ଏୟାର ଇଣ୍ଡିଆର ବିମାନ ଦୁର୍ଘଟଣାଗ୍ରସ୍ତ,204 ଶବ ଉଦ୍ଧାର ଓ ରେସକ୍ୟୁ କାର୍ଯ୍ୟ ଜାରି
12-06-2025
ନୂଆଦିଲ୍ଲୀ/ଅହମଦାବାଦ, 12 ଜୁନ୍ :- ଅହମଦାବାଦର ସରଦାର ବଲ୍ଲଭଭାଇ ପଟେଲ୍ ଅନ୍ତର୍ଜାତୀୟ ବିମାନବନ୍ଦର ନିକଟରେ ଗୁରୁବାର ଦିନ ୨୪୨ ଯାତ୍ରୀଙ୍କୁ ନେଇ ଯାଉଥିବା ଏୟାର୍ ଇଣ୍ଡିଆର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣା ସ୍ଥଳରେ ଉଦ୍ଧାର ଓ ରେସକ୍ୟୁ କାର୍ଯ୍ୟ ଜାରି ରହିଛି। ବର୍ତ୍ତମାନ ସୁଧା ମିଳିଥିବା ସୂଚନା ଅନୁଯାୟୀ 204 ଜଣଙ୍କର ଶବକୁ ଊଦ୍ଧାର କରାଯାଇଛି।...
୧୧ ବର୍ଷର ମୋଦି ସରକାର କେବଳ ଦେଶବାସୀଙ୍କୁ ମିଛ ପ୍ରତିଶ୍ରୁତି ଦେଇ ଭୁଆଁ ବୁଲାଇଛନ୍ତି – କଂଗ୍ରେସ
11-06-2025
ଭୁବନେଶ୍ୱର- ମୋଦି ସରକାରଙ୍କ ତୃତୀୟ ପାଳିର ପ୍ରଥମ ବର୍ଷର ଯେଉଁ ସଫଳତାର ଗୋଲାପୀ ଚିତ୍ର ଦେଶବାସୀଙ୍କ ସାମନାରେ ରଖିଛନ୍ତି ତାହା ସଂପୂର୍ଣ୍ଣ ମିଛ ଓ ଦେଶବାସୀଙ୍କୁ ଭ୍ରମିତ କରିବା ଉଦ୍ଦେଶ୍ୟରେ ଏହା କରାଯାଇଛି । ସବୁଠାରୁ ଆଶ୍ଚର୍ଯ୍ୟର କଥା ୨୦୧୪ ମସିହା ପାଖରୁ ଆଜି ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତ ବର୍ଷର ଜନସାଧାରଣଙ୍କୁ ଯେଉଁସବୁ ପ୍ରତିଶ୍ରୁତି...
ଉତ୍ତର ସିକିମରେ ତିସ୍ତା ନଦୀକୁ ଖସିଲା ପର୍ଯ୍ୟଟକ ଗାଡି, 2 ଉଦ୍ଧାର, 9ଜଣଙ୍କ ତଲାସୀ ଜାରି
30-05-2025
ଗ୍ୟାଙ୍ଗଟକ, 30 ମେ - ଉତ୍ତର ସିକ୍କିମରେ ଗୁରୁବାର ରାତିରେ ଏକ ବଡଧରଣର ସଡକ ଦୁର୍ଘଟଣା ଘଟିଛି। ପର୍ଯ୍ୟଟକମାନେ ବସିଥିବା ଗୋଟିଏ ଟ୍ୟାକ୍ସି ଗାଡ଼ି ତିସ୍ତା ନଦୀକୁ ଖସି ପଡ଼ିଛି। ଗାଡ଼ିରେ ଚାଳକ ସହିତ ୧୧ ଜଣ ଲୋକ ଥିଲେ। ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ଗୁରୁତର ଅବସ୍ଥାରେ ବାହାର କରାଯାଇଛି, ଅନ୍ୟମାନେ ନିଖୋଜ ଅଛନ୍ତି। ଏହି ଦୁର୍ଘଟଣା ଉତ୍ତର ସିକ୍କିମର ଚୁଙ୍ଗଥାଙ୍ଗ...
ପଂଜାବର ମୁକ୍ତସର ସାହିବରେ ବାଣ ଫ୍ୟାକ୍ଟ୍ରିରେ ବିସ୍ଫୋରଣ, 5 ମୃତ, 25 ଆହତ
30-05-2025
ଚଣ୍ଡିଗଡ, 30 ମେ : ପଞ୍ଜାବର ମୁକ୍ତସର ସାହିବ୍ ଅଞ୍ଚଳରେ ଥିବା ଏକ ବାଣ କାରଖାନାରେ ଗତରାତି ଘଟିଥିବା ବିସ୍ଫୋରଣରେ ପାଞ୍ଚଜଣ କାରିଗରଙ୍କ ମୃତ୍ୟୁ ଘଟିଛି ଓ ୨୫ ଜଣ ଅନ୍ୟ ଲୋକ ଆହତ ହୋଇଛନ୍ତି। ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲ ଓ ବଠିଣ୍ଡା ଏମ୍ସରେ ଭର୍ତ୍ତି କରାଯାଇଛନ୍ତି। ପ୍ରଶାସନ ପକ୍ଷରୁ ପାଞ୍ଚଜଣ କାରିଗରଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି, କିନ୍ତୁ...