BIG NEWS
କେନ୍ଦ୍ରୀୟ ବଜେଟ୍ ଉପସ୍ଥାପିତ : ଅଣ-ଋଣ ପ୍ରାପ୍ତି ଏବଂ ମୋଟ ବ୍ୟୟ ଯଥାକ୍ରମେ 36.5 ଲକ୍ଷ କୋଟି ଟଙ୍କା ଏବଂ 53.5 ଲକ୍ଷ କୋଟି ଟଙ୍କା ଆକଳନ
ବଜେଟ୍‌ ଗରିବ ବିରୋଧି : କଂଗ୍ରେସ
କର୍ପୋରେଟ ଜଗତ ପାଇଁ ଏହି ବଜେଟ, ସାଧାରଣ ଜନତା ଉପେକ୍ଷିତ: ଭକ୍ତ
Bus overturns in Jaunpur after losing control: 5 dead: CM expresses grief

ଜୌନପୁରରେ ଭାରସାମ୍ୟ ହରାଇ ଓଲଟିଲା ବସ୍ : ୫ ମୃତ : ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

 30-05-2025

ଜୌନପୁର, ୩୦ ମଇ - ଜୌନପୁର ଜିଲ୍ଲା ବକ୍ସା ଥାନା ଅନ୍ତର୍ଗତ ଲଖଉବା ହାଇୱେ ନିକଟରେ ଶୁକ୍ରବାର ଏକ ଘରୋଇ ବସ୍ ଭାରସାମ୍ୟ ହରାଇ ଓଲଟି ପଡିବା ଫଳରେ ୫ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି । ଦୁର୍ଘଟଣାରେ ୬ରୁ ଉର୍ଦ୍ଧ୍ୱ ଲୋକ ଗୁରୁତର ହୋଇଛନ୍ତି । ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଏ ସମ୍ପର୍କରେ ଖବର ପାଇବା ପରେ ଜିଲ୍ଲାପାଳ ଡଃ. ଦିନେଶ...

Three killed in two road accidents in Nagaon

ନଗାଓଁରେ ଦୁଇଟି ସଡକ ଦୁର୍ଘଟଣାରେ ତିନିଜଣଙ୍କ ମୃତ୍ୟୁ

 25-05-2025

ନଗାଓଁ(ଆସାମ) 25 ମଇ-ନଗାଓଁ ଜିଲ୍ଲାରେ ଅବସ୍ଥିତ 36 ନମ୍ବର ଜାତୀୟ ରାଜପଥରେ ଶନିବାର ରାତିରେ ଦୁଇ ଭିନ୍ନ ଭିନ୍ନ ସଡକ ଦୁର୍ଘଟଣାରେ ତିନିଜଣଙ୍କର ମୃତ୍ୟୁ ଘଟିଛି।ପୋଲିସ ରବିବାର କହିଛି ଯେ ପ୍ରଥମ ଦୁର୍ଘଟଣା କଠିୟାତଳୀ ରଙ୍ଗବେଙ୍ଗ ଅଞ୍ଚଳରେ ହୋଇଥିଲା ଯେଉଁଠାରେ ରାଜପଥ ରାସ୍ତାରେ ଠିଆ ହୋଇଥିବା ଏକ ଟ୍ରକରେ ଦ୍ରୁତ ଗତି ପଲ୍ସର ବାଇକ ଧକ୍କା ଦେଇଥିଲା।ଏହି ଦୁର୍ଘଟଣାରେ...

Mann Bi Baat - Operation Sindhu is not just a military mission, it is our courage, resolve and a picture of a changing India - PM Modi

ମନ୍ ବୀ ବାତ- ଅପରେସନ ସିନ୍ଦୁର କେବଳ ସାମରିକ ମିଶନ ନୁହେଁ, ଆମ ସାହସ, ସଂକଳ୍ପ ଓ ବଦଳୁଥିବା ଭାରତର ଚିତ୍ର ଅଟେ- ପିଏମ ମୋଦି

 25-05-2025

ନୂଆଦିଲ୍ଲୀ, 25 ମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ତାଙ୍କର ମାସିକ ରେଡିଓ କାର୍ଯ୍ୟକ୍ରମ ମନ କି ବାତ୍ ରେ କହିଛନ୍ତି ଯେ, ଅପରେସନ୍ ସିନ୍ଦୂର କେବଳ ଗୋଟିଏ ସେନା ଅଭିଯାନ ନୁହେଁ, ଏହା ଆମର ସାହସ, ସଙ୍କଳ୍ପ ଓ ବଦଳୁଥିବା ଭାରତର ଏକ ଚିତ୍ର। ଆଜି ସମଗ୍ର ଦେଶ ଆତଙ୍କବାଦ ବିରୁଦ୍ଧରେ ଏକତାବଦ୍ଧ ଅଛି। ପ୍ରତ୍ୟେକ ଭାରତବାସୀଙ୍କ...

MP Deepender Singh Hooda will join the Jai Hind Yatra on the 29th.

ଆସନ୍ତା ୨୯ ତାରିଖ ଦିନ ସାଂସଦ ଦିପେନ୍ଦର ସିଂ ହୁଦା ଜୟହିନ୍ଦ ଯାତ୍ରାରେ ଯୋଗଦେବେ

 25-05-2025

ଭୁବନେଶ୍ଵର: ଆସନ୍ତା ୨୯ ତାରିଖ ଦିନ ଅତ୍କଳ ଭାରତ ଜାତୀୟ କଂଗ୍ରେସର ନିର୍ଦ୍ଦେଶକ୍ରମେ ଓଡ଼ିଶା ପ୍ରଦେଶ କଂଗ୍ରେସ ତରଫରୁ ଭୁବନେଶ୍ୱର ଠାରେ ଜୟହିନ୍ଦ ଯାତ୍ରା ପାଳନ କରାଯିବ। ଏହି କାର୍ଯ୍ୟକ୍ରମରେ ଅତ୍କଳ ଭାରତ ଜାତୀୟ କଂଗ୍ରେସର ସାଂସଦ ଦିପେନ୍ଦର ସିଂ ହୁଦା ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ରେ ଏହି କାର୍ଯ୍ୟକ୍ରମରେ ସମସ୍ତ କଂଗ୍ରେସ ନେତୃବୃନ୍ଦ, ସ...