- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ଜାମ୍ମୁ କାଶ୍ମୀରରେ ନିୟନ୍ତ୍ରଣ ରେଖାରେ ପାକିସ୍ଥାନ ସେନା ଆଖିବୁଜା ଗୁଳି ଚଳାଇଲା, ନଅ ନାଗରିକଙ୍କ ମୃତ୍ୟୁ,50 ଆହତ
07-05-2025
ପୁଞ୍ଛ:ପହଲଗ୍ରାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତର କୁଟନୈତିକ ଦଣ୍ଡମୁଳକ ପଦକ୍ଷେପ ପରେ ଜାମ୍ମୁ କାଶ୍ମୀର ସୀମାରେ ଲଗାତାର ଅସ୍ତ୍ରବିରତି ଉଲଙ୍ଘନ କରିଆସୁଛି।ପହଲଗ୍ରାମ ଆତଙ୍କର ଦ୍ୱିତୀୟ ଦିନଠାରୁ ପାକିସ୍ଥାନର ଏହି କାର୍ଯ୍ୟକଳାପ ଜାରି ରହିଛି।ଜାମ୍ମୁକାଶ୍ମୀରର ନିୟନ୍ତ୍ରଣ ରେଖା ପାର୍ଶ୍ୱରେ ଥିବା ଅନେକ ଅଞ୍ଚଳରେ ରାତିରେ ପାକିସ୍ଥାନ ସେନା ବିନା ପ୍ରରୋଚନାରେ ଗୁଳିବ...
ଭାରତର 'ଅପରେସନ୍ ସିନ୍ଦୁର': ପାକିସ୍ତାନ ଉପରେ ଆକାଶ ମାର୍ଗରୁ ହେଲା ଆକ୍ରମଣ, ୯ ଆତଙ୍କବାଦୀ ଅଡ୍ଡା ଧ୍ୱଂସ
07-05-2025
(FM News): ଭାରତୀୟ ସେନା ଆତଙ୍କବାଦ ବିରୋଧରେ ଅପରେସନ୍ ସିନ୍ଦୁର ଆରମ୍ଭ କରିଛି। ଭାରତୀୟ ସେନା ଏହି ସୂଚନା ସୋସିଆଲ ମିଡିଆ ଆକାଉଣ୍ଟ ମାଧ୍ୟମରେ ପ୍ରକାଶ କରିଛି। ସୂଚନା ଅନୁଯାୟୀ, ପାକିସ୍ତାନରେ ୯ଟି ସ୍ଥାନରେ ଆକାଶ ମାର୍ଗରୁ ଆକ୍ରମଣ କରିଛି। ଭାରତ ଆତଙ୍କବାଦୀ ଅଡ୍ଡାଗୁଡ଼ିକୁ ଟାର୍ଗେଟ କରିଛି। ଖବର ଅନୁସାରେ, ଭାରତୀୟ ବାୟୁସେନା ପିଓକେ (ପାକି...
ଲକ୍ଷ୍ନୌ-ଆଗ୍ରା ଏକ୍ସପ୍ରେସ ୱେ ରେ ଡବଲ ଡେକର ବସ୍ କୁ ପିଟିଲା ଟ୍ରଲି : ଚାଳକ ମୃତ, ୨୭ ଆହତ
04-05-2025
ଲକ୍ଷ୍ନୌ, ୪ ମଇ- ଉନ୍ନାବ ଜିଲ୍ଲାର ଔରସ ଥାନା ଅନ୍ତର୍ଗତ ଲକ୍ଷ୍ନୌ-ଆଗ୍ରା ଏକ୍ସପ୍ରେସ ୱେ ରେ ରବିବାର ସକାଳେ ଡବଲ ଡେକର ବସ୍ କୁ ଧକ୍କା ଦେଇଛି ଟାଇଲ୍ ବୋଝେଇ ଟ୍ରଲି । ଏହି ଦୁର୍ଘଟଣାରେ ବସ୍ ଚାଳକ ହରେନ୍ଦ୍ର ସିଂହଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ବସ୍ ରେ ଥିବା ୨୭ ଜଣ ଯାତ୍ରୀ ଆହତ ହୋଇଛନ୍ତି । ତନ୍ମଧ୍ୟରୁ ୧୧ ଜଣ ଗୁରୁତର ହୋଇଛନ୍ତି । ମୃତ ଡ୍ରାଇଭରଙ୍କ...
ପାକିସ୍ତାନ ବିରୁଦ୍ଧରେ ଭାରତର ଆଉ ଏକ ନିଷ୍ପତ୍ତି, ବାଗଲିହାର ବନ୍ଧରୁ ଚେନାବ ନଦୀର ଜଳ ପ୍ରବାହ ଅଟକାଇଲା
04-05-2025
(FM News):-- ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଜାରି ରହିଛି। ଭାରତ ଲଗାତାର ଭାବେ ପାକିସ୍ତାନ ବିରୁଦ୍ଧରେ ନିଷ୍ପତ୍ତି ନେଉଛି। ସର୍ବଶେଷ ଖବର ଅନୁସାରେ, ଭାରତ ଚେନାବ ନଦୀ ଉପରେ ଥିବା ବାଗଲିହାର ବନ୍ଧରୁ ପାକିସ୍ତାନକୁ ଯାଉଥିବା ଜଳ ପ୍ରବାହକୁ ଅଟକାଇ ଦେଇଛି। ରିପୋର୍ଟ ଅନୁସାରେ, ଝେଲମ ନଦୀ ଉପରେ ଥିବା କିଶନଗଙ୍ଗା ବନ୍ଧରେ...