ମଧ୍ୟପ୍ରଦେଶର ବିଦିଶାରେ ଓଲଟିଲା ବରଯାତ୍ରୀଙ୍କ ପିକଅପ ଭ୍ୟାନ, 4 ମୃତ
02-05-2025
ବିଦିଶା, 2 ମେ : - ମଧ୍ୟପ୍ରଦେଶର ବିଦିଶା ଜିଲ୍ଲାରେ ସିରୋଂଜ ତହସିଲ ଅଂଚଳରେ ମଦାଗନ ଘାଟିରେ ଗୁରୁବାର ବିଳମ୍ବିତ ରାତିରେ ବରଯାତ୍ରୀଙ୍କ ପିକଅପ ଭ୍ୟାନ ଭାରସାମ୍ୟ ହରାଇ ଓଲଟିପଡିଛି । ଏହି ଦୁର୍ଘଟଣାରେ ଜଣେ ମହିଳାଙ୍କ ସମେତ 4ଜଣ ବରଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ 12ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯା...
ନିୟନ୍ତ୍ରଣ ରେଖାରେ ପୁଣି ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ
02-05-2025
ଶ୍ରୀନଗର, 2 ମେ - ପହଲଗାମରେ ଏପ୍ରିଲ 22ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ ସେନା ଲଗାତର ଭାବେ ନିୟନ୍ତ୍ରଣ ରେଖା ଓ ଅନ୍ତର୍ଜାତୀୟ ସୀମାରେ ଯୁଦ୍ଧ ବିରତିର ଉଲ୍ଲଂଘନ କରି ଭାରତୀୟ ସେନାକୁ ଉସକାଉଛି । ଭାରତୀୟ ସେନାର ଜଣେ ବରିଷ୍ଠ ଅଧିକାରୀଙ୍କ ମୁତାବକ ପାକିସ୍ତାନ ସେନ ଚୌକରୁ ଗୁଳିକାଣ୍ଡ କରାଯାଉଛି । ଗତକାଲିରେ ପାକିସ୍ତାନୀ ସେନା ନିୟନ୍ତ୍ରଣ ରେଖା...
କୋଲକାତା ବଡବଜାର ଅଗ୍ନିକାଣ୍ଡ : ହୋଟେଲ ମାଲିକ ଓ ମ୍ୟାନେଜର ଗିରଫ : ମୃତ୍ୟୁ ସଂଖ୍ୟା ୧୫କୁ ବୃଦ୍ଧି
01-05-2025
କୋଲକାତା, ୧ ମଇ - କୋଲକାତା ବଡବଜାରର ମଛୁଆ ବଜାର ଅଂଚଳରେ ମଙ୍ଗଳବାର ସଂନ୍ଧ୍ୟାରେ ଭୀଷଣ ଅଗ୍ନିକାଣ୍ଡ ମାମଲାରେ ହୋଟେଲ ମାଲିକ ଓ ମ୍ୟାନେଜରଙ୍କୁ ଗିରଫ କରିଛି ପୋଲିସ । ଗୁରୁବାର ସକାଳେ ଆକାଶ ଚାୱଲା ଓ ଗୌରବ କପୁରଙ୍କୁ ହେପାଜତରେ ନେଇଛି ପୋଲିସ । ହୋଟେଲରେ ସୁରକ୍ଷା ସମ୍ବନ୍ଧରେ ଅଣଦେଖା ଓ ଦାୟିତ୍ୱହିନତା ଅଭିଯୋଗରେ ଦୁହିଁଙ୍କୁ ଗିରଫ କରାଯାଇଛି । ଘଟଣାରେ ଅଦ୍ୟାବଧ...
ନିୟନ୍ତ୍ରଣ ରେଖାରେ ପାକିସ୍ତାନର ପୁଣି ଅସ୍ତ୍ର ବିରତି ଉଲ୍ଲଂଘନ
30-04-2025
ଶ୍ରୀନଗର, 30 ଏପ୍ରିଲ୍ - ଜମ୍ମୁ କଶ୍ମୀରର ପହଲଗାମରେ ଏପ୍ରିଲ 22ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ ନିୟନ୍ତ୍ରଣ ରେଖା ନିକଟରେ ଲଗାତର ଅସ୍ତ୍ର ବିରତିର ଉଲ୍ଲଂଘନ କରୁଛି । ଦୁଇ ଦେଶ ମଧ୍ୟରେ ଉତ୍ତେଜନା ବଢିବା ମଧ୍ୟରେ ପାକିସ୍ତାନର ସେନା ଏପ୍ରିଏ 22 ରାତିରୁ ଗୁଳିକାଣ୍ଡ କରୁଛନ୍ତି । ଭାରତୀୟ ସେନା କହିଛି ଯେ, ଏପ୍ରିଲ 29-30 ରାତିରେ ପାକିସ୍ତାନ ସେ...