- ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
- ଆଉ ଦେଖିବାକୁ ମିଳୁ ନାହିଁ ହଳ, ବଳଦ
- କେରଳରେ ଲକ୍ଷ୍ୟ କେବଳ ଭୋଟ ପ୍ରତିଶତ ବୃଦ୍ଧି କରିବା ନୁହେଁ, ବିଜେପିର ଜଣେ ମୁଖ୍ୟମନ୍ତ୍ରୀ ହେବ : ଅମିତ ଶାହା
- ପ୍ରଦୂଷଣ ସାର୍ଟିଫିକେଟ ନାମରେ ଗାଡିଚାଳକଙ୍କୁ ଲୁଟ୍ କରିବା ବନ୍ଦ କର : ସିପିଆଇ
- ଆରଡି ବସଷ୍ଟାଣ୍ଡ ନାମ ପରିବର୍ତନକୁ ନେଇ ରାଜଧାନୀରୁ ଶୈବପୀଠ ସବୁଠି ବିରୋଧ
ନୂଆ ସରକାର ଏହି ଆଠ ମାସରେ ଆଇନ ଶୃଙ୍ଖଳାକୁ ବିପର୍ଯ୍ୟସ୍ତ କରିଦେଇଛି- କଂଗ୍ରେସ
16-03-2025
ଭୁବନେଶ୍ୱର, 16 ମାର୍ଚ୍ଚ - ନୂଆ ସରକାର ଏହି ଆଠ ମାସରେ ଆଇନ ଶୃଙ୍ଖଳାକୁ ବିପର୍ଯ୍ୟସ୍ତ କରିଦେଇଛି କହି ବର୍ଷିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ । ହୋଲିରେ ହିଁ ହତ୍ୟାକାଣ୍ଡ ହେଉଛି । ଭୁବନେଶ୍ୱର ପରି ସିଟି ଯାହା ହାଏ ସିକ୍ୟୁରିଟିରେ ରହୁଛି ବୋଲି କୁହାଯାଏ, ସେଠି ବି ହତ୍ୟା ହେଲା । ମାଆ ମାନେ ଏଠି ଅସୁରକ୍ଷିତ, ଶିଶୁ ମାଆ ହେଉଛନ୍ତି । ସରକାର...
ପରଲୋକରେ ପଦ୍ମଭୂଷଣ ରମାକାନ୍ତ ରଥ
16-03-2025
ଭୁବନେଶ୍ଵର, 16 ମାର୍ଚ୍ଚ : ପରଲୋକରେ ବିଶିଷ୍ଟ କବି ପଦ୍ମଭୂଷଣ ରମାକାନ୍ତ ରଥ। ଭୁବନେଶ୍ଵର ଖାରବେଳନଗରସ୍ଥିତ ବାସଭବନରେ ତାଙ୍କର ଦେହାନ୍ତ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ବୟସ ହୋଇଥିଲା। ଆସନ୍ତାକାଲି ପୁରୀ ସ୍ଵର୍ଗଦ୍ଵାରରେ ତାଙ୍କର ଶେଷକୃତ୍ୟ ହେବା ନେଇ ସୂଚନା ମିଳିଛି।ରମାକାନ୍ତ ରଥଙ୍କ ଏକମାତ୍ର ପୁତ୍ର ସିଙ୍ଗାପୁରରୁ ଆସିବା ପରେ ପୁରୀ ସ୍ବର୍ଗଦ୍ବାରରେ...
କଂଗ୍ରେସ ରଙ୍ଗରେ ରଙ୍ଗୀନ ହେବ ଓଡିଶା : ରାମ ଚନ୍ଦ୍ର କାଡାମ
15-03-2025
ଭୁବନେଶ୍ୱର , ୧୫ ମାର୍ଚ୍ଚ - ଏଥର କଂଗ୍ରେସ ରଙ୍ଗରେ ରଙ୍ଗୀନ ହେବ ଓଡିଶା। ହୋଲିରେ ସମର୍ଥକଙ୍କ ସହ ରଙ୍ଗ ଖେଳିବା ଅବସରରେ ଏଭଳି ମନ୍ତବ୍ୟ ଦେଇଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ରାମ ଚନ୍ଦ୍ର କାଡାମ। ଶନିବାର ନିଜ ସରକାର ବାସଭବନରେ କିଛି କଂଗ୍ରେସ ନେତା ଓ କର୍ମୀଙ୍କ ସହ ହୋଲି ପାଳନ କରିଥିଲେ ରାମଚନ୍ଦ୍ର କାଡାମ। ସେପଟେ କଂଗ୍ରେସ ଭବନରେ ହୋଲି ଅବସରରେ ନାଚ ଗ...
ଦୋଳିତାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ଟ୍ରକ ଧକ୍କାରେ ମା, ବାପା, ପୁଅ ମୃତ
15-03-2025
ଚମ୍ପୁଆ, ୧୫ ମାର୍ଚ୍ଚ - ଚମ୍ପୁଆ ଥାନା ଅନ୍ତର୍ଗତ ଦୋଳିତା ଛକ ନିକଟରେ ସକାଳ ପ୍ରାୟ ୫ଟା ସମୟରେ ଏକ ଟ୍ରକ ଧକ୍କାରେ ତିନି ଜଣଙ୍କ ମୃତ୍ୟୁ ଘଟିଛି। ଦୋଳିତା ଛକ ସ୍ଥିତ ଜ୍ୱାଇଁ ସୁବ୍ରତ କୁମାର ଯାଦବଙ୍କ ଘରକୁ ଆସୁଥିବା ବେଳେ ଜ୍ୱାଇଁ ଘର ସମ୍ମୁଖରେ ଏକ ଟ୍ରକ ଧକ୍କା ଦେବାରୁ ଘଟଣାସ୍ଥଳରେ ଶ୍ଵଶୁରଙ୍କ ମୃତ୍ୟୁ ଘଟିଥିବା ବେଳେ ଗୁରୁତର ଅବସ୍ଥାରେ ଶାଶୁ ଓ ଶଳାକୁ ଚମ୍ପୁଆ...