BIG NEWS
କେନ୍ଦ୍ରୀୟ ବଜେଟ୍ ଉପସ୍ଥାପିତ : ଅଣ-ଋଣ ପ୍ରାପ୍ତି ଏବଂ ମୋଟ ବ୍ୟୟ ଯଥାକ୍ରମେ 36.5 ଲକ୍ଷ କୋଟି ଟଙ୍କା ଏବଂ 53.5 ଲକ୍ଷ କୋଟି ଟଙ୍କା ଆକଳନ
ବଜେଟ୍‌ ଗରିବ ବିରୋଧି : କଂଗ୍ରେସ
କର୍ପୋରେଟ ଜଗତ ପାଇଁ ଏହି ବଜେଟ, ସାଧାରଣ ଜନତା ଉପେକ୍ଷିତ: ଭକ୍ତ
Government should clarify its stand on ceasefire: Congress

ସରକାର ଅସ୍ତ୍ରବିରତି ଉପରେ ନିଜର ମତ ସ୍ପଷ୍ଟ କରିବା ଉଚିତ: କଂଗ୍ରେସ

 13-05-2025

ନୂଆଦିଲ୍ଲୀ, ୧୩ ମଇ - ପାକିସ୍ତାନ ସହିତ ଯୁଦ୍ଧବିରତି ନିଷ୍ପତି ଉପରେ କଂଗ୍ରେସ ପ୍ରଶ୍ନ ଉଠାଇଛି। ଦଳ କହିଛି ଯେ ଭାରତକୁ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦକୁ ସମାପ୍ତ କରିବାର ସୁଯୋଗ ମିଳିଥିଲା, ଯାହାକୁ ସରକାର ହରାଇଲା। ବରିଷ୍ଠ କଂଗ୍ରେସ ନେତା ଏବଂ ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଦଳୀୟ ମୁଖ୍ୟାଳୟରେ ସାମ୍ବାଦିକମାନଙ୍କ ସହ କଥା ହୋଇଥିଲ...

Schools, colleges closed in Rajasthan's border districts after airstrike, army on alert

ଏୟାରଷ୍ଟ୍ରାଇକ ପରେ ରାଜସ୍ଥାନର ସୀମାବର୍ତ୍ତୀ ଜିଲ୍ଲାରେ ସ୍କୁଲ -କଲେଜ ବନ୍ଦ,ସେନା ସତର୍କ

 08-05-2025

ଜୟପୁର 8 ମଇ ପାକିସ୍ତାନରେ ଆତଙ୍କବାଦୀ ଆଡ୍ଡା ଉପରେ ଭାରତର ଏୟାର ଷ୍ଟ୍ରାଇକ ପରେ ସାରା ଦେଶରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ରାଜସ୍ଥାନ,ଯାହା ପାକିସ୍ଥାନର ସୀମା ସଂଲଗ୍ନ ସ୍ୱତନ୍ତ୍ର ସତର୍କତା ଅବଲମ୍ବନ କରାଯାଉଛି।ରାଜ୍ୟ ସରକାର ସୁରକ୍ଷା କାରଣରୁ ସୀମାନ୍ତ ଜିଲ୍ଲାର ଛଅଟି ଜିଲ୍ଲା-ଜୋଧପୁର,ଫଳୋଦୀ,ଜୈସଲମେର,ବାଡମେର,ଶ୍ରୀଗଙ୍ଗାନଗର ଏବଂ ବିକାନେରର...

PM meets Secretaries, emphasizes coordination among ministries and various agencies

ସଚିବଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ, ମନ୍ତ୍ରାଳୟ ଓ ବିଭିନ୍ନ ଏଜେନ୍ସି ମଧ୍ୟରେ ସମନ୍ୱୟ ଉପରେ ଦେଲେ ଗୁରୁତ୍ୱ

 08-05-2025

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଦିନ ଜାତୀୟ ସୁରକ୍ଷା ସହ ସଂପୃକ୍ତ ନିକଟର ଘଟଣାବଳୀ ପ୍ରତି ଦୃଷ୍ଟି ଦେଇ କେନ୍ଦ୍ର ସରକାରର ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗର ସଚିବମାନଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକର ଅଧ୍ୟକ୍ଷତା କରିଛନ୍ତି, ଯେଉଁଥିରେ ଜାତୀୟ ପ୍ରସ୍ତୁତି ଓ ଅନ୍ତର-ମନ୍ତ୍ରାଳୟ ସମନ୍ୱୟରେ ସମୀକ୍ଷା କରାଯାଇଛି । ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଏକ ବିବୃତିରେ...

Operation Sindoor - Indian Army action kills over a hundred terrorists

ଅପରେସନ ସିନ୍ଦୂର- ଭାରତୀୟ ସେନାର କାର୍ଯ୍ୟାନୁଷ୍ଠାନରେ ଶହେରୁ ଅଧିକ ଆତଙ୍କବାଦୀ ନିହତ

 08-05-2025

ନୂଆଦିଲ୍ଲୀ, 8 ମେ ଭାରତୀୟ ସେନାର ମିଳିତ ଅଭିଯାନରେ ଅପରେସନ ସିନ୍ଦୂର ଅନ୍ତର୍ଗତ କରାଯାଇଥିବା ଆକାଶମାର୍ଗ ଆକ୍ରମଣରେ ଶହେରୁ ଅଧିକ ଆତଙ୍କବାଦୀ ନିହତ ହୋଇଛନ୍ତି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସର୍ବଦଳୀୟ ବୈଠକରେ କହିଛନ୍ତି ଯେ, ଏହି ଅଭିଯାନ କେବଳ ଆତଙ୍କବାଦୀ ଠିକଣାରେ ସୀମିତ ଥିଲା ଏବଂ ଏହା ଏବେ ବି ଜାରି ରହିଛି । ଗୁରୁବାର ଦିନ ସଂସଦ ପରି...