Jayanarayan Mishra's controversial statement is not for a developed Odisha, but for a divided Odisha: BJD

ଜୟନାରାୟଣ ମିଶ୍ରଙ୍କ ବିବାଦୀୟ ବକ୍ତବ୍ୟ ବିକଶିତ ଓଡିଶା ନୁହେଁ, ବିଖଣ୍ଡିତ ଓଡିଶା ପାଇଁ ଉଦ୍ଦିଷ୍ଟ: ବିଜେଡି

 09-03-2025

ଭୁବନେଶ୍ଵର : ବିଜେପିର ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର ଦେଇଥିବା ବିବାଦୀୟ ବକ୍ତବ୍ୟକୁ ବିଜୁ ଜନତା ଦଳ ପକ୍ଷରୁ ଦୃଢ ନିନ୍ଦା କରାଯାଇଛି । ବିଜେଡି ଗଣମାଧ୍ୟମ ସଂଯୋଜକ ତଥା ମୁଖପାତ୍ର ଡ଼ ଲେନିନ ମହାନ୍ତି କହିଛନ୍ତି ଯେ, ବିକଶିତ ଓଡିଶାର ସ୍ଲୋଗାନ ଦେଇ କ୍ଷମତାକୁ ଆସିଥିବା ବିଜେପି ସରକାର ଏବେ ବିଖଣ୍ଡିତ ଓଡିଶାର ଭାଷା କହୁଛନ୍ତି । ବରିଷ୍ଠ ବିଜେପି ନେତା ଜୟନାରାୟ...

Former minister and BJD leader Ananta Das passes away

ପୂର୍ବତନ ମନ୍ତ୍ରୀ ଓ ବିଜେଡି ନେତା ଅନନ୍ତ ଦାସଙ୍କ ବିୟୋଗ

 09-03-2025

ଭୁବନେଶ୍ୱର- ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ବରିଷ୍ଠ ନେତା ଅନନ୍ତ ଦାସଙ୍କର ରବିବାର ଭୋର ସମୟରେ ଭୁବନେଶ୍ୱର ସ୍ଥିତ ତାଙ୍କ ବାସଭବନରେ ବିୟୋଗ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ 85 ବର୍ଷ ବୟସ ହୋଇଥିଲା ଏବଂ ପାରିବାରିକ ସୂତ୍ର ମୁତାବକ, ସେ ଦୀର୍ଘଦିନରୁ ଅସୁସ୍ଥ ଥିଲେ । ଅନନ୍ତ ଦାସ 4ଥର ବିଧାୟକ ଥିଲେ । ସେ ଭୋଗରାଇ ବିଧାନସଭା କ୍ଷେତ୍ରର ପ୍ରତିନିଧ...

Registration process for postgraduate courses from 10th March

ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମଲେଖା ପ୍ରକ୍ରିୟା 10 ମାର୍ଚ୍ଚ ଠାରୁ

 08-03-2025

ଭୁବନେଶ୍ୱର - ଆଗାମୀ ଶିକ୍ଷାବର୍ଷ ୨୦୨୫-୨୬ ନିମନ୍ତେ ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମଲେଖା ପ୍ରକ୍ରିୟାକୁ ଶୀଘ୍ର ଆରମ୍ଭ କରିବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏଥିନିମନ୍ତେ ଆବେଦନକାରୀମାନଙ୍କ ପାଇଁ ଆସନ୍ତା ମାର୍ଚ୍ଚ ୧୦ ତାରିଖ ଠାରୁ କମନ ଆପ୍ଲିକେସନ ଫର୍ମ ଭରଣ ପ୍ରକିୟା ଆରମ୍ଭ ହେବ। ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଏକ ପ୍ରେସ ବିଜ୍...

Chief Minister inaugurates 14 newly constructed police stations built at a cost of Rs. 42 crore

୪୨ କୋଟି ଟଙ୍କା ବ୍ୟୟରେ ନିର୍ମିତ ୧୪ଟି ନବନିର୍ମିତ ଥାନା ଗୃହର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ

 08-03-2025

ଏହି ନୂତନ ଥାନା ଗୃହ ଗୁଡିକରେ ଭିନ୍ନକ୍ଷମ ମାନଙ୍କ ପାଇଁ ରାମ୍ପ୍ ସୁବିଧା ସହିତ ସମସ୍ତ ଅତ୍ୟାଧୁନିକ ବ୍ୟବସ୍ଥା ରଖା ଯାଇଛି ଥାନାର ଅଧିକାରୀ ଓ କର୍ମଚାରୀ ମାନେ ଜନତାଙ୍କୁ ଉତ୍ସର୍ଗୀକୃତ ସେବା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ପୋଲିସ କର୍ମଚାରୀଙ୍କ କାର୍ଯ୍ୟଦକ୍ଷତାକୁ ଆହୁରି ପ୍ରଭାବଶାଳୀ କରିବା ପାଇଁ ଆମ ସରକାର ପ୍ରତିଶୃତିବଦ୍ଧ- ମୁଖ୍ୟମନ୍ତ୍ରୀ...