ପହଲଗାମ ଆତଙ୍କବାଦୀ ଆକ୍ରମଣ: ପୂର୍ବତନ ବାୟୁସେନା ମୁଖ୍ୟ ଏବଂ ପୂର୍ବତନ ସେନା ମୁଖ୍ୟ କହିଲେ, ପାକିସ୍ତାନକୁ ଉଚିତ୍ ଶିକ୍ଷା ଦେବାର ଆସିଛି ସମୟ
25-04-2025
କୋଲକାତା, ୨୫ ଏପ୍ରିଲ - ଦେଶର ଦୁଇ ପୂର୍ବତନ ଶୀର୍ଷ ସାମରିକ ଅଧିକାରୀ - ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶାଲ୍ ଅରୂପ ରାହା (ଅବସରପ୍ରାପ୍ତ) ଏବଂ ସ୍ଥଳସେନା ମୁଖ୍ୟ ଜେନେରାଲ ଶଙ୍କର ରାୟ ଚୌଧୁରୀ (ଅବସରପ୍ରାପ୍ତ) ଜମ୍ମୁ ଏବଂ କାଶ୍ମୀରର ପହଲଗାମରେ ହୋଇଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣ ଉପରେ କଡ଼ା ପ୍ରତିକ୍ରିୟା ଦେଇଛନ୍ତି। ଉଭୟ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦ...
କେନ୍ଦ୍ରକୁ ରାଜ୍ୟର ସମ୍ପୂର୍ଣ୍ଣ ସମର୍ଥନ - ସିଦ୍ଦରମୈୟା
24-04-2025
ବେଙ୍ଗଲୁରୁ, ୨୪ ଅପ୍ରେଲ - ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା କହିଛନ୍ତି ଯେ, ଆତଙ୍କବାଦୀଙ୍କୁ ସମ୍ପୂର୍ଣ୍ଣ ସଫା କରିବା ସରକାରଙ୍କ ଦାୟୀତ୍ୱ ଅଟେ । ଆମ ସରକାର ଦେଶରେ ଆତଙ୍କବାଦୀ ଗତିବିଧିକୁ ସମ୍ପୂର୍ଣ୍ଣ ପ୍ରତିହତ କରିବା ଓ ଆତଙ୍କବାଦୀଙ୍କୁ ହରାଇବାରେ କେନ୍ଦ୍ରକୁ ସମ୍ପୂର୍ଣ୍ଣ ସହଯୋଗ କରିବ । ସେ କହିଛନ୍ତି ଯେ, ଦିନ ଦ୍ୱିପ୍ରହରରେ, ନିର୍ଦ୍ଦୋଷ ଲୋକଙ୍କୁ ତାଙ୍କ ପର...
ପହଲଗାମ ପ୍ରସଙ୍ଗରେ କଂଗ୍ରେସର ସିଡବ୍ଲୁସି ବୈଠକ : ଆବଶ୍ୟକତା ରହିଛି ଏକତା ଓ ଏକଜୁଟ୍ ; କିନ୍ତୁ ବିଜେପି ଅବିଶ୍ୱାସ, ଧ୍ରୁବିକରଣ, ଓ ବିଭାଜନକୁ ପ୍ରୋତ୍ସାହନ ଦେଊଛି
24-04-2025
By Jagadananda Pradhan (Fast Mail News):--- କଂଗ୍ରେସ ପହଲଗାମ ଆକ୍ରମଣକୁ ଦୃଷ୍ଟିରେ ରଖି ତାର ସର୍ବୋଚ୍ଚ ନୀତି ନିର୍ଦ୍ଧାରକ ଗ୍ରୁପ କଂଗ୍ରେସ କାର୍ଯ୍ୟକାରୀ କମିଟିର ଗୁରୁବାର ପାର୍ଟି ମୁଖ୍ୟାଳୟରେ ଏକ ବୈଠକ ଆୟୋଜନ କରିଛି। ବୈଠକରେ ବହୁପ୍ରସ୍ତାବ ପାରିତ କରାଯାଇଛି ।ପ୍ରସ୍ତାବରେ ଆତଙ୍କବାଦୀ ଆକ୍ରମଣର ନିନ୍ଦା କରି ଶାନ୍ତି ପାଇଁଅପ...
ମହାରାଷ୍ଟ୍ରରେ 40 ଲକ୍ଷ ଟଙ୍କାର ପୁରସ୍କାର ବହନକାରୀ ଚାରିଜଣ ନକ୍ସଲୀ ଗିରଫ
20-04-2025
ମୁମ୍ବାଇ 20 ଅପ୍ରେଲ -ମହାରାଷ୍ଟ୍ରର ଗଢଚିରୌଲୀ ଜିଲ୍ଲାର ପଲ୍ଲୀ ଜଙ୍ଗଲରେ ପୋଲିସ ସୀ-60 କମାଣ୍ଡୋଙ୍କ ହତ୍ୟାରେ ସାମିଲ ଏବଂ 40 ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥିବା ଚାରିଜଣ କଟ୍ଟର ନକ୍ସଲଙ୍କୁ ଗିରଫ କରିଛି।ଗିରଫ ନକ୍ସଲମାନଙ୍କ ପରିଚୟ ସେଲୁ ମୁଡେଲା ଓରଫ ରଘୁ(55) ତାଙ୍କ ପତ୍ନୀ ଜୈନୀ ଖରାଟମ ଓରଫ ଅଖିଳା (41)ଏବଂ ଜନ୍ସୀ ତଳନ୍ଦୀ ଓରଫ ଗଙ୍ଗୁ ଏବଂ ମନୀଲା ଗାୱଡ...