- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ବଲାଙ୍ଗିର ଜିଲ୍ଲାରେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକଙ୍କ ସମୀକ୍ଷା ବୈଠକ
25-12-2024
ବଲାଙ୍ଗିର, 25 ଡିସେମ୍ବର : ବଲାଙ୍ଗିର ଜିଲ୍ଲାରେ ଗତକାଲି ପୂର୍ବାହ୍ନ ରେ ପଞ୍ଚାୟତିରାଜ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକ ପ୍ରଶାସନିକ ଅଧିକାରୀଙ୍କୁ ନେଇ ସମୀକ୍ଷା ବୈଠକ କରିଥିଲେ । ସଦର ମହାକୁମା ସ୍ଥିତ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଏହି ବୈଠକରେ ଜିଲ୍ଲାପାଳ ଗୌରୱ ଶୀୱାଜୀ ଇସଲୱାର, ଜିଲ୍ଲାପରିଷଦ ଅଧ୍ୟକ୍ଷା ଦେବକୀ ସାହୁ, ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାତ...
ରାଜ୍ୟରେ ଆହୁରି ୨୪ ଘଣ୍ଟାବର୍ଷା
25-12-2024
ଭୁବନେଶ୍ୱର, 25 ଡିସେମ୍ବର - ରାଜ୍ୟରେ ଆହୁରି ୨୪ ଘଣ୍ଟା ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ସୂଚନା ଦେଇଛନ୍ତି ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି । ଆସନ୍ତାକାଲି ଯାଏଁ ବିଭିନ୍ନ ସ୍ଥାନରେ ଜାରି ରହିବ ବର୍ଷା । କାଲି ଦକ୍ଷିଣ ଓଡ଼ିଶା ସମେତ ଆଭ୍ୟନ୍ତରୀଣରେ ବର୍ଷା ସମ୍ଭାବନା ରହିଛି । ୨୬ ତାରିଖ ପରଠାରୁ ବର୍ଷାର ପରିମ...
କେନ୍ଦୁଝର : ମୁଖ୍ୟମନ୍ତ୍ରୀଙ୍କ ଗସ୍ତର ଏପାଖ - ସେପାଖ
25-12-2024
କେନ୍ଦୁଝର - ଲୋକଙ୍କ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ ତାଙ୍କର କେନ୍ଦୁଝର ଗସ୍ତ ସାରି ଫେରିଯାଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ ସମୟରେ ସହରର କେତେକ ବିଶିଷ୍ଟ ନାଗରିକ ଓ ସାଧାରଣ ନାଗରିକ ତାଙ୍କୁ ସର୍କିଟ ହାଉସ ଠାରେ ସାକ୍ଷାତ଼ କରି ଆଲୋଚନା କରିଛନ୍ତି । ଯଦିଓ ସେମାନଙ୍କର ସେହି ଆଲୋଚନାରେ କେନ୍ଦୁଝରର ବିକାଶ କଥା କେତେ ଥିଲା ତାର ନିର୍ଦ୍ଦି...
ଗତ ନିର୍ବାଚନରେ ଭୋଟ ଅସଂଗତିର ତଥ୍ୟ ଦେଇ ନିର୍ବାଚନର ସ୍ଵଚ୍ଛତା ଉପରେ ପ୍ରଶ୍ନ କଲା ବିଜେଡି
24-12-2024
-ବିଜେପିର ପ୍ରତିକ୍ରିୟା, ଠାକୁର ଘରେ କିଏ ମୁଁ କଦଳୀ ଖାଇନି ସଦୃଶ୍ୟ -କାହା ଚାପରେ ନିର୍ବାଚନ ଅଧିକାରୀମାନେ ଫର୍ମ ୧୭ସି ମାଧ୍ୟମରେ ତଥ୍ୟ ଦେଉ ନାହାନ୍ତି ? ଭୋଟ ଶେଷ ପରେ ପ୍ରଦାନ କରାଯାଇଥିବା -ଭୋଟ ସଂଖ୍ୟା ଓ ଗଣତି ବେଳର ଭୋଟ ସଂଖ୍ୟାରେ ୧୫ ରୁ ୩୦ ପ୍ରତିଶତ ବ୍ୟବଧାନ କିପରି ? ମତଦାନ ଦିନ ଓ ଗଣତି ଦିନର ଭୋଟର ହାର ସନ୍ଦେହଜନକ ଭାବରେ ବଦଳିଛି। ୫୦ଟି ବିଧ...