Former MLA Bijay Mohanty passes away

ପୂର୍ବତନ ବିଧାୟକ ବିଜୟ ମହାନ୍ତିଙ୍କ ବିୟୋଗ

 22-12-2024

ଭୁବନେଶ୍ୱର, 22 ଡିସେମ୍ବର - ଭୁବନେଶ୍ଵର ମଧ୍ୟ ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ବିଜୟ ମହାନ୍ତିଙ୍କର ରବିବାର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୦ ବର୍ଷ ହୋଇଥିଲା। ମୃତ୍ୟୁର କାରଣ ଜଣାପଡ଼ି ନାହିଁ। ରବିବାର ସେ ହଠାତ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ପରିବାର ଲୋକେ କ୍ୟାପିଟାଲ ହସ୍ପିଟାଲକୁ ଆଣିଥିଲେ। କିନ୍ତୁ ହସ୍ପିଟାଲରେ ପହଞ୍ଚିବା ପରେ ଡାକ୍ତର ତାଙ୍କ...

ଗ୍ରାମାଞ୍ଚଳରେ ଅବାଧ ଦେଶୀ ମଦ କାରବାର

 22-12-2024

ସମ୍ବଲପୁର, ୨୨ ଡିସେମ୍ବର :ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକର ବିଭିନ୍ନ ଗ୍ରାମାଞ୍ଚଳ ଗୁଡିକରେ ଦେଶୀ ମଦର କାରବାର ଦିନକୁ ଦିନ ବଢ଼ିବାରେ ଲାଗିଛି। ବିଭିନ୍ନ ପାନ ଦୋକାନ, ହୋଟେଲ ଭଳି ଜନଗହଳିପୂର୍ଣ ସ୍ଥାନରେ ଏହା ବେଆଇନ୍ ଭାବେ ବିକ୍ରି ହେଉଥିଲେ ହେଁ ଅବକାରୀ ବିଭାଗ ନିଦାବିଷ୍ଣୁ ସାଜିବା ସାଧାରଣରେ ଭୃକୁଞ୍ଚନ ସୃଷ୍ଟି କରିଛି। ସୂଚନା ମତେ, ଜମନକିରା ବ୍ଲକ ଭିତ...

2  arrested in Koraput for smuggling illegal ganja

କୋରାପୁଟରୁ 325 କେଜି ଗଂଜେଇ ଜବତ ଘଟଣା, 2 ଗିରଫ

 22-12-2024

ଭୁବନେଶ୍ୱର, 22 ଡିସେମ୍ବର:କୋରାପୁଟଜିଲ୍ଲା ପୋଲିସ 325 କେଜି ଗଞ୍ଜେଇ ଜବତ କରିବା ସହ ଘଟଣାରେ ସମ୍ପୃକ୍ତ ଥିବା ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଦୁଇ ଅଭିଯୁକ୍ତ ହେଉଛନ୍ତି, କୋରାପୁଟ ଜିଲ୍ଲା, ସିମିଳିଗୁଡା ଥାନା ଅଞ୍ଚଳର ଗୁରୁ ଖୋରା ଏବଂ ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅଞ୍ଚଳ, ଝାଡ଼ବାନ୍ଧର ରୋହିତ ଜେନା। ଉଲ୍ଲେଖ ଯୋଗ୍ୟ ଯେ, ଉପରୋକ୍ତ ଦୁଇ ଅଭିଯ...

General Manager of Subarnapur District Industrial Centre trapped by vigilance while was taking bribe of Rs. 5,000

ଭିଜିଲାନ୍ସ ଜାଲରେ ସୁବର୍ଣ୍ଣପୁର ଜିଲ୍ଲା ଶିଳ୍ପ କେନ୍ଦ୍ରର ଜେନେରାଲ ମ୍ୟାନେଜର : ପାଞ୍ଚ ହଜାର ଟଙ୍କା ଲାଞ୍ଚ ନେଉଥିଲେ

 22-12-2024

ସୁବର୍ଣ୍ଣପୁର, ୨୨ ଡିସେମ୍ବର - ଭିଜିଲାନ୍ସ ଜାଲରେ ସୁବର୍ଣ୍ଣପୁର ଜିଲ୍ଲା ଶିଳ୍ପ କେନ୍ଦ୍ରର ଜେନେରାଲ ମ୍ୟାନେଜର । ପିଏମଇଜିପି ଋଣ କରାଇ ଦେବା ପାଇଁ ହିତାଧିକାରୀ ସୁନିଲ କୁମାର ମିଶ୍ରଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ ବିପିନ କୁମାର ଦେହୁରୀଙ୍କୁ ଧରିଲା ଭିଜିଲାନ୍ସ ବିଭାଗ । ୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ ବିପିନ ।ପିଏମଇଜିପି ଋଣ କରାଇ ଦେବା ପାଇଁ ସୁନିଲଙ୍କୁ ୫...