BIG NEWS
କେନ୍ଦ୍ରୀୟ ବଜେଟ୍ ଉପସ୍ଥାପିତ : ଅଣ-ଋଣ ପ୍ରାପ୍ତି ଏବଂ ମୋଟ ବ୍ୟୟ ଯଥାକ୍ରମେ 36.5 ଲକ୍ଷ କୋଟି ଟଙ୍କା ଏବଂ 53.5 ଲକ୍ଷ କୋଟି ଟଙ୍କା ଆକଳନ
ବଜେଟ୍‌ ଗରିବ ବିରୋଧି : କଂଗ୍ରେସ
କର୍ପୋରେଟ ଜଗତ ପାଇଁ ଏହି ବଜେଟ, ସାଧାରଣ ଜନତା ଉପେକ୍ଷିତ: ଭକ୍ତ
Mayawati removes nephew Akash Anand from all party posts

ପୁତୁରା ଆକାଶ ଆନନ୍ଦଙ୍କୁ ପାର୍ଟିର ସମସ୍ତ ପଦରୁ ହଟାଇଲେ ମାୟାବତୀ

 02-03-2025

ଲକ୍ଷ୍ନୌ, 2 ମାର୍ଚ୍ଚ- ବହୁଜନ ସମାଜ ପାର୍ଟିର ରାଜ୍ୟ କାର୍ଯ୍ୟାଳୟରେ ରବିବାର ବହୁଜନ ସମାଜ ପାର୍ଟି ମୁଖ୍ୟ ମାୟାବତୀ ବୈଠକରେ ବଡ ନିଷ୍ପତି ନେଇଛନ୍ତି । ସେ ତାଙ୍କ ପୁତୁରା ଆକାଶ ଆନନ୍ଦଙ୍କୁ ପାର୍ଟିର ସମସ୍ତ ପଦରୁ ହଟାଇ ଦେଇଛନ୍ତି । ତାଙ୍କ ସ୍ଥାନରେ ଭାଇ ଆନନ୍ଦ କୁମାର ଓ ରାମଜୀ ଗୌତମଙ୍କୁ ପାର୍ଟିର ରାଷ୍ଟ୍ରୀୟ କୋଅର୍ଡିନେଟର କରିଛନ୍ତି । ସେମାନଙ୍କ ଦାୟିତ୍ୱ ସଂ...

Meeting chaired by Prime Minister regarding new Chief Election Commissioner

ନୂତନ ମୁଖ୍ୟ ନିର୍ବାଚନ କମିଶନରଙ୍କ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ

 17-02-2025

ନୂଆଦିଲ୍ଲୀ, ୧୭ ଫେବୃଆରୀ - ଦେଶର ନୂତନ ମୁଖ୍ୟ ନିର୍ବାଚନ କମିଶନରଙ୍କ ନାମ ବିଚାର କରିବା ପାଇଁ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ନର୍ଥ ବ୍ଲକରେ ଅନୁଷ୍ଠିତ ଏହି ବୈଠକରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଯୋଗ ଦେଇଥିଲେ। ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁ...

Strong earthquake felt in Delhi-NCR

ଦିଲ୍ଲୀ-ଏନସିଆରରେ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ

 17-02-2025

ନୂଆଦିଲ୍ଲୀ, ୧୭ ଫେବୃଆରୀ । ସୋମବାର ସକାଳ ୦୫.୩୬ ସମୟରେ ଦିଲ୍ଲୀ, ଏନସିଆରରେ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି। ଭୂକମ୍ପନ ପରେ ଲୋକମାନେ ଭୟଭୀତ ହୋଇ ଘରୁ ବାହାରକୁ ଚାଲି ଆସିଥିଲେ।ତେବେ ଭୂକମ୍ପ ଜନିତ ବର୍ତ୍ତମାନ କୌଣସି କ୍ଷତିର ରିପୋର୍ଟ ହୋଇନାହିଁ। 4.0 magnitude earthquake hits Delhi-NCR #DelhiTremors #delhiearthquake pic.twitter.com/N...

Bus carrying pilgrims from Delhi to Mahakumbh falls into a ditch, 4 dead

ଦିଲ୍ଲୀରୁ ମହାକୁମ୍ଭ ଯାଉଥିବା ଶ୍ରଦ୍ଧାଳୁଙ୍କ ବସ ଦୁର୍ଘଟଣାଗ୍ରସ୍ତ, 4 ମୃତ

 13-02-2025

(FMNews):-- ଫତେହପୁର ଥାନା ଅନ୍ତର୍ଗତ କାନପୁର- ପ୍ରୟାଗରାଜ ଜାତୀୟ ରାଜପଥରେ ବୁଧବାର ଏକ ଟ୍ରାଭେଲର ବସ ସହ ଡମ୍ପରର ଧକ୍କା ହୋଇଛି । ଦୁର୍ଘଟଣାରେ 4ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଥିବା ବେଳେ 17ଜଣ ଆହତ ହୋଇଛନ୍ତି । ଏମାନେ ସମସ୍ତେ ଟ୍ରାଭେଲରରେ ଦିଲ୍ଲୀରୁ ପ୍ରୟାଗରାଜ ଯାଉଥିଲେ । ଆହତଙ୍କ ମଧ୍ୟରୁ ତିନିଜଣଙ୍କ ଅବସ୍ଥା ଗୁରୁତର ରହିଛି । ସେମାନଙ୍କୁ କାନପୁରରେ...