ଝାବୁଆ:ବୋଲସା ଘାଟରେ ସଡକ ଦୁର୍ଘଟଣାରେ ଚାରିଜଣଙ୍କର ମୃତ୍ୟୁ ,ଅନ୍ୟ ପାଞ୍ଚଜଣ ଆହତ
12-04-2025
ଝାବୁଆ 12 ଅପ୍ରେଲ-ଜିଲ୍ଲାର ରାୟପୁରିୟା ଥାନା ଅଞ୍ଚଳ ଅନ୍ତର୍ଗତ ବୋଲସା ଘାଟରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଚାରି ଚକିଆ ଗାଡି ଓଲଟି ପଡିବାରୁ ଚାରିଜଣଙ୍କ ମୃତ୍ୟୁ ଘଟିଛି,ଦୁର୍ଘଟଣାରେ ପାଞ୍ଚଜଣ ଆହତ ହୋଇଛନ୍ତି।ବିଳମ୍ବିତ ରାତିରେ ହୋଇଥିବା ଦୁର୍ଘଟଣା ସତ୍ତ୍ୱେ ନିକଟରେ ରହୁଥିବା ଲୋକମାନେ ଦୁର୍ଘଟଣାସ୍ଥଳରେ ପହଁଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ।ଦୁର୍ଘଟଣ...
ଛତିଶଗଢର ଦନ୍ତେୱାଡା-ବୀଜାପୁର ସୀମାରେ ଏନକାଉଣ୍ଟରରେ ଦୁଇଜଣ ନକ୍ସଲ ନିହତ
12-04-2025
ଦନ୍ତେୱାଡା 12 ଅପ୍ରେଲ-ଛତିଶଗଢର ଦନ୍ତେୱାଡା-ବୀଜାପୁର ସୀମାନ୍ତ ଅଞ୍ଚଳର ଇନ୍ଦ୍ରାବତୀ ଟାଇଗର ରିଜର୍ଭର ଜଙ୍ଗଲରେ ଶନିବାର ସୁରକ୍ଷାବାହିନୀ ଏବଂ ନକ୍ସଲଙ୍କ ମଧ୍ୟରେ ହୋଇଥିବା ଏନକାଉଣ୍ଟରରେ ଦୁଇ ନକ୍ସଲ ନିହତ ହୋଇଛନ୍ତି।ସୁରକ୍ଷାବାହିନୀ ନିହତ ହୋଇଥିବା ଦୁଇ ନକ୍ସଲଙ୍କ ମୃତଦେହ ଏବଂ ଅସ୍ତ୍ରଶସ୍ତ୍ର ଉଦ୍ଧାର କରିଛି।ବସ୍ତର ଆଇଜୀ ସୁନ୍ଦରରାଜ ପୀ. ଏନକାଉଣ୍ଟରକୁ ନିଶ୍ଚିତ...
ରୋଜଗାର ପ୍ରକ୍ରିୟାକୁ ନେଇ କେନ୍ଦ୍ରକୁ ସମାଲୋଚନା କଲେ ରାହୁଲଗାନ୍ଧୀ
11-04-2025
ନୁଆଦିଲ୍ଲୀ 11 ଅପ୍ରେଲ କଂଗ୍ରେସ ନେତା ଏବଂ ଲୋକସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ରୋଜଗାର ସହ ଜଡିତ ପ୍ରୋତ୍ସାହନ (ଇଏଲଆଇ)ଯୋଜନାର ଲାଭ ଯୁବପୀଢୀ ନ ପାଇବା ନେଇ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି।ସେ କହିଛନ୍ତି ଯେ ବର୍ଷ 2024ରେ ଏହି ଜିନିଷ ପାଇଁ ଆବଣ୍ଟିତ 10 ହଜାର କୋଟି ଟଙ୍କା ମଧ୍ୟ ବ୍ୟବହାର ନ କରି ଫେରାଇଦିଆଯାଇଛି।ଏହିପରି ଭାବରେ ଏହ...
ବିହାରର ବୈଶାଳୀରେ କାରକୁ ଧକ୍କା ଦେଲା ଟ୍ରକ, 4 ମୃତ, 3 ଆହତ
08-04-2025
ପାଟଣା, 8 ଏପ୍ରିଲ୍L-ବିହାରର ବୈଶାଳୀ ଜିଲ୍ଲାର ଜଂଦାହା ଅନ୍ତର୍ଗତ ମହିସୌର ଥାନାର ପନସଲା ଚୌକ ନିକଟରେ ଆଜି ସକାଳେ ଏକ ଟ୍ରକ କାରକୁ ଧକ୍କା ଦେଇଛି । ଦୁର୍ଘଟଣାରେ ଗୋଟିଏ ପିଲା ସମେତ ତିନିଜଣ ମହିଳାଙ୍କ ମୃତ୍ୟୁ ହୋଇଛି । ସେହିପରି ଡ୍ରାଇଭର ସମେତୟ ତିନିଜଣ ଆହତ ହୋଇଛନ୍ତି । ପୋଲିସ ଆହତଙ୍କୁ ସଦର ହସ୍ପିଟାଲରେ ଭର୍ତ୍ତି କରିଛି । ପୋଲିସ ମୁତାବକ ବିଦୁପୁର...