ଗଣତନ୍ତ୍ର ଦିବସ ପରେଡରେ ଫ୍ଲାଇପାଷ୍ଟ କରିବେ 40 ଏୟାରକ୍ରାଫ୍ଟ, ଧ୍ରୁବ ଓ ତେଜସ ଭରିବେନି ଉଡାଣ
19-01-2025
ନୂଆଦିଲ୍ଲୀ, 19 ଜାନୁଆରି:-ଗଣତନ୍ତ୍ର ଦିବସ ପରେଡରେ ହେବାକୁ ଥିବା ପରେଡ ପାଇଁ ସେନାର ଯବାନ ପ୍ରବଳ ଶୀତରେ ରିହରସଲ କରି ଝାଳ ବୁହାଇଛନ୍ତି । ପରେଡ ସମୟରେ କର୍ତ୍ତବ୍ୟ ପଥରେ ସ୍ୱର୍ଣ୍ଣିମ ଭାରତ- ଐତିହ୍ୟ ଓ ବିକଶିତକୁ ପ୍ରଦର୍ଶିତ କରାଯିବ । ବାୟୁସେନାର 40 ଏୟାରକ୍ରାଫ୍ଟ ଫ୍ଲାଇପାଷ୍ଟ କରିବେ, ଯେଉଁଥିରେ 22 ଫାଇଟର ଏୟାରକ୍ରାଫ୍ଟ ରହିବ । ଏଥର ଆଡଭାନ୍ସ ଲାଇଟ ହେଲିକପ...
ହିମାଚଳ ପ୍ରଦେଶରେ ପ୍ରବଳ ଶୀତ ଅନୁଭୂତ, ଜାନୁୟାରୀ 21ରୁ 24ଯାଏ ବରଫପାତ ଓ ବର୍ଷା ସମ୍ଭାବନା
19-01-2025
ଶିମଲା, 19 ଜାନୁଆରି- ହିମାଚଳ ପ୍ରଦେଶରେ ଶୀତଲହର ପ୍ରକୋପ ବଢିବାର ଆଶଙ୍କା ରହିଛି । ପାଣିପାଗ କେନ୍ଦ୍ର ଅନୁସାରେ ଜାନୁୟାରୀ 21ରୁ 24 ଯାଏ ରାଜ୍ୟର ବିଭିନ୍ନ ଅଂଚଳରେ ବର୍ଷା ଓ ବରଫପାତ ରହିଛି । ବିଶେଷ କରି ଜାନୁୟାରୀ 22 ଯାଏ ୟେଲୋ ଆଲର୍ଟ ଜାରି କରାଯାଇଛି । ଏହା ବ୍ୟତୀତ ଜାନୁୟାରୀ 20ରେ ରାଜ୍ୟର ପାହାଡିଆ ଅଂଚଳରେ ଘନ କୁହୁଡି ଆଲର୍ଟ ଦିଆଯାଇଛି । ଜାନୁୟାର...
ବିହାରର କଟିହାର ଜିଲ୍ଲାରେ ଗଙ୍ଗା ନଦୀରେ ବୁଡିଲା ଡ଼ଙ୍ଗା : ତିନି ମୃତ, ଅନେକ ନିଖୋଜ
19-01-2025
ପାଟନା, ୧୯ ଜାନୁଆରୀ - ବିହାରର କଟିହାର ଜିଲ୍ଲାରେ ରବିବାର ସକାଳେ ଗୋଲାଘାଟ ନିକଟ ଗଙ୍ଗା ନଦୀରେ ଏକ ଡ଼ଙ୍ଗା ଭାରସାମ୍ୟ ହରାଇ ଓଲଟି ପଡିବା ଫଳରେ ପାଣିରେ ବୁଡି ୩ ଜଣଙ୍କର ମୃତ୍ୟୁ ଘଟିଛି । ୭ ଜଣ ନିଖୋଜ ଅଛନ୍ତି । ଏସଡିଆରଏଫ ଟିମ୍ ଘଟଣାସ୍ଥଳରେ ପହଂଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ରହିଛି । ରବିବାର ସକାଳେ ୭ଟାରେ...
କୁମ୍ଭର ବୈଶ୍ୱିକ ଲୋକପ୍ରିୟତା ପ୍ରତ୍ୟେକ ଭାରତୀୟ ପାଇଁ ଗର୍ବର ବିଷୟ- ମୋଦି
19-01-2025
ନୂଆଦିଲ୍ଲୀ, 19 ଜାନୁଆରି- ମନ କୀ ବାତରେ ମହାକୁମ୍ଭ କଥା ଉଠାଇଲେ ପିଏମ ମୋଦି । ସେ କହିଛନ୍ତି ଯେ,ପ୍ରୟାଗରାଜରେ ମହାକୁମ୍ଭର ଶୁଭାରମ୍ଭ ହୋଇସାରିଛି । ଚିରସ୍ମରଣୀୟ ଜନସ୍ରୋତ, ଅକଳ୍ପନୀୟ ଦୃଶ୍ୟ ଏବଂ ସମାନତାର ଅସାଧାରଣ ସଙ୍ଗମ! ଏଥର କୁମ୍ଭରେ ଅନେକ ଦିବ୍ୟ ଯୋଗ ମଧ୍ୟ ସୃଷ୍ଟି ହେଉଛି । ଏହି କୁମ୍ଭ ଉତ୍ସବ ବିବିଧତାରେ ଏକତାର ଉତ୍ସବ ପାଳନ କରିଥାଏ । ସଙ୍ଗମର ବାଲୁକା...