- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ଓଡ଼ିଶାରେ ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାରର ତଦନ୍ତ ପାଇଁ ବରିଷ୍ଠ ବିଚାରପତିଙ୍କ ଦ୍ୱାରା ନିର୍ଦ୍ଦେଶ ଦେବାକୁ କଂଗ୍ରେସର ସୁପ୍ରିମକୋର୍ଟଙ୍କୁ ଅନୁରୋଧ
08-03-2025
ରାଜ୍ୟରେ ବୃଦ୍ଧି ପାଉଥିବା ଯୌନ ଶୋଷଣ ମାମଲା ପ୍ରତି ଓଡ଼ିଶା ସରକାର ସମ୍ବେଦନହୀନ ନୂଆଦିଲ୍ଲୀ : କଂଗ୍ରେସ ଅଭିଯୋଗ କରିଛି ଯେ ମହିଳାମାନେ ଓଡ଼ିଶାରେ ସବୁଠାରୁ ଅସୁରକ୍ଷିତ, କାରଣ ଯୌନ ଶୋଷଣର ଶିକାର ହୋଇଥିବା ଜଣେ ମହିଳା ପରୀକ୍ଷା ଦେଉଥିବା ସମୟରେ ପରୀକ୍ଷା ହଲରେ ଏକ ଶିଶୁକୁ ଜନ୍ମ ଦେଇଥିଲେ। ଗତ କିଛି ମାସର ଅନେକ ଘଟଣାର ଉଦାହରଣ ଦେଇ ଦଳ ଦାବି କରିଛି ଯେ...
ଆସନ୍ତା ୧୦ ତାରିଖ ଦିନ ୧୧ଟା ସମୟରେ ରାଜ୍ୟର ସବୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିବ କଂଗ୍ରେସ
08-03-2025
ଭୁବନେଶ୍ୱର-ବିଗତ ୮ ମାସର ଡବଲ ଇଞ୍ଜିନ ସରକାର ରେ ରାଜ୍ୟରେ ମହିଳାମାନଙ୍କ ପ୍ରତି ଅତ୍ୟାଚାର ଓ ପାଶବିକ ଅତ୍ୟାଚାର ହୁହୁ ହୋଇ ବଢ଼ିଚାଲିଛି। ଗୋଟିଏ ପଟେ ଡବଲ ଇଞ୍ଜିନ ସରକାର ରାଜ୍ୟର ଦ୍ରୁତ ପ୍ରଗତୀର ସ୍ୱପ୍ନ ଦେଖାଇଥିଲା ବେଳେ ରାଜ୍ୟର ସମୁଦାୟ ଜନସଂଖ୍ୟାର ୫୦ ଭାଗ ହେଉଛନ୍ତି ମହିଳା,କିନ୍ତୁ ସେମାନେ ଆଜି ଅତିମାତ୍ରାରେ ଅତ୍ୟାଚାରିତ ଓ ଉତ୍ପଡୀନର ଶିକାର ହେଉଛ...
ବିଜୁ ବାବୁ ସବୁବେଳେ ଓଡ଼ିଆଙ୍କ ହୃଦୟରେ ରହିବେ- ନବୀନ ପଟ୍ଟନାୟକ
05-03-2025
ଭୁବନେଶ୍ୱର, 5 ମାର୍ଚ୍ଚ- ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ ରାଜ୍ୟବାସୀଙ୍କ ସଂବୋଧନ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ନବୀନ କହିଛନ୍ତି ଓଡିଶା ବାସୀଙ୍କ ପ୍ରିୟ ନେତାଙ୍କ ଜୟନ୍ତୀ ଅବସରରେ ମୋର ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ବିଜୁ ବାବୁ, ଏ ଦୁଇଟି ଶବଦ ଶୁଣିଲେ ଓଡ଼ିଆ ଛାତି ଫୁଲି ଉଠେ। ସାହସ ଆସେ। ଦୁର୍ଭାଗ୍ୟ ଜନକ ଯେ ବିଜେପି ଶାସନ୍ କୁ...
ସୁଭଦ୍ରା ହିତାଧିକାରୀ ଚିହ୍ନଟ ପାଇଁ ଘର ଘର ବୁଲିବେ ଅଧିକାରୀ
05-03-2025
ଭୁବନେଶ୍ୱର, 5 ମାର୍ଚ୍ଚ - ସୁଭଦ୍ରା ଯୋଜନାରୁ ବାଦ୍ ପଡ଼ିଥିବା ହିତାଧିକାରୀମାନଙ୍କୁ ଚିହ୍ନଟ କରାଯିବ। ଏଥିପାଇଁ ସରକାରୀ ଅଧିକାରୀମାନେ ଘର ଘର ବୁଲି ସର୍ଭେ କରିବେ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି। ସେ କହିଛନ୍ତି ଓଡ଼ିଶା ସରକାର ସୁଭଦ୍ରା ଯୋଜନାର ଲାଭ ପାଇଁ ଆବେଦନ କରିବାର ଶେଷ ତାରିଖ ମାର୍ଚ୍ଚ ୩୧ ତାରିଖ ଘୋଷଣା କରିଥିଲେ। କିନ୍ତୁ କେତେକ ହି...