ ଜିଲ୍ଲା କଂଗ୍ରେସ ସମସ୍ତ ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲା ସଦର ମହକୁମାରେ ଥିବା କେନ୍ଦ୍...
ଏଆଇସିସି ପକ୍ଷରୁ ଓଡ଼ିଶା ରାଜନୈତିକ ବ୍ୟାପାର କମିଟି ଗଠନ ହେଲା
16-04-2025
ଭୁବନେଶ୍ୱର(FMNews):-ଏଆଇସିସି ସଭାପତିଙ୍କ ଅନୁମୋଦନ କ୍ରମେ ଏଆଇସିସି ସାଧାରଣ ସମ୍ପାଦକ ଶ୍ରୀ କେ ସି ଭେନୁଗୋପାଲ୍ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ରାଜନୈତିକ ବ୍ୟାପାର କମିଟି ଘୋଷଣା କରିଛନ୍ତି।ଏଆଇସିସି ପକ୍ଷରୁ ଘୋଷଣା କରାଯାଇଥିବା ଓଡ଼ିଶା ରାଜନୈତିକ ବ୍ୟାପାର କମିଟିରେ ୨୫ ଜଣ ସଦସ୍ୟ ରହିଥିବା ବେଳେ ଏକ୍ସ ଅଫିସିଓ ସଦସ୍ୟ ଭାବେ ଦୁଇଜଣ ଓଡ଼ିଶା ସହପ୍ରଭ...
ଓଡିଶାରେ ନିରୀହ ଶିଶୁ ଏବଂ ମହିଳା ମାନଙ୍କ ପ୍ରତି ବଢ଼ି ଚାଲିଥିବା ଦୁଷ୍କର୍ମ ଏବଂ ହତ୍ୟା ଭଦ୍ରକରେ କଂଗ୍ରେସର ମଶାଲ ଶୋଭାଯାତ୍ରା
15-04-2025
(FMNews):--ମଶାଲ ଶୋଭାଯାତ୍ରାରେ ନେତୃତ୍ୱ ନେଇଛନ୍ତି ଖୋଦ ପିସିସି ସଭାପତି ଭକ୍ତ ଦାସ l ମଙ୍ଗଳବାର ସନ୍ଧ୍ୟାରେ ଭଦ୍ରକ ବ୍ଲକ ଏବଂ ଟାଉନ କଂଗ୍ରେସ ପକ୍ଷରୁ ଏହି ଶୋଭାଯାତ୍ରା ବାହାର କରାଯାଇଛି l କଂଗ୍ରେସ ନେତା ଅସିତ୍ ପଟ୍ଟନାୟକ ଙ୍କ ନେତୃତ୍ୱ ରେ ଭଦ୍ରକ ବନ୍ତ ଛକ ଠାରୁ ଏହି ଶୋଭାଯାତ୍ରା ବାହାରି ସହର ପରୀକ୍ରମା କରି ଟାଉନ ହଲ ନିକଟରେ ପହଂଚିବା ପରେ...