BIG NEWS
କେନ୍ଦ୍ରୀୟ ବଜେଟ୍ ଉପସ୍ଥାପିତ : ଅଣ-ଋଣ ପ୍ରାପ୍ତି ଏବଂ ମୋଟ ବ୍ୟୟ ଯଥାକ୍ରମେ 36.5 ଲକ୍ଷ କୋଟି ଟଙ୍କା ଏବଂ 53.5 ଲକ୍ଷ କୋଟି ଟଙ୍କା ଆକଳନ
ବଜେଟ୍‌ ଗରିବ ବିରୋଧି : କଂଗ୍ରେସ
କର୍ପୋରେଟ ଜଗତ ପାଇଁ ଏହି ବଜେଟ, ସାଧାରଣ ଜନତା ଉପେକ୍ଷିତ: ଭକ୍ତ
Mallikarjun Kharge slams PM Modi over Modi's absnse in ALl Party Meeting on Pahalgam

ପହଲଗାମ ଆତଙ୍କବାଦୀ ଆକ୍ରମଣ ସଂପର୍କୀୟ ସର୍ବଦଳୀୟ ବୈଠକରେ ଅଂଶଗ୍ରହଣ ନକରିବା ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଖଡଗେଙ୍କ ସମାଲୋଚନା

 27-04-2025

ଜଗଦାନନ୍ଦ ପ୍ରଧାନ (FM News):-- କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଶନିବାର ପହଲଗାମ ଆତଙ୍କବାଦୀ ଆକ୍ରମଣ ସଂପର୍କୀରେ ଆୟୋଜିତ ହୋଇଥିବା ସର୍ବଦଳୀୟ ବୈଠକରେ ଅଂଶଗ୍ରହଣ ନକରିବାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସମାଲୋଚନା କରିଛନ୍ତି ଏବଂ ସେ କହିଛନ୍ତି ଯେ ଦିଲ୍ଲୀରେ ଅନୁଷ୍ଠିତ ବୈଠକରେ ସରକାର ସୁରକ୍ଷା ତ୍ରୁଟିର କଥା ସ୍ବୀକାର କରିଥିଲେ। ଖଡ...

Government committed to creating employment opportunities for youth - PM Modi

ସରକାର ଯୁବବର୍ଗଙ୍କ ପାଇଁ ରୋଜଗାର ସୁଯୋଗ ସୃଷ୍ଟି କରିବାକୁ ପ୍ରତିବଦ୍ଧ- ପିଏମ ମୋଦି

 26-04-2025

ନୂଆଦିଲ୍ଲୀ, 26 ଏପ୍ରିଲ୍ - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର କହିଛନ୍ତି ଯେ, ଭାରତର ଯୁବବର୍ଗ ଆଜି ସେମାନଙ୍କ ପରିଶ୍ରମ ଓ ଉଦ୍ଭାବନରେ ବିଶ୍ୱକୁ ଏହା ଦେଖାଉଛନ୍ତି ଯେ, ଆମେ କେତେ ସାମର୍ଥ୍ୟ ଅଟୁ । ଆମ ସରକାର ପ୍ରତି ପଦକ୍ଷେପରେ ଏହା ସୁନିଶ୍ଚିତ କରୁଛନ୍ତି ଯେ, ଦେଶର ଯୁବବର୍ଗଙ୍କ ପାଇଁ ରୋଜଗାର ଓ ସ୍ୱରୋଜଗାରର ସୁଯୋଗ ନିରନ୍ତର ବଢୁ । ପ୍ରଧାନମନ୍ତ...

Nunh: Horrific road accident on Delhi-Mumbai Expressway, 7 sanitation workers killed

ନୁଂହ: ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ ୱେରେ ଭୟାବହ ସଡକ ଦୁର୍ଘଟଣା, 7 ସଫେଇକର୍ମୀଙ୍କ ମୃତ୍ୟୁ

 26-04-2025

ନୁଂହ, 26 ଏପ୍ରିଲ୍ - ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ ୱେରେ ଥାନା ଫିରୋଜପୁର ଝିରକା ସୀମା ଅନ୍ତର୍ଗତ ଇବ୍ରାହିମ ବାସ ଗାଁ ନିକଟରେ ଶନିବାର ସକାଳେ ଏକ ଭାରସାମ୍ୟ ହରାଇଥିବା ପିକଅପ ଭ୍ୟାନ ସଫେଇ କର୍ମଚାରୀଙ୍କ ଉପରକୁ ମାଡିଯାଇଛି । ଏହି ଦୁର୍ଘଟଣାରେ 7ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ପରିଚୟ ଜଣାପଡିନି । ମୃତକଙ୍କ ମଧ୍ୟରେ 6ଜଣ ମହିଳା ଓ ଜଣେ ପୁରୁଷ ଅଛନ୍ତି...

Pahalgam Terror Attack Aimed to Divide People of the Country: Rahul Gandhi

ପହଲଗାମ ଆତଙ୍କବାଦୀ ଆକ୍ରମଣ ପଛରେ ଉଦ୍ଦେଶ୍ୟ ଥିଲା ଦେଶରେ ଲୋକଙ୍କ ମଧ୍ୟରେ ବିଭାଜନ ସୃଷ୍ଟି କରିବା: ରାହୁଲ ଗାନ୍ଧୀ

 26-04-2025

ଶ୍ରୀନଗର । ଲୋକସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଶୁକ୍ରବାର ଦିନ କହିଛନ୍ତି ଯେ ପହଲଗାମ ଆତଙ୍କବାଦୀ ଆକ୍ରମଣ ପଛରେ ମୁଖ୍ୟ ଉଦ୍ଦେଶ୍ୟ ଥିଲା ଦେଶର ଲୋକଙ୍କୁ ବିଭାଜନ କରିବା ଏବଂ ବର୍ତ୍ତମାନ ଏହା ଅତ୍ୟନ୍ତ ଜରୁରୀ ଯେ ଭାରତରୁ ଆତଙ୍କବାଦକୁ ସବୁଦିନ ପାଇଁ ମୂଳପୋଛ କରିବାକୁ ଏକଜୁଟ ହେବାର ଆବଶ୍ୟକତା ରହିଛି। ଶ୍ରୀନଗରରେ ସାମ୍ବାଦିକମାନଙ୍କୁ ରାହୁଲ...