- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ରାମବନରେ ବାଦଲ ଫାଟିବା କାରଣରୁ ତିନିଜଣଙ୍କର ମୃତ୍ୟୁ ,ଲକ୍ଷ ଲକ୍ଷ ସମ୍ପତ୍ତି ନଷ୍ଟ
20-04-2025
ଜାମ୍ମୁ 20 ଅପ୍ରେଲ -ରାମବନ ଜିଲ୍ଲାର ସେରୀ ବଗନା ଅଞ୍ଚଳରେ ରବିବାର ସକାଳେ ବାଦଲ ଫାଟିବା ଘଟଣାରେ ତିନିଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି।ଅଧିକାରୀମାନେ ସୁଚନା ଦେଇଛନ୍ତି ଯେ ଏହି ଦୁର୍ଘଟଣା ସକାଳ ସମୟରେ ହଠାତ ବାଦଲ ଫାଟିଯିବା ଫଳରେ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟିଥିଲା। ରାମବନର ଡେପୁଟି କମିଶନର ବସୀର ଉଲ ହକ ଚୌଧୁରୀ...
ନେହରୁଙ୍କ ପ୍ରଶଂସା କଲେ ରାହୁଲ, କହିଲେ ତାଙ୍କର ସବୁଠୁ ବଡ ଅବଦାନ ସତ୍ୟର ସନ୍ଧାନରେ ନିହିତ ରହିଛି
19-04-2025
ନୂଆଦିଲ୍ଲୀ, ୧୯ ଅପ୍ରେଲ - କଂଗ୍ରେସ ନେତା ତଥା ଲୋକସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧି ଶନିବାର ନିଜ ରାଜନୈତିକ ଯାତ୍ରା ପଛରେ ଗଭୀର ପ୍ରେରଣା ଗୁଡିକ ବାବଦରେ ଖୋଲାଖୋଲି ଭାବେ କହିଥିଲେ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହୁରୁଙ୍କ ଠାରୁ ପ୍ରେରଣା ନେଇଥିବା କଥା କହିଛନ୍ତି । ଏହି କଥାବାର୍ତା ପୂର୍ବତନ ସାଂସଦ ସନ୍ଦୀପ ଦିକ୍ଷୀତଙ୍କ ସହିତ ପୋଡ...
ଶିବସେନା ୟୁବିଟି ଓ ମନସେ ମଧ୍ୟରେ ରାଜନୈତିକ ମେଂଟର ସଙ୍କେତ
19-04-2025
ମୁମ୍ବାଇ, 19 ଏପ୍ରିଲ୍ - ମହାରାଷ୍ଟ୍ରରେ ଶନିବାର ଶିବସେନା ୟୁବିଟି ଓ ମହାରାଷ୍ଟ୍ର ନବନିର୍ମାଣ ସେନା ମଧ୍ୟରେ ରାଜନୈତିକ ମେଂଟ ହେବାର ସଙ୍କେତ ମିଳିଛି । ମହାରାଷ୍ଟ୍ର ନବନିର୍ମାଣ ସେନାର ଅଧ୍ୟକ୍ଷ ରାଜନୈତିକ ସ୍ପଷ୍ଟ କରିଛନ୍ତି ଯେ, ସେମାନଙ୍କ ମଧ୍ରରେ କୌଣସି ବଡ ସମସ୍ୟା ନାହିଁ, ଏଥିପାଇଁ ସେ ଉଦ୍ଧବ ଠାକରେଙ୍କ ସହିତ ମେଂଟ ପାଇଁ ପ୍ରସ୍ତୁତ ଅଛନ୍ତି । ଶିବସ...
ଉତ୍ତରାଖଣ୍ଡ- ଚମୋଲିରେ ଖାଇକୁ ଖସିଲା କାର୍, 5 ମୃତ
19-04-2025
ଡେରାଡୁନ, 19 ଏପ୍ରିଲ୍ :- ଉତ୍ତରାଖଣ୍ଡର ଚମୋଲି ଜିଲ୍ଳାର ଗୋପେଶ୍ୱର ସ୍ଥିତ ବିରହି-ନିଜମୁଲା ମୋଟର ମାର୍ଗରେ ଗାଁ ନିକଟରେ ଗାଁ ଶୁକ୍ରବାର ସନ୍ଧ୍ୟାରେ ଏକ କାର ଗଭୀର ଖାଇକୁ ଖସିପଡିଥିଲା, ଏଥିରେ 5ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ଚମୋଲି ଜିଲ୍ଲାରେ ହୋଇଥିବା ଏହି ସଡକ ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହଧାମୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ମୁଖ୍ୟମନ...