ଉତର ପ୍ରଦେଶର ବଡୌତରେ ଭୁଶୁଡିଲା ନିର୍ବାଣ ମହୋତ୍ସବ ମଂଚ, 5 ମୃତ
28-01-2025
ବାଗପତ, 28 ଜାନୁଆରି:- ଉତର ପ୍ରଦେଶର ବାଗପତ ଜିଲ୍ଲାର ବଡୌତରେ ଜୈନ ସମାଜର ନିର୍ବାଣ ମହୋତ୍ସବ ସମୟରେ ଆଜି ସକାଳେ ବଡ ଅଘଟଣ ଘଟିଛି । ମାନ ସ୍ତମ୍ଭ ଉପରେ ଲଡୁ ଚଢାଇବା ସମୟରେ ମଂଚ ଖସିବା କାରଣରୁ 60 ଜଣ ଲୋକ ଆହତ ହୋଇଛନ୍ତି, ସେହିପରି 5ଜଣଙ୍କ ମୃତ୍ୟୁ ହୋଇଛି । ଆହତଙ୍କ ମଧ୍ୟରେ ମହିଳା, ପୁରୁଷ ଓ ପିଲା ସାମିଲ ଅଛନ୍ତି । ଆହତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତ...
ଆଜି ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଏବଂ ଉତ୍ତରାଖଣ୍ଡ ଗସ୍ତ
28-01-2025
ଭୁବନେଶ୍ୱର, 28 ଜାନୁଆରୀ- ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଓଡ଼ିଶା ଏବଂ ଉତ୍ତରାଖଣ୍ଡ ଗସ୍ତ କରିବେ। ଆଜି ପୂର୍ବାହ୍ନ ପ୍ରାୟ ୧୧ଟାରେ ସେ ଭୁବନେଶ୍ୱର ଜନତା ମଇଦାନରେ ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍ ଓଡ଼ିଶା ସମ୍ମିଳନୀ ୨୦୨୫କୁ ଉଦଘାଟନ କରିବେ। ଏହା ପରେ ସେ ଉତ୍ତରାଖଣ୍ଡର ଡେରାଡୁନ ଗସ୍ତ କରିବେ ଏବଂ ସନ୍ଧ୍ୟା ପ୍ରାୟ ୬ଟାରେ ସେ ୩୮ତମ ଜାତୀୟ କ୍ରୀଡ଼...
ସମ୍ବିଧାନର ପ୍ରତ୍ୟେକ ପବିତ୍ର ସିଦ୍ଧାନ୍ତକୁ ଧ୍ୱସ୍ତ କରିଛି ଏକଛତ୍ରବାଦୀ ଶାସକ- ଖଡଗେ
26-01-2025
ନୂଆଦିଲ୍ଲୀ, 26 ଜାନୁଆରି:- କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ କଡଗେ ଗଣତନ୍ତ୍ର ଦିବସ ଅବସରରେ ଅଭିଯୋଗ କରିଛନ୍ତି ଯେ, ଦେଶରେ ସମ୍ବିଧାନର ପ୍ରତି ପବିତ୍ର ସିଦ୍ଧାନ୍ତକୁ ଏକ ଏକଛତ୍ରବାଦୀ ଶାସନ ଦ୍ୱାରା ଧ୍ୱସ୍ତ କରାଯାଉଛି । ସେ କହିଛନ୍ତି ଏହା ହେଉଛି ଉପଯୁକ୍ତ ସମୟ ଯେ, ଆମେ ଆମ ସମ୍ବିଧାନର ବିଚାର ଓ ଆଦର୍ଶ ପରି ନ୍ୟାୟ, ସ୍ୱାଧୀନତା, ସମାନତା ଓ ବନ୍ଧୁତ୍ୱକୁ ସଂରକ...
ଗୌହାଟୀରେ ବିସ୍ଫୋରଣ
26-01-2025
ଗୌହାଟୀ, ୨୬ ଜାନୁଆରୀ - ଗୌହାଟୀ ସହରର କଟାବାଡି ଅଂଚଳରେ ରବିବାର ଭୋର୍ ପ୍ରାୟ ସାଢ଼େ ୩ଟା ସମୟରେ ବୋମା ବିସ୍ଫୋରଣ ଘଟିଛି । ଖବର ପାଇ ପୋଲିସ ଓ ବୋମା ନିଷ୍କ୍ରିୟକାରୀ ଟିମ୍ ଘଟଣାସ୍ଥଳରେ ପହଂଚିଛନ୍ତି । ପୋଲିସର ସୂଚନା ଅନୁସାରେ, ପାର୍କିଂରେ ଛିଡା ହୋଇଥିବା ଗାଡିରେ ଏହି ବିସ୍ଫୋରଣ ଘଟିଛି । ଏଥିରେ କେହି ଆହତ ହୋଇନାହାଁନ୍ତି । ସ୍ଥାନୀୟ ଲୋକମାନେ ଅଂଚଳରେ ସନ୍ଦ...