- ବିହାରର ପୂର୍ଣ୍ଣିଆରେ ‘ଭୋଟର ଅଧିକାର ଯାତ୍ରା’: ରାହୁଲ ଗାନ୍ଧୀ ଓ ତେଜସ୍ୱୀ ଯାଦବ କଲେ ମୋଟରସାଇକେଲ ଚାଳନା
- ଖୋଲିଲା ଆଉ ୪ ସ୍ଲୁଇସ୍ ଗେଟ୍ : ହିରାକୁଦ ଜଳଭଣ୍ଡାରରୁ ୮ ସ୍ଲୁଇସ୍ ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ଜାରି
- ନବୀନ ପଟ୍ଟନାୟକଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ
- 2035 ସୁଦ୍ଧା ଭାରତୀୟ ମହାକାଶ ଷ୍ଟେସନ ନିର୍ମାଣ କରିବାକୁ ଯାଉଛି, ପ୍ରଥମ ମଡ୍ୟୁଲ୍ 2028 ସୁଦ୍ଧା ଲଞ୍ଚ ହେବ - ଭି ନାରା...
- ତାଳଚେର ସାର କାରଖାନା କାର୍ଯ୍ୟକ୍ଷମ ହେବ କେବେ ? ଜବାବ ଦେବେ କି ଧର୍ମେନ୍ଦ୍ର ବାବୁ ? କଂଗ୍ରେସ ମାଗିଲା ଊତ୍ତର

ବାଗ୍ଚୀ- କରୁଣାଶ୍ରୟ ପାଲିଏଟିଭ୍ କେଆର୍ ସେଣ୍ଟର୍ ଉଦ୍ଘା ଟିତ
22-01-2025
(FMNews):--ଭୁବନେଶ୍ୱର ଇନେଫୋସିଟି-୨ ଅଞ୍ଚଳରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ବାଗ୍ଚୀ୮ କରୁଣାଶ୍ରୟ ପାଲିଏଟିଭ୍ କେଆର୍ ସେଣ୍ଟର୍ର ଉଦ୍ଘାକଟନ କରିଛନ୍ତି । ସୂଚନାଯୋଗ୍ୟ ଯେ, ଏହି ସେର୍ଣ୍ଟଟି ବାଙ୍ଗାଲୋର୍ ହସ୍ପିସ୍ ଟ୍ରଷ୍ଟ ଅନ୍ତର୍ଭୁକ୍ତ କରୁଣାଶ୍ରୟ ଅନୁଷ୍ଠାନର ସହଯୋଗ ଏବଂ ଶ୍ରୀମତୀ ସୁସ୍ମିତା ବାଗ୍ଚୀ ଓ ଶ...

ଓଡିଶାରେ ନାହିଁ ଏଚଏମପିଭି କେସ
18-01-2025
ଭୁବନେଶ୍ୱର :- ବର୍ତ୍ତମାନ ଏଚଏମପିଭି କେଶ ଓଡ଼ିଶାରେ ଆସିନି । କେନ୍ଦ୍ର ସରକାର ବି କିଛି ନିର୍ଦ୍ଦିଷ୍ଟ ଗାଇଡଲାଇନ ଦେଇ ନାହାନ୍ତି ବୋଲି ସ୍ୱାସ୍ଥ୍ୟ ସଚିବ ସୂଚନା ଦେଇଛନ୍ତି। କିଛି ଚିନ୍ତା କରିବାର ନାହିଁ । ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ଦେଶ ସାରା ବି ଚିନ୍ତା କରିବାର କିଛି କାରଣ ନାହିଁ । ଟେଷ୍ଟିଙ୍ଗ ବି କରାଯିବ । ସଫା ସୁତୁରା ରୁହନ୍ତୁ,...

ଆଜି ପବିତ୍ର ମକରସଂକ୍ରାନ୍ତି
14-01-2025
ଭୁବନେଶ୍ୱର, 14 ଜାନୁଆରି - ଆଜି ହେଉଛି ପବିତ୍ର ମକର ସଂକ୍ରାନ୍ତି। ଏଥିଲାଗି ସାରା ରାଜ୍ୟ ଉତ୍ସବମୁଖର ହୋଇଉଠିଛି। ଘରେ ଘରେ ଠାକୁରଙ୍କ ପାଖରେ ମକର ଚାଉଳ ଭୋଗ ଲାଗି ହେଉଛି । ଉତ୍ତର ଭାରତରେ ଏହାକୁ ଲୋହରୀ କୁହାଯାଉଥିବା ବେଳେ ଦକ୍ଷିଣ ଭାରତରେ ଏହାକୁ ପୋଙ୍ଗଲ ବୋଲି କୁହାଯାଏ । ମକର ସଂକ୍ରାନ୍ତିରେ ସୂର୍ଯ୍ୟ ଉତ୍ତରାୟଣ ଗତି କରିଥାନ୍ତି । ଜ୍ୟୋତିଷ ଶାସ୍ତ୍ର ଅ...

ଆସୁଛି ମକର ସଜେଇ ହେଉଛି ଗାଁ
12-01-2025
ଘଟଗାଁ :ପାଖେଇ ଆସୁଛି ମକର ସଂକ୍ରାନ୍ତି, ସଜେଇ ହେଉଛି ଗାଁ । ଆଦିବାସୀବହୁଳ କେନ୍ଦୁଝର ଜିଲ୍ଲାର ମକର ହେଉଛି ଗଣପର୍ବ । ଆଦିବାସୀମାନେ ଏହାକୁ ୭ଦିନ ଧରି ପାଳନ କରିଥାନ୍ତି । ଆଦିବାସୀମାନେ ଘର ଦ୍ୱାର ଲିପାପୋଛା କରିବା ସହ ବିଭିନ୍ନ ରଙ୍ଗରେ ଘରକୁ ସଜାଇଥାନ୍ତି । ମକର ପିଠା ଖାଇବା ସହ, ନାଚଗୀତ, ଖେଳକୁଦ କରି ସଭିଏଁ ମକର ପର୍ବର ଆନନ୍ଦ ଉଠାଇଥାନ୍ତି । ଘସିପୁରା ବ୍ଲ...