ASI team reaches Shahi Jama Masjid, where workers clash in Sambalpur, Uttar Pradesh

ଉତର ପ୍ରଦେଶର ସମ୍ଭଲରେ ଶ୍ରମିକଙ୍କ ସହିତ ବିବାଦିତ ଶାହୀ ଜାମା ମସଜିଦରେ ପହଂଚିଲା ଏଏସଆଇ ଟିମ୍

 15-03-2025

ମୁରାଦାବାଦ, 15 ମାର୍ଚ୍ଚ- ଉତର ପ୍ରଦେଶର ସମ୍ଭଲ ଜିଲ୍ଲାରେ ବିବାଦିତ ଶାହୀ ଜାମା ମସଜିଦର ରଙ୍ଗ ପାଇଁ ଭାରତୀୟ ପୁରାତତ୍ୱ ସର୍ବେକ୍ଷଣ ଟିମ୍ ଶୁକ୍ରବାର ଦ୍ୱିପ୍ରହରରେ ଶ୍ରମିକଙ୍କ ସହ ପହଂଚିଛନ୍ତି । ସର୍ବପ୍ରଥମେ ମସଜିଦର ଲମ୍ବ ଓ ଚଉଡା ମାପ କରାଯାଇଛି । ଏହାପରେ ରଙ୍ଗ କାମ ରବିବାରରୁ ଆରମ୍ଭ ହେବାର ଆଶା କରାଯାଉଛି ।ମସଜିଦର ସଦର ଜଫର ଅଲି ଆଡଭୋକେଟ କହିଛନ୍ତି ଯେ,...

Blast in temple in Amritsar, worshippers injured

ଅମୃତସରରେ ମନ୍ଦିରରେ ବିସ୍ଫୋରଣ, ଅଳ୍ପକେ ବର୍ତ୍ତିଲେ ପୂଜାରୀ

 15-03-2025

ଚଣ୍ଡିଗଡ, 15 ମାର୍ଚ୍ଚ ପଂଜାବର ଅମୃତସରରେ ହୋଲି ରାତିରେ ଦୁର୍ବୃତ୍ତମାନେ ଏକ ମନ୍ଦିରକୁ ଟାର୍ଗେଟ କରିଛନ୍ତି । ପୋଲିସ ଏକ ମନ୍ଦିର ଉପରେ ଆକ୍ରମଣ ଘଟଣାକୁ ସ୍ୱୀକାର କରିଛି, କିନ୍ତୁ ବିସ୍ଫୋରଣରେ କେଉଁଭଳି ବିସ୍ଫୋଟକ ବ୍ୟବହାର କରାଯାଇଛି, ପୋଲିସ ସେ ନେଇ କୌଣସି ସୂଚନା ଦେଇନି । ମନ୍ଦିରକୁ ବୋମା ମାଡ କିମ୍ବା ପୂର୍ବ ଭଳି ଗ୍ରେନେଡ ମାଡ ହୋଇଛି ଜଣା...

Nominations for Padma Awards 2026 begin

ପଦ୍ମ ପୁରସ୍କାର 2026 ପାଇଁ ନାମାଙ୍କନ ଆରମ୍ଭ

 15-03-2025

ନୂଆଦିଲ୍ଲୀ, 15 ମାର୍ଚ୍ଚ ପଦ୍ମ ପୁରସ୍କାର ପାଇଁ ଶନିବାରରୁ ନାମାଙ୍କନ ଆରମ୍ଭ ହୋଇଛି । ଗଣତନ୍ତ୍ର ଦିବସ 2026 ଅବସରରେ ଘୋଷଣା କରାଯିବାକୁ ଥିବା ଏହି ପୁରସ୍କାର ବିଭିନ୍ନ କ୍ଷେତ୍ରରେ ଅସାଧାରଣ ଉପଲବ୍ଧି ଓ ବିଶିଷ୍ଟ ସେବାକୁ ମାନ୍ୟତା ଦେଇଥାଏ । କେନ୍ଦ୍ର ଗୃହ ମନ୍ତ୍ରାଳୟ ଏକ ବୟାନରେ କହିଛି ଯେ, ଗଣତନ୍ତ୍ର ଦିବସ 2026 ଅବସରରେ ଘୋଷଣା କରାଯିବାକୁ ଥ...

Car overturns: Father-son dies, 6 seriously injured

ଓଲଟିଲା କାର୍ : ବାପ-ପୁଅଙ୍କ ମୃତ୍ୟୁ, ୬ ଗୁରୁତର

 15-03-2025

ମିରଜାପୁର, ୧୫ ମାର୍ଚ୍ଚ - ବାରାଣାସୀ - ଶକ୍ତିନଗର ରାସ୍ତାରେ ଶୁକ୍ରବାର ବିଳମ୍ବିତ ରାତିରେ ଦୃତ ଗତିରେ ଆସୁଥିବା ଏକ ଇନୋଭା କାର୍ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଫଳରେ ଘଟଣାସ୍ଥଳରେ କାର୍ ରେ ଥିବା ବାପ ପୁଅଙ୍କ ମୃତ୍ୟୁ ଘଟିଛି । ଶାଶୁ, ବୋହୂ, ସମେତ ୬ ଜଣ ଗୁରୁତର ହୋଇଛନ୍ତି । ପ୍ରାଥମିକ ଚିକିତ୍ସା ପରେ ସମସ୍ତ ଆହତଙ୍କୁ ଅଧିକ ଚିକିତ୍ସା ନିମନ୍ତେ ବାରାଣାସୀର...