- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ଯେ ପର୍ଯ୍ୟନ୍ତ ମହିଳା ନିର୍ଯ୍ୟାତନା ଘଟଣାର ଗୃହ କମିଟି ଗଠନ କରାଯାଇନାହିଁ ସେ ପର୍ଯ୍ୟନ୍ତ କଂଗ୍ରେସ ବିଧାୟକ ଦଳ ବିଧାନ ସଭାରେ ଅଂଶ ଗ୍ରହଣ କରିବେ ନାହିଁ ।
24-03-2025
ମହିଳାଙ୍କ ଉପରେ ଘଟୁଥିବା ସଂଗିନ ଅପରାଧ ତଦନ୍ତ କରିବା ପାଇଁ ଗୃହ କମିଟି ତୁରନ୍ତ ଗଠନ କରାଯାଉ:- କଂଗ୍ରେସ ବିଧାୟକ ଦଳ ନେତା ଭୁବନେଶ୍ଵର: ରାଜ୍ୟରେ ମହିଳାମାନଙ୍କ ପ୍ରତି ଅତ୍ୟାଚାର ହୁହୁ ହୋଇ ବଢ଼ିଚାଲିଛି। ପ୍ରତିଦିନ ମା ଭଉଣୀମାନଙ୍କ ପ୍ରତି ଦୁଷ୍କର୍ମ, ଗଣଦୁଷ୍କର୍ମ ଏବଂ ତତ୍ଜନିତ ମୃତ୍ୟୁର ଖବର ସବୁଦିନ ଖବର କାଗଜର ପ୍ରଥମ...
ଆୟ ବହିର୍ଭୁତ ସଂପତି ଠୁଳ ଅଭିଯୋଗରେ ଚାକିରି ହରାଇଛନ୍ତି 159ଜଣ
24-03-2025
ଭୁବନେଶ୍ୱର, 24 ମାର୍ଚ୍ଚ - ୫ ବର୍ଷରେ ଦୁର୍ନୀତି ଓ ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଚାକିରି ହରାଇଛନ୍ତି ୧୫୯ ଜଣ ସରକାରୀ ଅଧିକାରୀ । ୧୨୦ ଜଣ ସରକାରୀ ଅଫିସର ଓ କର୍ମଚାରୀ ମାନଙ୍କୁ ଚାକିରୀରୁ ବରଖାସ୍ତ କରାଯାଇଛି । ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ୩୯ ଜଣଙ୍କୁ ଦିଆଯାଇଛି ବାଧ୍ୟତାମୂଳକ ଅବସର । ଜବତ ହୋଇଛି ୫୯ କୋଟି...
ରାଜ୍ୟରେ 100 ରୁ 120 ମାଓବାଦୀ ସକ୍ରିୟ
24-03-2025
ଭୁବନେଶ୍ୱର, 24 ମାର୍ଚ୍ଚ - ସରକାର ଦେଲେ ମାଓବାଦୀଙ୍କ ତଥ୍ୟ ଓ ମାଓବାଦୀ ପ୍ରବଣ ଜିଲ୍ଲାର ବିବରଣୀ । ରାଜ୍ୟରେ 100 ରୁ 120 ମାଓବାଦୀ ସକ୍ରିୟ ଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି । ରାଜ୍ୟରେ 2018-19 ବର୍ଷରେ 15 ଟି ଜିଲ୍ଲା ମାଓ ପ୍ରଭାବିତ ଜିଲ୍ଲା ଥିବା ବେଳେ ବର୍ତ୍ତମାନ ସୁଦ୍ଧା 10 ଟି ମାଓବାଦୀ ପ୍ରଭାବିତ ଜିଲ୍ଲା ଅଛି । କଳାହାଣ୍ଡି, କନ୍ଧମାଳ, ବଲାଙ୍ଗୀର,...
ମହାନଦୀ ବିବାଦ ନେଇ ଟ୍ରିପିଲ ଇଞ୍ଜିନ ସରକାର ପଦକ୍ଷେପ ନେବା ଆବଶ୍ୟକ–ଭକ୍ତ ଦାସ
24-03-2025
ଭୁବନେଶ୍ୱର:ମହାନଦୀ ବିବାଦ ନେଇ ଛତିଶଗଡ଼ ଏବଂ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା ନେଇ ପିସିସି ସଭାପତି ଭକ୍ତ ଦାସ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ଛତିଶଗଡ଼ରେ କଂଗ୍ରେସ ସରକାର ଥିବା ସମୟରେ ଏ ବାବଦରେ କଂଗ୍ରେସ ଆଲୋଚନା କରିଛି । ଏବେ ଓଡ଼ିଶାରେ ବିଜେପି ସରକାର, ଛତିଶଗଡ଼ ବିଜେପି ସରକାର, କେନ୍ଦ୍ରରେ ତାଙ୍କ ସରକାର । ତେଣୁ ମହାନଦୀ ବିବାଦ ନେଇ ଟ୍ର...