Torch procession by Congress

କ˚ଗ୍ରେସ ପକ୍ଷରୁ ମଶାଲ ଶୋଭାଯାତ୍ରା

 15-04-2025

ଜୟପୁର, 15 ଏପ୍ରିଲ୍ : ଜିଲ୍ଲା କ˚ଗ୍ରେସ କମିଟି ଓ ମହିଳା କ˚ଗ୍ରେସ କମିଟି ପକ୍ଷରୁ ଏକ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସଭାପତି ଶଶୀଭୁଷଣ ପାତ୍ରଙ୍କ ନେତୃତ୍ବରେ ଆଜି କ˚ଗ୍ରେସ କର୍ମୀ ମାନେ ମୁଖ୍ୟରାସ୍ତାରେ କ˚ଗ୍ରେସ ଭବନ ସମ୍ମୁଖରେ ମଶାଲ ଧରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ନଗର କ˚ଗ୍ରେସ ସଭାପତି ନରେନ୍ଦ୍ର ମହାନ୍ତି,ଜିଲ୍ଲା ମହିଳା ସଭାପତି...

Bhubaneswar District Congress holds torch procession to protest against harassment of women and increase in gas prices

ନାରୀ ନିର୍ଯ୍ୟାତନା ଓ ଜାଳେଣୀ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ପକ୍ଷରୁ ମଶାଲ ଶୋଭାଯାତ୍ରା

 15-04-2025

(FMNews):--ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଭକ୍ତ ଚରଣ ଦାସଙ୍କ ଆହ୍ୱାନ କ୍ରମେ ଆଜି ଭୁବନେଶ୍ଵର ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ବିଶ୍ଵଜିତ ଦାସଙ୍କ ନେତୃତ୍ୱରେ ଓଡ଼ିଶାର ନାରୀ ନିର୍ଯ୍ୟାତନା, ଦୁଷ୍କର୍ମ, ଗଣଦୁଷ୍କର୍ମ, ହତ୍ୟା ଓ ରନ୍ଧନ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ମଶାଲ ଶୋଭାଯାତ୍ରା ଆୟୋଜିତ ହୋଇଛି। ପ୍ରଦେଶ କଂଗ୍ରେସ କାର୍...

Two electrocuted to death,9 injured in Kantimangala Patua sobha yatra

ମା କଂଟିମଙ୍ଗଳା ପାଟୁଆ ଶୋଭାଯାତ୍ରାରେ ଅଘଟଣ, ଡିଜେ ହେଲା କାଳ, ବିଦ୍ୟୁତ ତାର ସଂସ୍ପର୍ଶରେ ଚାଲିଗଲା ୨ ଜୀବନ, ୪ମହିଳାଙ୍କ ସମେତ ୯ ଗୁରୁତର

 15-04-2025

ଭଦ୍ରକ, ୧୫ ଅପ୍ରେଲ - ଭଦ୍ରକ ଜିଲା ତିହିଡ଼ି ବ୍ଲକ ନୂଆନନ୍ଦ ପଂଚାୟତର ପ୍ରସିଦ୍ଧ ଦେବୀ ମା କଂଟିମଙ୍ଗଳାଙ୍କ ପାଟୁଆ ଶୋଭାଯାତ୍ରା ବେଳେ ଅଘଟଣ ଘଟିଛି। ଡିଜେ ପାଇଁ ଚାଲିଗଲା ୨ ଯୁବକଙ୍କ ଜୀବନ। ସୋମବାର ରାତି ୧୦ଟା ସମୟରେ ପାଟୁଆ ଶୋଭାଯାତ୍ରା ଯାଉଥିବା ଡିଜେ ୧୧କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବାରୁ ୨ଜଣ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ୪ମହିଳା,...

BJD announces names of 18 district presidents

୧୮ ଜିଲ୍ଲା ସଭାପତିଙ୍କ ନାମ ଘୋଷଣା କଲା ବିଜେଡି

 15-04-2025

ଭୁବନେଶ୍ୱର, 15 ଏପ୍ରିଲ୍ - ୧୮ ଜିଲ୍ଲା ସଭାପତିଙ୍କ ନାମ ଘୋଷଣା କରିଛି ବିଜେଡି। ବିଜେଡି ସାଂଗଠନିକ ନିର୍ବାଚନରେ ୧୮ ଜିଲ୍ଲା ପାଇଁ ଜଣେ ଲେଖାଏଁ ନାମାଙ୍କନ ଭରିଥିବାରୁ ସମସ୍ତେ ନିଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି। ଏନେଇ ବିଜେଡି ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ଅନୁଗୁଳ ଜିଲ୍ଲା ପାଇଁ ବ୍ରଜ କିଶୋର ପ୍ରଧାନ ବିଜେଡି ସଭାପତି ହୋଇଛନ୍ତି। ସେହିପ...