କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗ ମହାକୁମ୍ଭ ନଗରରେ କରିଥିବା ପ୍ରଦର୍ଶନୀରେ ସରକାରଙ୍କ ସଫଳତା ସଂପର୍କରେ କରୁଛନ୍ତି ସୂଚନା ପ୍ରଦାନ
18-01-2025
ନୂଆଦିଲ୍ଲୀ, 18 ଜାନୁଆରୀ :ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭର ତ୍ରିବେଣୀ ରୋଡ୍ ରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗ ପକ୍ଷରୁ ଏକ ପ୍ରଦର୍ଶନୀ ଆୟୋଜିତ ହୋଇଛି। ଏହି ପ୍ରଦର୍ଶନୀରେ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଏକ ଡିଜିଟାଲ ପ୍ରଦର୍ଶନୀ ମଣ୍ଡପ ସ୍ଥାପନ କରିଛି। ଭାରତ ସରକାରଙ୍କ ସଫଳତା, ଯୋଜନା, ନୀତି ଓ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ସଂ...
ବୁଦା ଭିତରୁ ମିଳିଲା ପୁରୁଣା ବୋମା
18-01-2025
ଜୈସଲମେର 18 ଜାନୁଆରୀ-ପୀଟୀଏମ ଥାନାଅଞ୍ଚଳରେ ଡିଗ୍ଗାଗ୍ରାମ ନିକଟ ବୁଦାଭିତରୁ ମିଳିଥିବା ପୁରୁଣା ବୋମାକୁ ଭାରତୀୟ ସେନାର ବମ ନିଷ୍କ୍ରିୟ ସ୍କ୍ୱାର୍ଡ ଏହାକୁ ବିସ୍ଫୋରଣ କରିଛନ୍ତି।ସେନା ଅଧିକାରୀ ୱାୟର ଲଗାଇ ରିମୋଟ ଦ୍ୱାରା ବମକୁ ଜୋରରେ ବିସ୍ଫୋରଣ କରିଥିଲେ।ଏହି ସମୟରେ ସେଠାରେ ପ୍ରବଳ ବିସ୍ଫୋରଣ ହୋଇଥିଲା ଯାହା ଅନେକ କିଲୋମିଟର ପର୍ଯ୍ୟନ୍ତ ଶୁଣିବାକୁ ମିଳିଥିଲା।ଭ...
ୱକଫ ବିଲ୍ ଉପରେ ବୈଠକ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ, ବଜେଟ୍ ଅଧିବେଶନରେ ଦେବାକୁ ହେବ ରିପୋର୍ଟ -ଜେପିସି ଅଧ୍ୟକ୍ଷ
18-01-2025
ପାଟନା, ୧୮ ଜାନୁଆରୀ- କେନ୍ଦ୍ର ସରକାରଙ୍କ ଜରିଆରେ ଅଣାଯାଇଥିବା ୱକଫ ବିଲ୍ ଉପରେ ଆଲୋଚନା ନିମନ୍ତେ ଲୋକସଭା ଅଧ୍ୟକ୍ଷଙ୍କ ଦ୍ୱାରା ଗଠିତ ସଂଯୁକ୍ତ ସଂସଦୀୟ ସମିତି (ଜେପିସି)ର ଅଧ୍ୟକ୍ଷ ଜଗଦମ୍ବିକା ପାଲ ଶନିବାର କହିଛନ୍ତି ଯେ, ଏହି ବୈଠକ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ଅଟେ । ଯେଉଁଥିରେ ଆମେ ସମସ୍ତ ଲୋକଙ୍କ ସହିତ ୱକଫ ବିଲ୍ ଉପରେ ଆଲୋଚନା କରିବୁ ଏବଂ ସେମାନଙ୍କର ମତାମତ...
ଖନୌରୀରେ ଆଜି ଚାଷୀ ସଙ୍ଗଠନର ବୈଠକରେ ହୋଇପାରେ ବଡ ନିଷ୍ପତି
18-01-2025
ଚଣ୍ଡିଗଡ, 18 ଜାନୁଆରି - ପଂଜାବର ଖନୌରୀ ବର୍ଡରେ ଆଜି ସଂଘର୍ଷ ମୋର୍ଚ୍ଚାରେ ସାମିଲ ଚାଷୀ ତଥା ମିଳିତ କୃଷକ ମୋର୍ଚ୍ଚା ମଧ୍ୟରେ ଗୁରୁତ୍ୱପୂର୍ର୍ର ବୈଠକ ବସିବାକୁ ଯାଉଛି । ଏହି ବୈଠକରେ ବଡ ନିଷ୍ପତି ଆସିବା ନେଇ ଅନୁମାନ କରାଯାଉଛି । ଚାଷୀ ରଣନୀତି ପ୍ରସ୍ତୁତ କରି ସଂଘର୍ଷର ଘୋଷଣା କରିପାରନ୍ତି । ଏହା ପୂର୍ବରୁ ବି ଚାଷୀଙ୍କର ସମସ୍ତ ସଙ୍ଗଠନ ମଧ୍ୟରେ ପ୍ରଥମ ପର୍...