- ଆନ୍ଧ୍ର ପ୍ରଦେଶରେ ଖାଇକୁ ଖସିଲା ବସ୍ , ୯ ଜଣ ଯାତ୍ରୀ ମୃତ, ୧୦ ଜଣଙ୍କ ଅବସ୍ଥା ଗୁରୁତର
- ଏସଆଇଆରର ତଦାରଖ ନିମନ୍ତେ ପର୍ଯ୍ୟବେକ୍ଷକ ନିଯୁକ୍ତ କଲେ ନିର୍ବାଚନ ଆୟୋଗ
- ରାହୁଲ ଗାନ୍ଧୀ ସଂସଦରେ ପ୍ରଦୂଷଣ ପ୍ରସଙ୍ଗରେ ବ୍ୟାପକ ଆଲୋଚନା ପାଇଁ କଲେ ଦାବି
- ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୩୧୨ କୋଟି ଟଙ୍କାର ଘଟଗାଁ ତାରିଣୀ ମନ୍ଦିର ବିକାଶ ପ୍ରକଳ୍ପର ଶୁଭାରମ୍ଭ କଲେ
- ଗୋଆରେ ନାଇଟ୍ କ୍ଲବରେ ସିଲିଣ୍ଡର ବିସ୍ଫୋରଣ ପରେ ଲାଗିଲା ନିଆଁ, 23 କର୍ମଚାରୀଙ୍କ ମୃତ୍ୟୁ
ଛତିଶଗଡ଼ ସୀମାନ୍ତ କୁଲାହାରି ଘାଟରେ ମାଓ ଏବଂ ପୋଲିସ ମଧ୍ୟରେ ଗୁଳି ବିନିମୟ ଦୁଇ ମହିଳା ମାଓବାଦୀ ନିହତ
20-01-2025
(FMNews):-- ନୂଆପଡ଼ା ଜିଲ୍ଲା ଛତିଶଗଡ଼ ସୀମାନ୍ତ କୁଲାହାରି ଘାଟ ରେ ମାଓ ଏବଂ ପୋଲିସ ମଧ୍ୟରେ ଗୁଳି ବିନିମୟ ଦୁଇ ମାଓବାଦୀ ନିହତ ହୋଇଥିବା ବିଶେଷ ସୂଚନା ନୂଆପଡ଼ା ଏସ ପି ରଘବେନ୍ଦ୍ର ଗୁଣ୍ଡଳା ରେଡ୍ଡୀ ସୂଚନା ଦେଇଛନ୍ତି। ଗରିଆବନ୍ଧ୍ ପୋଲିସ ଅଧିନସ୍ଥ କୁଲାହାରୀ ଘାଟ ଅଂଚଳରେ ମାଓ ଗତିବିଧି ପରିଲକ୍ଷିତ ହୋଇଥିବା ବେଳେ ମିଳିତ ସର୍ଚ୍ଚ ଅପରେସନ ଜାରି ରହିଥିଲା। ମାଓ ଅପ...
ଗଣତନ୍ତ୍ର ଦିବସ ପରେଡରେ ଫ୍ଲାଇପାଷ୍ଟ କରିବେ 40 ଏୟାରକ୍ରାଫ୍ଟ, ଧ୍ରୁବ ଓ ତେଜସ ଭରିବେନି ଉଡାଣ
19-01-2025
ନୂଆଦିଲ୍ଲୀ, 19 ଜାନୁଆରି:-ଗଣତନ୍ତ୍ର ଦିବସ ପରେଡରେ ହେବାକୁ ଥିବା ପରେଡ ପାଇଁ ସେନାର ଯବାନ ପ୍ରବଳ ଶୀତରେ ରିହରସଲ କରି ଝାଳ ବୁହାଇଛନ୍ତି । ପରେଡ ସମୟରେ କର୍ତ୍ତବ୍ୟ ପଥରେ ସ୍ୱର୍ଣ୍ଣିମ ଭାରତ- ଐତିହ୍ୟ ଓ ବିକଶିତକୁ ପ୍ରଦର୍ଶିତ କରାଯିବ । ବାୟୁସେନାର 40 ଏୟାରକ୍ରାଫ୍ଟ ଫ୍ଲାଇପାଷ୍ଟ କରିବେ, ଯେଉଁଥିରେ 22 ଫାଇଟର ଏୟାରକ୍ରାଫ୍ଟ ରହିବ । ଏଥର ଆଡଭାନ୍ସ ଲାଇଟ ହେଲିକପ...
ହିମାଚଳ ପ୍ରଦେଶରେ ପ୍ରବଳ ଶୀତ ଅନୁଭୂତ, ଜାନୁୟାରୀ 21ରୁ 24ଯାଏ ବରଫପାତ ଓ ବର୍ଷା ସମ୍ଭାବନା
19-01-2025
ଶିମଲା, 19 ଜାନୁଆରି- ହିମାଚଳ ପ୍ରଦେଶରେ ଶୀତଲହର ପ୍ରକୋପ ବଢିବାର ଆଶଙ୍କା ରହିଛି । ପାଣିପାଗ କେନ୍ଦ୍ର ଅନୁସାରେ ଜାନୁୟାରୀ 21ରୁ 24 ଯାଏ ରାଜ୍ୟର ବିଭିନ୍ନ ଅଂଚଳରେ ବର୍ଷା ଓ ବରଫପାତ ରହିଛି । ବିଶେଷ କରି ଜାନୁୟାରୀ 22 ଯାଏ ୟେଲୋ ଆଲର୍ଟ ଜାରି କରାଯାଇଛି । ଏହା ବ୍ୟତୀତ ଜାନୁୟାରୀ 20ରେ ରାଜ୍ୟର ପାହାଡିଆ ଅଂଚଳରେ ଘନ କୁହୁଡି ଆଲର୍ଟ ଦିଆଯାଇଛି । ଜାନୁୟାର...
ବିହାରର କଟିହାର ଜିଲ୍ଲାରେ ଗଙ୍ଗା ନଦୀରେ ବୁଡିଲା ଡ଼ଙ୍ଗା : ତିନି ମୃତ, ଅନେକ ନିଖୋଜ
19-01-2025
ପାଟନା, ୧୯ ଜାନୁଆରୀ - ବିହାରର କଟିହାର ଜିଲ୍ଲାରେ ରବିବାର ସକାଳେ ଗୋଲାଘାଟ ନିକଟ ଗଙ୍ଗା ନଦୀରେ ଏକ ଡ଼ଙ୍ଗା ଭାରସାମ୍ୟ ହରାଇ ଓଲଟି ପଡିବା ଫଳରେ ପାଣିରେ ବୁଡି ୩ ଜଣଙ୍କର ମୃତ୍ୟୁ ଘଟିଛି । ୭ ଜଣ ନିଖୋଜ ଅଛନ୍ତି । ଏସଡିଆରଏଫ ଟିମ୍ ଘଟଣାସ୍ଥଳରେ ପହଂଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ରହିଛି । ରବିବାର ସକାଳେ ୭ଟାରେ...