- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲେ ଓଡିଶାର ମୁଖ୍ୟମନ୍ତ୍ରୀ
23-12-2024
ଭୁବନେଶ୍ୱର, 23 ଡିସେମ୍ବର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ଦିନ ନୂଆ ଦିଲ୍ଲୀ ଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି । ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ସୋସିଆଲ ମିଡିଆ ଏକ୍ସରେ ଉଭୟଙ୍କ ମଧ୍ୟରେ ସାକ୍ଷାତର ଫଟୋ ଶେୟାର କରି ଏହି ସୂଚନା ଦିଆଯାଇଛି ।...
୨୪ ତାରିଖରେ ସମସ୍ତ ଜିଲ୍ଲାରେ କଂଗ୍ରେସର ଆମ୍ବେଦକର ସମ୍ମାନ ଯାତ୍ରା
23-12-2024
ଆମ୍ବେଦକରଙ୍କ ପ୍ରତି ଅମିତ ଶାହାଙ୍କ ବୟାନ ସମ୍ବିଧାନ, ଗଣତନ୍ତ୍ର, ଦଳିତ, ଆଦିବାସୀ, ପଛୁଆବର୍ଗ ଓ ସଂଖ୍ୟାଲଘୁ ବିରୋଧୀ-ସପ୍ତିଗିରି ଉଲାକା ବିଜେପି ଓ ଏହାର ନେତାମାନେ ଆମ୍ବେଦକର ଓ ସମ୍ବିଧାନ ବିରୋଧୀ-କଂଗ୍ରେସ ପ୍ରତି ଜିଲ୍ଲାରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିବ କଂଗ୍ରେସ ଭୁବନେଶ୍ୱର, ୨୩.୧୨(FMNews) : ସମ୍ବିଧାନ...
ସାଧାରଣତନ୍ତ୍ର ଦିବସ ପାଇଁ ଦିଲ୍ଲୀ ଯିବେ ଓଡିଶାରୁ 127 ଛାତ୍ରଛାତ୍ରୀ
23-12-2024
ଭୁବନେଶ୍ୱର, 23 ଡିସେମ୍ବର :- ସାଧାରଣତନ୍ତ୍ର ଦିବସ ପାଇଁ ଦିଲ୍ଲୀ ଯିବେ ଓଡିଶାରୁ 127 ଛାତ୍ରଛାତ୍ରୀ । ସାଧାରଣତନ୍ତ୍ର ଦିବସ ପାଇଁ ସୈନିକ ସ୍କୁଲରେ ଚାଲିଛି ଫୁଲ ଡ୍ରେସ ରିହଲସଲ। ଦିଲ୍ଲୀ ଯିବେ ଏହି କଂଟିନଜେଣ୍ଟ। ୧୨୭ ଜଣ ଛାତ୍ର ଛାତ୍ରୀ ଭାଗ ନେଉଛନ୍ତି। ୬୩୦୦୦ ହଜାର ଛାତ୍ର ଛାତ୍ରୀଙ୍କ ଭିତରୁ ଏହି ୧୨୭ ଜଣ ସିଲେକ୍ଟ ହୋଇଛନ୍ତି।...
ଭାରି ବର୍ଷା ପାଇଁ ଚାଷୀଙ୍କୁ ଚେତାବନୀ
23-12-2024
ଭୁବନେଶ୍ୱର, 23 ଡିସେମ୍ବର - ପ୍ରବଳ ବର୍ଷା ପାଇଁ ଚାଷୀଙ୍କୁ ସତର୍କ କରାଯାଇଛି । ଓଡ଼ିଶାରେ କାଲି-ତା ପରଦିନ ବର୍ଷା ହେବ । ଉପକୂଳ ଓ ସଲଗ୍ନ ତଥା କିଛି ଦକ୍ଷିଣ ଜିଲ୍ଲା ଗଞ୍ଜାମ, ଗଜପତି, ରାୟଗଡା, ପୁରୀ, ଖୋର୍ଦ୍ଧା, କଟକ(ପୂର୍ଵ ବ୍ଲକ), ଜଗତସିଂହପୁରର ଗୋଟିଏ 2ଟି ଜାଗାରେ ଭାରି ବର୍ଷା ସମ୍ଭାବନା ରହିଛି । ତେଣୁ ଚାଷୀ ଭାଇମାନଙ୍କୁ ଏହା ଅନୁସାରେ ପଦକ୍ଷେପ ନେବାକୁ...