ଜାମ୍ମୁକାଶ୍ମୀରର ବିଳାୱରରେ ଆତଙ୍କବାଦୀ ଏବଂ ସୁରକ୍ଷାବାହିନୀ ମଧ୍ୟରେ ଗୁଳି ବିନିମୟ,ସର୍ଚ୍ଚ ଅପରେସନ ଜାରି
25-01-2025
କଠୁଆ 25 ଜାନୁଆରୀ-ଜାମ୍ମୁକାଶ୍ମୀରର କଠୁଆ ଜିଲ୍ଲାର ବିଲାୱର ଅଞ୍ଚଳରେ ଗଣତନ୍ତ୍ର ଦିବସ ପୁର୍ବରୁ ଶନିବାର ଆତଙ୍କବାଦୀ ଏବଂ ସୁରକ୍ଷାବାହିନୀ ମଧ୍ୟରେ ଗୁଳି ବିନିମୟ ହୋଇଥିଲା।ଏହାପରେ ସମଗ୍ର ଅଞ୍ଚଳ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ ଚାଲିଛି।ଅଧିକାରୀ କହିଛନ୍ତି ଯେ ସକାଳ ସମୟରେ ସତର୍କ ସୈନିକମାନେ ଟୀଓବୀ ମୋର,ପଞ୍ଚାୟତ ବଟୋଡୀ ପୋଲିସ ଥାନା ବିଳାୱର କଠୁଆରେ ସନ୍ଦେହଜ...
ଗଣତନ୍ତ୍ର ଦିବସ ଅବସରରେ ମୁଖ୍ୟ ଅତିଥି ଇଣ୍ଡୋନେସିଆର ରାଷ୍ଟ୍ରପତି ପ୍ରବୋୱୋ ସୁବିୟାନ୍ତୋଙ୍କ ରାଷ୍ଟ୍ରପତି ଭବନରେ ଆନୁଷ୍ଠାନିକ ସ୍ୱାଗତ
25-01-2025
ନୁଆଦିଲ୍ଲୀ 25 ଜାନୁଆରୀ-ଗଣତନ୍ତ୍ର ଦିବସ ସମାରୋହରେ ମୁଖ୍ୟ ଅତିଥି ଇଣ୍ଡୋନେସିଆର ରାଷ୍ଟ୍ରପତି ପ୍ରବୋୱୋ ସୁବିୟାନ୍ତୋ ଆଜି ରାଷ୍ଟ୍ରପତି ଭବନରେ ଆନୁଷ୍ଠାନିକ ଭାବେ ସ୍ୱାଗତ କରାଯାଇଥିଲା।ପରେ ସେ ରାଜଘାଟକୁ ଯାଇ ମହାତ୍ମା ଗାନ୍ଧୀଙ୍କ ସମାଧୀ ଉପରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଇଣ୍ଡୋନେସିଆର ରାଷ୍ଟ୍ରପତି ସୁବିୟାନ୍ତୋ ଭାରତର ପ୍ରଥମ ସରକାରୀ ଗ୍ରସ୍ତରେ ଆସିଛନ୍ତି।ସ...
ରାଜକୋଟରେ 2 ବାଂଲାଦେଶ ଅନୁପ୍ରବେଶକାରୀ ଗିରଫ
25-01-2025
ଅହମଦାବାଦ, 25 ଜାନୁଆରି - ଗୁଜରାଟର ରାଜକୋଟ ଗ୍ରାମୀଣ ସ୍ପେଶାଲ ଅପରେସନ ଗ୍ରୁପଦୁଇ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଧରିଛନ୍ତି । ଦୁଇ ବ୍ୟକ୍ତି ମୂଳ ଭାବେ ମୋନୀରାମପୁର,ଜୋସର ଥାନା, ଜିଲ୍ଲା ଜୋସର ଢାକାର ବାସିନ୍ଦା । ଗଣତନ୍ତ୍ର ଦିବସର ଦିନକ ପୂର୍ବରୁ ଭାରତଆସିବାର ମନୋବୃତ୍ତିକୁ ନେଇ ପଚରାଉଚରା କରାଯାଉଛି । ରାଜକୋଟ ରେଂଜ ପୋଲିସ ମହାନିରୀକ୍ଷକ ଅଶୋ...
ବସ-କାର ଧକ୍କାରେ ମାଆ -ଝିଅଙ୍କ ସମେତ ତିନିଜଣଙ୍କର ମୃତ୍ୟୁ
25-01-2025
ବିକାନେର:ଶ୍ରୀଡୁଙ୍ଗରଗଢ ନିକଟରେ ଅବସ୍ଥିତ କୀତାସର ଗ୍ରାମରେ ଶୁକ୍ରବାର ସକାଳେ ବୀକାନେର -ଜୟପୁର ଜାତୀୟ ରାଜପଥରେ ଏକ ଘରୋଇ ବସ ଏବଂ କାର ମୁହାଁମୁହିଁ ଧକ୍କା ହୋଇଥିଲା।ଦୁର୍ଘଟଣାରେ କାରରେ ମା-ଝିଅଙ୍କ ସମେତ ତିନିଜଣଙ୍କ ମୃତ୍ୟୁ ଘଟିଛି। ଯାତ୍ରୀମାନଙ୍କୁ ବାହାରକୁ ଆଣିବା ପାଇଁ ଗାଡି କାଟି ଦିଆଯାଇଥିଲା। ପ୍ରତ୍ୟକ୍ଷଦର୍ଶିମାନେ କହିଛନ୍ତି ଯେ ଦୁର୍ଘଟଣା ପରେ କାରରେ...