- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ଅଲ୍ ଇଣ୍ଡିଆ ମୁସଲିମ୍ ପର୍ସନାଲ ଲ’ ବୋର୍ଡର ୱାକଫ୍ ସଂଶୋଧନ ବିଧେୟକ ବିରୁଦ୍ଧରେ ଜନ୍ତରମନ୍ତରରେ ଧାରଣା
17-03-2025
ନୂଆଦିଲ୍ଲୀ, 17 ମାର୍ଚ୍ଚ- ଅଲ୍ ଇଣ୍ଡିଆ ମୁସଲିମ୍ ପର୍ସନାଲ ଲ ବୋର୍ଡର ଅଧ୍ୟକ୍ଷ ମୌଲାନା ଖାଲିଦ ସୈଫୁଲ୍ଲାହ ରହମାନୀ ସୋମବାର ଜନ୍ତରମନ୍ତରରେ କହିଛନ୍ତି ଯେ, କେନ୍ଦ୍ର ସରକାର ସଂସଦରେ ବେଆଇନ ଭାବେ ୱାକଫ ସଂଶୋଧନ ବିଧେୟକକୁ ସଂଖ୍ୟାବଳ ସାହାରାରେ ପାସ୍ କରିବାକୁ ଅଡି ବସିଛନ୍ତି । ଆମର ଏହି ଲଢେଇ ବହୁସଂଖ୍ୟକ ହିନ୍ଦୁଙ୍କ ସହ ନୁହେଁ, ବରଂ ସରକାରଙ୍କ ସହ, ଯ...
ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କ ପରଲୋକ
17-03-2025
ଭୁବନେଶ୍ୱର, 17 ମାର୍ଚ୍ଚ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କ ପରଲୋକ। ମୃତ୍ୟୁ ବେଳକୁ ତାଙ୍କୁ 84 ବର୍ଷ ବୟସ ହୋଇଥିଲା । ପୁତ୍ର ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନୂଆଦିଲ୍ଲୀ ସ୍ଥିତ ସରକାରୀ ବାସଭବନରେ ତାଙ୍କର ବିୟୋଗ ହୋଇଛି ।ବାର୍ଦ୍ଧକ୍ୟଜନିତ ରୋଗରେ ସେ ପୀଡିତ ଥିଲେ। ଡକ୍ଟର ଦେବେନ୍ଦ୍ର ପ୍ରଧାନ ଏକାଧାରରେ ଥ...
ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କ ବିୟୋଗ: ମୁଖ୍ୟମନ୍ତ୍ରୀଙ୍କ ଶୋକ
17-03-2025
(FM News):କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକବ୍ୟକ୍ତ କରିଛନ୍ତି । ଏକ ଶୋକ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସ୍ୱର୍ଗତ ପ୍ରଧାନ ଜଣେ ଲୋକପ୍ରିୟ ଜନନେତା ଓ ଦକ୍ଷ ପାର୍ଲାମେଣ୍ଟାରିଆନ୍ ଥିଲେ । ୧୯୯୯ ମସିହାରୁ ୨୦୦୧ ମସିହା ପର୍ଯ୍ୟନ୍ତ କେନ୍ଦ୍ର ପରିବହନ ଓ କୃଷି ମନ୍ତ୍ରୀ ଭାବେ ଦକ୍...
ସୁପ୍ରିମକୋର୍ଟର ନୂଆ ବିଚାରପତି ହେଲେ ଜୋୟମାଲା ବାଗଚି, ଶପଥ ପାଠ କରାଇଲେ ପ୍ରଧାନ ବିଚାରପତି
17-03-2025
ନୂଆଦିଲ୍ଲୀ, 17 ମାର୍ଚ୍ଚ - କୋଲକାତା ହାଇକୋର୍ଟର ଜଷ୍ଟିସ ଜୋୟମାଲା ବାଗଚି ଆଜି ସୁପ୍ରିମକୋର୍ଟର ବିଚାରପତି ଭାବେ ଶପଥ ନେଇଛନ୍ତି । ପ୍ରଧାନ ବିଚାରପତି ସଂଜୀବ ଖନ୍ନା ଜଷ୍ଟିସ ବାଗଚୀଙ୍କୁ ସୁପ୍ରିମକୋର୍ଟର ବିଚାରପତି ଭାବେ ଶପଥ ପାଠ କରାଇଛନ୍ତି । ଏହାସହିତ ଏବେ ସୁପ୍ରିମକୋର୍ଟରେ ବିଚାରପତିଙ୍କ ସଂଖ୍ୟା 33 ହୋଇଛି । ସୁପ୍ରିମକୋର୍ଟ ବିଚାରପତିଙ୍କ ସ୍ୱୀକୃତ...