- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ଭଦ୍ରକ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ପ୍ରତିବାଦ ସଭା
30-12-2025
ଭଦ୍ରକ : - ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସରକାରଙ୍କ ମିଥ୍ୟା ପ୍ରତିଶୃତି, ୩୦୦ ୟୁନିଟ ବିଜୁଳି ଛାଡ଼, କୃଷି ପାଇଁ ଦେୟ ମୁକ୍ତ ବିଜୁଳି ପ୍ରଦାନ, ନୂତନ ମିଟରର ମାନଦଣ୍ଡର ସତ୍ୟତା ଯାଂଚ ଏବଂ ସ୍ପେସକ୍ଷଲ ସିକ୍ରୋଟି ବାତିଲ ଦାବୀରେ ବାଇପାସ ସ୍ଥିତ ବିଦ୍ୟୁତ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲ...
ଚାନ୍ଦବାଲି ଦୁଷ୍କର୍ମ ଘଟଣାରେ ମନମୋହନ ରାଜ୍ୟବାସୀଙ୍କୁ କି ଆଶ୍ୱାସନା ଦେବେ ?
25-12-2025
୧୦ ମାସ ହେଲା ଚାନ୍ଦବାଲି ଏସ୍ଡ଼ିପିଓ ପଦବୀ ଖାଲି ପଡିଛି ଏକ ନିଲ୍ଲଠା ଅଲାଯୁକ ସରକାରଙ୍କ ଶାସନ ଚାଲିଛି ଭୁବନେଶ୍ୱର : ଚାନ୍ଦବାଲିରେ ଘଟିଥିବା ଲୋମହର୍ଷଣକାରୀ ଦୁଷ୍କର୍ମ ଏବଂ ହତ୍ୟା ଉପରେ କଂଗ୍ରେସ ଭବନଠାରେ ସାମ୍ବାଦିକ ସମ୍ମିଳନୀ ଆୟୋଜନ ହୋଇଥିଲା । ବରିଷ୍ଠ ମୁଖପାତ୍ର ମନୋରଞ୍ଜନ ଦାଶ ପ୍ରାରମ୍ଭିକ ସୂଚନା ପ୍ରଦାନ କରିବା ପରେ ପୂର୍ବତନ ସାଂସଦ ଅନନ...
ପ୍ରସିଦ୍ଧ ଶୁଲିଆ ଯାତ୍ରା ସମାପନ : ବଳି ରକ୍ତରେ ଲାଲ୍ ହେଲା ଶୁଲିଆ ପୀଠ ମାଟି
23-12-2025
ବଲାଙ୍ଗିର, 23 ଡିସେମ୍ବର :.ଆଜି ବଲାଙ୍ଗିର ଜିଲ୍ଳାର ବିଭିନ୍ନ ଅଞ୍ଚଳରେ ସୁଲିଆ ଯାତ୍ରା ଅନୁଷ୍ଟିତ ହୋଈ ଯାଇଚି। ବଲାଙ୍ଗିର ସହର ତମାମ ଆଜି ଖାଁ ଖାଁ ହୋଇ ଥିଲା। ସବୁ ଭିଡ଼ ର ଯାତ୍ରା ସୁଲିଆ ଖଳା କୁ ଆଜି ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଶୁଲିଆ ଯାତ୍ରା । ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ଖଇରଗୁରାସ୍ଥିତ ବଡ଼ଖଳା ଓ ସାନଖଳାରେ ପାରମ୍ପରିକ ରୀତିନୀତି ଅନୁସାରେ ଆଜି ଆୟ...
ଅଭିଶପ୍ତ ଗାଁ କାଉକୁଣ୍ଡ, ଶିକ୍ଷା,ସ୍ୱାସ୍ଥ୍ୟ, ବିଶୁଦ୍ଧ ପାନୀୟ ଜଳ, ଗମନଗମନ ସୁବିଧା ନାହିଁ, ନଦୀ ପାର ପାଇଁ ଜୀବନ ବାଜିରେ ଲାଗେ
23-12-2025
ଜୟପୁର, ୨୩ ଡିସେମ୍ବର : - ଯାତାୟତ ପାଇଁ ରାସ୍ତା ନାହିଁ । ବିପଦ ସଂକୁଳ ଅବସ୍ଥାରେ ନଦୀ ପାର ହେଉଛନ୍ତି ଲୋକେ । କେବଳ ଯେ ସେତିକି ନୁହଁ ଶିକ୍ଷା,ସ୍ୱାସ୍ଥ୍ୟ, ବିଶୁଦ୍ଧ ପାନୀୟ ଜଳ ଭଳି ମୌଳିକ ସୁବିଧା ଏହି ଗାଁରେ ଆଜି ପର୍ଯ୍ୟନ୍ତ ପହଂଚି ନାହିଁ । ଏଠାରେ ସରକାରୀ ଯୋଜନା ସତେ ଯେମିତି ସାତ ସପନ । ସବୁ ସୁବିଧାରୁ ବଂଚିତ ହୋଇ ଗାଁ ଲୋକେ ଏକ ପ୍ରକାର ଅଭିଶପ୍ତ ଜୀବନ ଯ...