11 proposals approved in Odisha  cabinet

​ରାଜ୍ୟ କ୍ୟାବିନେଟରେ 11ଟି ପ୍ରସ୍ତାବକୁ ଅନୁମୋଦନ

 08-02-2025

ଅନ୍ତୋଦୟ ଗୃହ ଯୋଜନା ସମ୍ପର୍କିତ ପ୍ରସ୍ତାବକୁ ଅନୁମୋଦନ ଭୁବନେଶ୍ୱର, 08 ଫେବୃଆରୀ - ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଙ୍କ ଅଧ୍ୟକ୍ଷତାରେ ଗତକାଲି ଲୋକସେବା ଭବନ ରେ ମନ୍ତ୍ରୀମଣ୍ଡଳ (କ୍ୟାବିନେଟ ) ବୈଠକରେ ଅନୁଷ୍ଠିତ ହୋଇଥିଲା ଓ ଏଥିରେ 11 ଟି ପ୍ରସ୍ତାବକୁ ଅନୁମୋଦନ ଦିଆଯାଇଥିଲା । ଆଜି ପୂର୍ବାହ୍ନରେ ର ମୁଖ୍ୟମନ୍ତ୍ରୀ କ୍ୟାବିନେଟ ବୈଠକରେ ପ...

He was returning with the body, but it was gone.

ଶବ ନେଇ ଫେରୁଥିଲେ ଶବ ହୋଇଗଲେ

 01-02-2025

ଭଦ୍ରକ, ୧ ଫେବୃଆରୀ - କଟକରେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁବରଣ କରିଥିବା ଜଣେ ମୃତକଙ୍କୁ ଆମ୍ବୁଲାନ୍ସରେ ଘରକୁ ଆଣିବା ବାଟରେ ଗାଡି ଚାଳକ ସମେତ ୩ ଜଣ ପରିବାର ଲୋକ ଶବ ହୋଇଯିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଭୋଗରାଇ ଅଂଚଳର ଦିବାକର ଜେନାଙ୍କ ଦେହ ଅସୁସ୍ଥ ହେବାରୁ ତାଙ୍କୁ ପରିବାର ଲୋକେ କଟକ ମେଡିକାଲ ନେଇଯାଇଥିଲେ। ମାତ୍ର...

Odisha cm Mohan maji n budget 2025

ଲୋକାଭିମୁଖୀ ବଜେଟ-ମୁଖ୍ୟମନ୍ତ୍ରୀ

 01-02-2025

ଭୁବନେଶ୍ୱର, 1 ଫେବ୍ରୁଆରି କେନ୍ଦ୍ରୀୟ ବଜେଟକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବିକଶିତ ଭାରତର ସ୍ଵପ୍ନକୁ ସାକାର କରିବା ପାଇଁ ଆଜି ଲୋକାଭିମୁଖୀ ବଜେଟ ଉପସ୍ଥାପନ କରାଯାଇଛି। ଚଳିତ ବଜେଟ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଏମଏସଏମଇ, ପୁଞ୍ଜି ନିବେଶ, ଅନୁସନ୍ଧାନ, ନିଯୁକ୍ତି ଭଳି କ୍ଷେତ୍ରକୁ ବିଶେଷ ଗୁର...

Opposition leader Naveen criticizes lack of special provisions for Odisha in Union Budget

ଓଡିଶା ପାଇଁ କେନ୍ଦ୍ରୀୟ ବଜେଟରେ ସ୍ୱତନ୍ତ୍ର ବ୍ୟବସ୍ଥା ନ ଥିବାରୁ ସମାଲୋଚନା କଲେ ବିରୋଧୀ ଦଳର ନେତା ନବୀନ

 01-02-2025

ଭୁବନେଶ୍ୱର, 1 ଫେବ୍ରୁଆରି ଆଜି ସଂସଦରେ ଆଗତ ହୋଇଥିବା ବଜେଟକୁ ନିରାଶାଜନକ ବୋଲି କହିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ । ଓଡିଶା ପାଇଁ କେନ୍ଦ୍ରୀୟ ବଜେଟରେ ସ୍ୱତନ୍ତ୍ର ବ୍ୟବସ୍ଥା ନ ଥିବାରୁ ସେ ଏହାକୁ ସମାଲୋଚନା କରିଛନ୍ତି । ଶ୍ରୀ ପଟ୍ଟନାୟକ ସୋସିଆଲ ମିଡିଆ ପୋଷ୍ଟରେ ଲେଖିଛନ୍ତି ଯେ, ଯୁବକ ମାନଙ୍କର ବେକାରୀ ସମସ୍ୟା ଓ...