ଗ୍ୱାଲିୟରରେ ଆଗରା-ମୁମ୍ବାଇ ନ୍ୟାସନାଲ ହାଇୱେରେ କାଉଡିଆଙ୍କ ଉପରେ ମାଡିଗଲା କାର୍, 4 ମୃତ
23-07-2025
ଗ୍ୱାଲିୟର, 23 ଜୁଲାଇ:- ମଧ୍ୟପ୍ରଦେଶର ଗ୍ୱାଲିଅର ଅଞ୍ଚଳରେ ଆଗ୍ରା-ମୁମ୍ବାଇ ଜାତୀୟ ରାଜପଥରେ ମଙ୍ଗଳବାର ରାତିରେ ତୀବ୍ର ଗତିରେ ଯାଉଥିବା ଏକ କାର କାଉଡ଼ିଆମାନଙ୍କୁ ଧକ୍କା ଦେଇଛି ଏବଂ ଅନିୟନ୍ତ୍ରିତ ହୋଇ ଖାଇ ଭିତରକୁ ଖସିପଡିଛି । ଏହି ଦୁର୍ଘଟଣାରେ କାଉଡ଼ିଆଙ୍କ ସହିତ ୪ ଜଣଙ୍କ ମୃତ୍ୟୁ ହୋଇଛି ଓ ୨ ଜଣ ଗୁରୁତର ଆହତ ଅବସ୍ଥାରେ ଅଛନ୍ତି। କାର ଭିତରେ ଥିବା ଲୋକମାନେ...
ଟିଆରଏଫକୁ ବିଶ୍ୱ ଆତଙ୍କବାଦୀ ସଂଗଠନ ଘୋଷଣା କରାଯିବାକୁ ଭାରତର ସ୍ୱାଗତ
18-07-2025
ନୂଆଦିଲ୍ଲୀ, ୧୮ ଜୁଲାଇ -ଭାରତ ଆମେରିକା ବୈଦେଶିକ ବିଭାଗ ଏବଂ ଜାତିସଂଘ ସୁରକ୍ଷା ପରିଷଦର ନିଷିଦ୍ଧ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୈବାଙ୍କ ସଂଗଠନ ଦି ରେଜିଷ୍ଟେନ୍ସ ଫ୍ରଣ୍ଟ (ଟିଆରଏଫ)କୁ ବିଶ୍ୱ ଆତଙ୍କବାଦୀ ସଂଗଠନ ଘୋଷଣା କରିବା ପାଇଁ ସ୍ୱାଗତ କରିଛି।ବୈଦେଶିକ ମନ୍ତ୍ରଣାଳୟ ଆଜି ଏକ ବିବୃତ୍ତିରେ କହିଛି ଯେ ଭାରତ ସରକାର ଟିଆରଏଫକୁ ଏକ ବିଦେଶୀ ଆତଙ୍କବାଦୀ ସଂଗଠନ (ଏ...
ଲଦ୍ଦାଖର ନୂଆ ଉପରାଜ୍ୟପାଳ ଭାବେ ଶପଥ ନେଲେ କବିନ୍ଦର ଗୁପ୍ତା
18-07-2025
ଲଦ୍ଦାଖ, 18 ଜୁଲାଇ -କେନ୍ଦ୍ର ଶାସିତ ଅଂଚଳ ଲଦ୍ଦାଖର ନୂତନ ଉପରାଜ୍ୟପାଳ ଭାବେ ଶୁକ୍ରବାର କବିନ୍ଦର ଗୁପ୍ତା ଶପଥ ଗ୍ରହଣ କରିଛନ୍ତି। ରାଜ ନିବାସରେ ଜମ୍ମୁ-କାଶ୍ମୀର ଓ ଲଦ୍ଦାଖ ହାଇକୋର୍ଟର ମୁଖ୍ୟ ନ୍ୟାୟଧୀଶ ଅରୁଣ ପଲ୍ଲି ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ମୁଖ୍ୟ ସଚିବ ପବନ କୋତୱାଲ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପକ୍ଷରୁ ଗୁପ୍ତାଙ୍କ ନିଯୁକ୍ତିର...
ପାଟଣା-ନୂଆଦିଲ୍ଲୀ ଅମୃତ ଭାରତ ଏକ୍ସପ୍ରେସକୁ ସବୁଜ ପତାକା ଦେଖାଇଲେ ପିଏମ ମୋଦି
18-07-2025
ପାଟଣା-ନୂଆଦିଲ୍ଲୀ ଅମୃତ ଭାରତ ଏକ୍ସପ୍ରେସକୁ ସବୁଜ ପତାକା ଦେଖାଇଲେ ପିଏମ ମୋଦି ନୂଆଦିଲ୍ଲୀ, 18 ଜୁଲାଇ (FM News.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଦିନ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ବାପୂଧାମ ମୋତିହାରୀରୁ ଚାରିଟି ନୂଆ ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ୍ର ଶୁଭାରମ୍ଭ କରିଛନ୍ତି। ସେ ରାଜେନ୍ଦ୍ର ନଗର ଟର୍ମିନାଲନୂଆଦିଲ୍ଲୀ ଅ...