- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ : ଘଟଣା ସ୍ଥଳରେ ଉତେଜନା, କ୍ଷତିପୂରଣ ଦାବି
24-12-2024
ସମ୍ବଲପୁର, ୨୪ ଡିସେମ୍ବର - ଜମନକିରା ଥାନା ଫାଶୀମାଲ ପଂଚାୟତ ଦେହୁରୀଣି ମାଲ ଗ୍ରାମରେ ଏକ ଟ୍ରାକ୍ଟର ଦୁର୍ଘଟଣାଗ୍ରସ୍ତ ହୋଇ ୩୨ ବର୍ଷୀୟ ଦୀପକ ଠାକୁର ପ୍ରାଣ ହରାଇବା ଘଟଣା ସମଗ୍ର ଗ୍ରାମରେ ଉତେଜନାର କାରଣ ପାଲଟିଛି। ଦୀପକ ଜଣେ ଦିନ ମଜୁରିଆ, କରି ପରିବାର ପୋଷଣ କରୁଥିବା ଭାବେ ସ୍ୱଳ୍ପ ରୋଜଗାରରେ ନିଜ ପରିବାର ତଥା ଦୁଇଟି ଶିଶୁ ଓ ପତ୍ନୀ ସହ ଦୁଃଖ ସୁଖରେ ଚ...
୧୭୫ ବର୍ଷ ପୂର୍ବେ ଜନ୍ମ ନେଇଥିଲା ଆଧୁନିକ ସମ୍ବଲପୁର ଜିଲ୍ଲା ଓ ୧୯୦୮ରେ ଜିଲ୍ଲା ଓକିଲ ସଂଘ
24-12-2024
ସମ୍ବଲପୁର, ୨4 ଡିସେମ୍ବର:- ଦେଶର ଅନ୍ୟତମ ପୁରାତନ ସମ୍ବଲପୁର ଜିଲ୍ଲା ଓକିଲ ସଂଘ (ଡିଷ୍ଟ୍ରିକ୍ଟ ବାର୍ ଏସୋସିଏସନ୍) ୧୯୦୮ ମସିହା ଡିସେମ୍ବର ୨୩ ତାରିଖରେ ସ୍ଥାପିତ ହୋଇଥିଲା । ୧୦ ଜଣ ଓକିଲ ଏହି ସଂଘ ଗଠନ କରିଥିଲେ । ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ଆଇନଜ୍ଞ ଚନ୍ଦ୍ରଶେଖର ବେହେରା ସର୍ବପ୍ରଥମ ସ୍ଥାନୀୟ ବାସିନ୍ଦା ଭାବରେ ୧୯୦୧ରେ ଓକିଲାତି ଆରମ୍ଭ କରିଥି...
ଖୋର୍ଦ୍ଧା ଶାଖା ପକ୍ଷରୁ ବିଦ୍ୟୁତ କର୍ମଚାରୀ ସଂଘର ଧାରଣା
24-12-2024
ଖୋର୍ଦ୍ଧା,ଓଡ଼ିଶା ବିଦ୍ୟୁତ କର୍ମଚାରୀ ମହାସଂଘ ଡାକରା କ୍ରମେ ଖୋର୍ଦ୍ଧା ଶାଖା ପକ୍ଷରୁ ବହୁବିଧ ଦାବି ନେଇ ଓପିଟିସିଏଲ କାର୍ଯ୍ୟାଳୟ ଆଗରେ ସୋମବାର ଧାରଣା ଦେଇଛନ୍ତି I ୧୯୭୧ ମସିହାରୁ ଓଏସଇବି ସମୟରୁ ବିଦ୍ୟୁତ ଉତ୍ପାଦନ, ପ୍ରସାରଣ ଓ ବଂଟନ ବିଭାଗରେ କାର୍ଯ୍ୟରତ ଶ୍ରମିକଙ୍କ ପାଇଁ ଆରମ୍ଭ ହୋଇଥବା ଏକକ ପାଂଚବର୍ଷିୟା ମଜୁରୀ ନିଦ୍ଦାରଣ ପ୍ରକ୍ରିୟା ୨୦୨୦ ଏପ୍ରିଲ ପ...
ପାଟଣାଗଡ଼ ପାର୍ସଲବୋମା ଘଟଣାରେ ଅରୁଣ ବୋଥ୍ରାଙ୍କ ସାକ୍ଷ ପ୍ରଦାନ
24-12-2024
ବଲାଙ୍ଗିର: ବହୁ ଚର୍ଚ୍ଚିତ ପାଟଣାଗଡ଼ ପାର୍ସଲବୋମା ଘଟଣାର କେସ୍ କୋର୍ଟରେ ଚାଲିଥିବା ବେଳେ ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଇଥିବା ପୁଞ୍ଜିଲାଲ ମେହେରଙ୍କୁ ବଲାଙ୍ଗିର ଜେଲରେ ରଖାଯାଇଛି । କେସ୍ର ପୂର୍ବରୁ ୫୯ ଜଣ ସାକ୍ଷୀଙ୍କ ସାକ୍ଷ ଗ୍ରହଣ ସରିଯାଇଥିବା ବେଳେ ଗତ ସେପ୍ଟେମ୍ବର ୩ ତାରିଖରେ ପାଟଣାଗଡ଼ କୋର୍ଟରେ ସାକ୍ଷ ପ୍ରଦାନ କରିଥିଲେ ତତ୍କାଳୀନ କ୍ରା...