- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀଙ୍କ ରାଜକୋଟରେ ଆଜି ହେବ ଅନ୍ତିମ ସଂସ୍କାର
16-06-2025
ଅହମଦାବାଦ-- ଏୟାର୍ ଇଣ୍ଡିଆ ବିମାନ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀଙ୍କ ମୃତଦେହର ଚିହ୍ନଟ ହୋଇଛି । ରବିବାର ତାଙ୍କର ଡିଏନଏ ମ୍ୟାଚ୍ ହୋଇଯାଇଛି। ରାଜକୋଟରେ ସୋମବାର ଦ୍ୱିପ୍ରହର 3ଟାରେ ତାଙ୍କର ପାର୍ଥିବ ଶରୀରର ଅନ୍ତିମ ସଂସ୍କାର କରାଯିବ। ଏହି ଦୁର୍ଘଟଣାରେ ମୃତକମାନଙ୍କର ଶବ ଏତେ କ୍ଷତବିକ୍ଷତ ଅବସ୍ଥାରେ ଥିଲା ଯ...
ଉତ୍ତର ପ୍ରଦେଶରେ ଭୟାବହ ସଡକ ଦୁର୍ଘଟଣାରେ 5 ମୃତ, ଜଣେ ଆହତ
15-06-2025
ଆମେଠି, 15 ଜୁନ୍ - ଉତ୍ତର ପ୍ରଦେଶର ଆମେଠି ଜିଲ୍ଲାରେ ରବିବାର ସକାଳେ ଏକ ମୃତଦେହ ନେଇ ଯାଉଥିବା ଆମ୍ବୁଲାନ୍ସ ଏକ ପିକଅପ୍ ଭ୍ୟାନ ସହ ଧକ୍କା ହୋଇଛି, ଫଳରେ ଆମ୍ବୁଲାନ୍ସରେ ଥିବା 6 ଜଣ ମଧ୍ୟରୁ 5 ଜଣଙ୍କର ମୃତ୍ୟୁ ହୋଇଛି। ପୁଲିସ ଉଦ୍ଧାର ଓ ରେସକ୍ୟୁ କାର୍ଯ୍ୟ ଆରମ୍ଭ କରିଛି ଓ ଦୁର୍ଘଟଣାଗ୍ରସ୍ତ ଯାନକୁ ପୂର୍ବାଞ୍ଚଳ ଏକ୍ସପ୍ରେସ୍ୱେରୁ ହଟାଇ ସଡ଼କ ଖାଲି କରାଯ...
କେଦାରନାଥ ଯାତ୍ରା ମାର୍ଗରେ ଗୌରୀକୁଣ୍ଡରେ ହେଲିକପ୍ଟର କ୍ରାସ
15-06-2025
ରୁଦ୍ରପ୍ରୟାଗ, 15 ଜୁନ୍ - ବିଶ୍ୱ ପ୍ରସିଦ୍ଧ କେଦାରନାଥ ଯାତ୍ରା ମାର୍ଗରେ ଗୌରୀକୁଣ୍ଡ ନିକଟରେ ରବିବାର ଏକ ହେଲିକପ୍ଟର ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ସୂଚନା ମିଳିବା ପରେ ପ୍ରଶାସନ ରେସକ୍ୟୁ ଓ ଉଦ୍ଧାର ଦଳକୁ ଘଟଣାସ୍ଥଳକୁ ପଠାଇଛି । ଖବର ମିଳିଛି ଯେ ଏହି ହେଲିକପ୍ଟରଟି ଆର୍ଯ୍ୟନ କମ୍ପାନୀର ଥିଲା ଓ କେଦାରନାଥରୁ ଫାଟାକୁ ଆସୁଥିଲା। ଗୌରୀକୁଣ୍ଡର ପାହାଡିଆ ଅଞ...
ନିଟ୍-ୟୁଜି ମେଡିକାଲ ପ୍ରବେଶ ପରୀକ୍ଷାର ଫଳାଫଳ ଘୋଷିତ, ଟପରେ ରାଜସ୍ଥାନର ମହେଶ କୁମାର
15-06-2025
ନୂଆଦିଲ୍ଲୀ :-ଜାତୀୟ ପରୀକ୍ଷା ଏଜେନ୍ସି (ଏନଟିଏ) ଶନିବାର ଦିନ ଜାତୀୟ ପାତ୍ରତା ସହ ପ୍ରବେଶ ପରୀକ୍ଷା (ନିଟ୍) ୟୁଜି 2025ର ଫଳାଫଳ ଘୋଷଣା କରିଛନ୍ତି । ରାଜସ୍ଥାନର ମହେଶ କୁମାର ଅଖିଲ ଭାରତୀୟ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଏନଟିଏମେ 4 ତାରିଖରେ 552ଟି ଭାରତୀୟ ସହର ଓ ଦୁବାଇ, ଦୋହା, ସିଙ୍ଗାପୁର ଓ କାଠମାଣ୍ଡୁ ସହିତ 14ଟି ଅନ୍ତର୍ଜାତୀୟ ସ୍ଥାନରେ ମୋଟ...