- ମିଥ୍ୟା ଶପଥ ପାଠ ପାଇଁ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ବିଧାୟକ ପଦ ରଦ୍ଦ କରାଯାଉ- କଂଗ୍ରେସ
- ନିଶା ମାଙ୍କଡ଼ିଆ ମୃତ୍ୟୁକୁ ଗଣମାଧ୍ୟମ କାହିଁକି ଏତେ ଗୌଣ ଦେଖୁଛନ୍ତି
- ଆଗରୁ ଭୋଟ ଚୋରି କରୁଥିଲେ ଏବେ ପ୍ରାର୍ଥୀ ଚୋରି କରିଛନ୍ତି : ନବୀନ ପଟ୍ଟନାୟକ
- ବିଜେଡି ନିଜ ପାର୍ଟିର ହୋଇ ପାରିଲାନି କି ମାଟିର ମଧ୍ୟ ହେଲାନି : କଂଗ୍ରେସ
- ବୈଷ୍ଣବ ଓ ପାଣ୍ଡିଆନ ଯୋଡିଙ୍କ ଖେଳ : ନୂଆପଡା ଉପନିର୍ବାଚନ ପାଇଁ ନୂଆଦିଲ୍ଲୀରେ ହୋଇଥିଲା ଡିଲ
ନିହତ 16 ମାଓବାଦୀଙ୍କ ମଧ୍ୟରୁ 11ଜଣ ଚିହ୍ନଟ
24-01-2025
ଭୁବନେଶ୍ୱର, 24 ଜାନୁଆରି -ଓଡିଶା ଛତିଶଗଡ ସୀମାରେ ମାଓ ଏନକାଉଣ୍ଟର ଘଟଣା । 16 ମୃତ ମାଓବାଦୀଙ୍କ ଭିତରୁ 11 ଜଣଙ୍କ ପରିଚୟ ମିଳିଛି। 3 ମୃତ ମାଓବାଦୀ ଓଡିଶାର ବୋଲି ଜଣାପଡିଛି । ଦୁଇ ଜଣ ମାଓବାଦୀ କଳାହାଣ୍ଡିର । ତାଙ୍କ ନାଁ ଶଙ୍କର ଓ ଜୈନି । କଟକ ନିଆଳି ଅଂଚଳର ଜଣେ ମାଓବାଦୀ ନିହତ । ତାର ନାଁ ଆଲୋକ ଓରଫ ମୁନା ।...
28ରେ ଓଡ଼ିଶା ଆସିବେ ପିଏମ ମୋଦି
24-01-2025
ଭୁବନେଶ୍ୱର, 24 ଜାନୁଆରି ପୁଣି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆସନ୍ତା 28ରେ ଉତ୍କର୍ଷ ଓଡିଶା ସମ୍ମିଳନୀରେ ଯୋଗ ଦେବା ପାଇଁ 5 ଥର ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଓଡିଶା ଆସୁଛନ୍ତି । ପ୍ରଧାନମନ୍ତ୍ରୀ 10.35 ରେ ଭୁବନେଶ୍ୱର ବିମାନବନ୍ଦରରେ ପହଁଚିବେ । ଦଳ ପକ୍ଷରୁ ସ୍ୱାଗତ କରାଯିବା ପରେ ଜନତା ମୈଦାନରେ ଉତ୍କର୍ଷ ଓଡିଶା କାର୍ଯ୍ୟକ୍ରମରେ...
ଲକ୍ଷ୍ନୌରେ ଦୁଇଟି ସଡକ ଦୁର୍ଘଟଣାରେ 5ଜଣଙ୍କ ମୃତ୍ୟୁ, 8 ଆହତ
24-01-2025
ଲକ୍ଷ୍ନୌ, 24 ଜାନୁଆରି(FM News):-ଉତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଗୁରୁବାର ବିଳମ୍ବିତ ରାତିରେ ହୋଇଥିବା ଦୁଇଟି ସଡକଦୁର୍ଘଟଣାରେ 5ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ 8ଜଣ ଆହତ ହୋଇଛନ୍ତି । ବିବିଡିଥାନା ଅଂଚଳରେ ଗୁରୁବାର ବିଳମ୍ବିତ ରାତିରେ ହୋଇଥିବା ସଡକ ଦୁର୍ଘଟଣାରେ 4ଜଣ ଲୋକଙ୍କ ମୃତ୍ୟୁହୋଇଥିବା ବେଳେ 7ଜଣ ଗୁରୁତର ଆହତ...
ଛତିଶଗଡର ଗରିୟାବନ୍ଦରେ ଗୁଳି ବିନିମୟରେ ନକ୍ସଲ ଜୟରାମ ସହିତ 16 ନକ୍ସଲଙ୍କ ମୃତଦେହ ସହିତ ଅସ୍ତ୍ରଶସ୍ତ୍ର ଜବତ
22-01-2025
ଗରିୟାବନ୍ଦ, 22 ଜାନୁଆରି ଛତିଶଗଡର ଗରିୟାବନ୍ଦ ଜିଲ୍ଲାର ଛତିଶଗଡ-ଓଡ଼ିଶା ବର୍ଡର ସ୍ଥିତ ଭାଲୁ ଡିଗ୍ଗିର ଜଙ୍ଗଲରେ ସୁରକ୍ଷାବଳ ଓ ନକ୍ସଲଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ସୁରକ୍ଷାବଳଙ୍କୁ ବଡ ସଫଳତା ମିଳିଛି । ଏହି ଗୁଳି ବିନିମୟରେ ଏକ କୋଟିର ଇନାମୀ ନକ୍ସଲ ଜୟରାମ ଓରଫ ଚଲପତି ସହିତ 16ଜଣଙ୍କ ମୃତ୍ୟୁ ନେଇ ରାୟପୁର ଆଇଜି ସୂଚନା ଦେଇଛନ୍ତି । ଏହି ସମ...